Latest Odisha News

BREAKING NEWS

Yearly Archives

2022

ଭୁବନେଶ୍ୱର ମେୟର ନିର୍ବାଚନ: କାହିଁକି ସୁନୀତି ମୁଣ୍ଡଙ୍କୁ ବାଛିଲା ବିଜେପି ?

ଭୁବନେଶ୍ୱର: ରାଜଧାନୀବାସୀ ନିଜର ମେୟର ବାଛିବାକୁ ଯାଉଛନ୍ତି । ଏଠି ସାଂସଦ ବିଜେପିର ଅପରାଜିତା ଷଡଙ୍ଗୀ ଏବଂ ବିଧାୟକମାନେ ଶାସକ ଦଳ ବିଜେଡିର । ତେଣୁ ମେୟର ପଦ ପାଇଁ ଦୁଇ ପୂର୍ବତନ ସହଯୋଗୀ ଦଳ ଭିତରେ କଡା ମୁକାବିଲା ହେବ ବୋଲି ଆକଳନ ହେଉଥିଲା । କିନ୍ତୁ ପାର୍ଟି ଉଇଥ ଡିଫରେନ୍ସ ବୋଲି…

ୟୁପିରେ ଭୋଟ୍ ଗଣତି ପୂର୍ବରୁ ଇଭିଏମକୁ ନେଇ ଅଖିଳେଶ ଉଠାଇଲେ ପ୍ରଶ୍ନ

ବାରଣାସୀ: ରାତି ପାହିଲେ ଉତ୍ତର ପ୍ରଦେଶ ସମେତ ଗୋଆ, ମଣିପୁର, ପଞ୍ଜାବ, ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗଣତି ହେବ । ଏହା ପୂର୍ବରୁ ୟୁପି ବାରଣାସୀରେ ଇଭିଏମ୍ ମେସିନକୁ ଅସୁରକ୍ଷିତ ଭାବରେ ନିଆଯାଉଥିବା ଅଭିଯୋଗ ଆଣିଛନ୍ତି ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ । ଆଉ ପ୍ରେସ…

ଉଡ଼ାନ ପକ୍ଷରୁ ରାଜ୍ୟସ୍ତରୀୟ “ଅନ୍ତର୍ଜାତୀୟ ମହିଳା ଦିବସ ସମ୍ମିଳନୀ-୨୦୨୨” ଅନୁଷ୍ଠିତ

ଭୁବନେଶ୍ୱର: ଉଡ଼ାନ ତରଫରୁ ଏକ ରାଜ୍ୟସ୍ତରୀୟ “ଅନ୍ତର୍ଜାତୀୟ ମହିଳା ଦିବସ ସମ୍ମିଳନୀ-୨୦୨୨ ଅନୁଷ୍ଠିତ ହୋଇଯାଇଛି । ଏହି ମହିଳା ଦିବସର ବିଷୟବସ୍ତୁ ‘ଆସନ୍ତା କାଲି ପାଇଁ ସ୍ଥାୟୀ ଲିଙ୍ଗ ସମାନତା’ ଉପରେ ଆଧାରିତ । ଓଡ଼ିଶାର ବିଭିନ୍ନ ସ୍ଥାନରୁ ପ୍ରାୟ ୩୦୦ ପ୍ରତିନିଧି ଏହି ସମ୍ମିଳନୀରେ ଯୋଗ ଦେଇ…

କମିସନରେଟ୍ ପୋଲିସ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ଭୁବନେଶ୍ୱର: ପୋଲିସ କମିସନରେଟ ମୁଖ୍ୟାଳୟ ତରଫରୁ ଚଳିତ ବର୍ଷ ଆନ୍ତର୍ଜାତୀୟ ମହିଳା ଦିବସ ପୋଲିସ ସେବା ଭବନ ପରିସରରେ ପାଳିତ ହୋଇଯାଇଛି । ଏହି ଅବସରରେ ଦ୍ଵୈତନଗରୀର ପୋଲିସ କମିଶନର, ଅତିରିକ୍ତ ପୋଲିସ କମିଶନର, ଡ଼ିସିପି ଭୁବନେଶ୍ୱର, ଡ଼ିସିପି କଟକ, ଡ଼ିସିପି ଟ୍ରାଫିକ ଓ ଡ଼ିସିପି କମିସନରେଟ…

ନରସିଂହପୁର ହାତୀ କଙ୍କାଳ ଉଦ୍ଧାର ଘଟଣା: ନିଲମ୍ବିତ ହେଲେ ରେଞ୍ଜର ବାବୁ

ନରସିଂହପୁର: ନରସିଂହପୁର ୱେଷ୍ଟ ରେଞ୍ଜରୁ ହାତୀ କଙ୍କାଳ ଉଦ୍ଧାର ହେବା ଘଟଣାରେ ଆଜି ତତ୍କାଳୀନ ରେଞ୍ଜ ଅଫିସର ଅଶୋକ କୁମାର ବେହେରାଙ୍କୁ ଚାକିରୀରୁ ନିଲମ୍ବନ କରାଯାଇଛି । ଦୀର୍ଘ ମାସେ ପରେ ଏଇ କାର୍ୟ୍ୟାନୁଷ୍ଠାନ କିନ୍ତୁ ଅନେକ ସନ୍ଦେହ କରୁଛି । ନିଲମ୍ବନ ଚିଠି ରେ କୌଣସି କାରଣ ଦର୍ଶା ଯାଇ…

[ଦେଖନ୍ତୁ ଭିଡିଓ] ରହସ୍ୟମୟ ହୋଟେଲ ଭିତରେ କବର ପୂଜା, ଶୁଭ ମନାସୀ ପ୍ରବଳ ଭିଡ଼

ଭୁବନେଶ୍ୱର : କିଛି ଘଟଣା ବିଶ୍ୱାସ ନହେଲେ ବି ସତ । ଯାହା ଆମ ଆଖି ସାମନାରେ ଦେଖୁଛେ ଗୁଜୁରାଟର ଅହମ୍ମଦାବାଦରେ ରହିଛି ଏମିତି କିଛି ହୋଟେଲ। ଯେଉଁଠି ଚା କଫିରୁ ନେଇ ବହୁତ ଟେଷ୍ଟି ଟେଷ୍ଟି ଖାଇବା ସବୁ ତିଆରି କରାଯାଇଥାଏ । ଆଉ ଲୋକ ବି ଜମାଜୋଡ ଏଠାରେ । ହେଲେ ସବୁଠୁ ବଡ଼ ଆଶ୍ଚର୍ଯ୍ୟଜନକ ଘଟଣା…

ଆଞ୍ଚଳିକ ଜନ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ

ଭୁବନେଶ୍ବର: ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ଆଞ୍ଚଳିକ ଜନସମ୍ପର୍କ କାର୍ଯ୍ୟାଳୟ (ଆରଓବି), ଭୁବନେଶ୍ବର ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ ସଭାରେ ସର୍ବପ୍ରଥମେ ଓଡ଼ିଶାର ମହିଳା ସ୍ବାଧୀନତା ସଂଗ୍ରାମୀମାନଙ୍କୁ…

[ଭିଡିଓ]ବାଦଶାହଙ୍କ ନୂଆ ସଙ୍ଗ୍ ”ତବାହୀ” ରିଲିଜ୍ , ତମନ୍ନାଙ୍କ ସହ ବାଦଶାହଙ୍କ ଜବରଦସ୍ତ କେମେଷ୍ଟ୍ରି

ମୁମ୍ବାଇ : ବଲିଉଡ୍ ସିଙ୍ଗର ବାଦଶାହ ଲଗାତର ସୁପରହିଟ୍ ଗୀତ ଦେଇ ଆସୁଛନ୍ତି । ତାଙ୍କ ଗୀତ ବଲିଉଡରେ ଧୁମ୍ ମଚଉଛି । ଜୁଗ୍ନୁର ଜବରଦସ୍ତ ସଫଳତା ପରେ ଏବେ ବାଦଶାହଙ୍କ ମ୍ୟୁଜିକ୍ ଭିଡିଓ ''ତବାହୀ'' ରିଲିଜ୍ ହୋଇଛି ।ଏହି ଗୀତରେ ବାଦଶାହଙ୍କ ସହ ତମନ୍ନା ଭାଟିଆଙ୍କ ଜବରଦସ୍ତ କେମେଷ୍ଟ୍ରି…

ମାଓବାଦୀଙ୍କୁ ମାଓ ସାମଗ୍ରୀ ଯୋଗାଣ ଅଭିଯୋଗ: ୩ ଗିରଫ, ୱକିଟକି ଓ ମୋବାଇଲ୍ ଜବତ

ଭବାନୀପାଟଣା: ମାସବାଦୀଙ୍କୁ ମାଓ ସାମଗ୍ରୀ ଅଭିଯୋଗରେ ଆଜି ନର୍ଲା ପୋଲିସ ୩ ଜଣଙ୍କୁ ଗିରଫ କରିଛି । ତାଙ୍କ ନିକଟରୁ ଦୁଇଟି ୱକିଟକି, ମୋବାଇଲ ଓ ଚାର୍ଜାର ଜବତ ମଧ୍ୟ ଜବତ ହୋଇଛି । ୩ ଅଭିଯୁକ୍ତଙ୍କୁ ପୋଲିସ ଅଟକ ରଖି ଅଧିକ ପଚରାଉଚରା ଜାରି ରଖିଛି । ସୂଚନା ଅନୁସାରେ, କଳାହାଣ୍ଡି ଜିଲ୍ଲାରେ…

ପୋଲିସ ପଞ୍ଝାରେ ଦମ୍ପତି , ୧୦ଟି ଅଷ୍ଟଧାତୁ ମୂର୍ତ୍ତି ଜବତ

ପୁରୀ:ବିଭିନ୍ନ ମନ୍ଦିରରୁ ଅଷ୍ଟଧାତୁ ମୂର୍ତ୍ତି ଚୋରୀ କରିବା ଅଭିଯୋଗରେ ଚନ୍ଦନପୁର ଥାନା ପୋଲିସ ପଞ୍ଝାରେ ଦମ୍ପତି । ଦମ୍ପତିଙ୍କୁ ଗିରଫ କରିବା ସହ ୧୦ ଟି ପ୍ରାଚୀନ ଅଷ୍ଟଧାତୁ ମୂର୍ତ୍ତି ଉଦ୍ଧାର କରାଯାଇଛି ।ଗିରଫ ମୂର୍ତ୍ତି ଚୋର ନିମାପଡା ପାଟପୁରର ପ୍ରଫୁଲ ମିଶ୍ର ଓ ତାଙ୍କ ସ୍ତ୍ରୀ ।ପୁରୀ…