Latest Odisha News

BREAKING NEWS

Yearly Archives

2022

ଚେତନାର ସୌନ୍ଦର୍ଯ୍ୟ ହିଁ ନାରୀଶକ୍ତିର ବିଶେଷତ୍ବ

ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ରାଜଲକ୍ଷ୍ମୀ ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ନାରୀ ସୃଜନର ଓଁକାର, ସଂକଲ୍ପ , ସାଧନାର ସୁନ୍ଦର ସବୁସକାଳ। ସେ ଗଢ଼ି ଦେଇପାରେ ସବୁକିଛି ସୁନ୍ଦର ଓ କରିପାରେ ସୁରଭିତ। ପ୍ରତି ନାରୀ ପାଖରେ ଥାଏ ବଉଳର ବାସ୍ନା, ତା' ସ୍ବପ୍ନ ସହକାରର ମହକ । ତା'ଆଶା…

କିଟରେ ଅନ୍ତର୍ଜାତୀୟ ମହିଳା ଦିବସ: ସଶକ୍ତ ପାଇଁ ମହିଳା ନିଜେ ସଚେତନ ହୁଅନ୍ତୁ

ଭୁବନେଶ୍ୱର: କିଟ ଓ କିସ୍‍ ପକ୍ଷରୁ ସୋମବାର ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଚଳିତବର୍ଷର ବିଷୟବସ୍ତୁ ସ୍ଥାୟୀ ଭବିଷ୍ୟତ ପାଇଁ ଆଜିର ଲିଙ୍ଗଗତ ସମାନତା ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଲେ,…

ଆନ୍ତର୍ଜାତୀୟ ମହିଳା ଦିବସ ୨୦୨୦: ଜେଏସପିଏଲ ଫାଉଣ୍ଡେସନ୍ ଦ୍ଵାରା ଜିନ୍ଦଲ ସ୍ଵୟଂସମ୍ପର୍ଣ୍ଣା ନାରୀ କାର୍ଯ୍ୟକ୍ରମ…

ଭୁବନେଶ୍ୱର: ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ସିଏସଆର ସଂସ୍ଥା ଜେଏସପିଏଲ ଫାଉଣ୍ଡେସନ ଓଡିଶା ଓ ଛତିଶଗଡରେ ମହିଳାମାନଙ୍କ ଶିକ୍ଷା ଓ ଦକ୍ଷତା ବିକାଶ ନିମନ୍ତେ ଏକ ସ୍ୱତନ୍ତ୍ର ଯୋଜନା - ଜିନ୍ଦଲ ସ୍ଵୟଂ ସ୍ଵୟଂସମ୍ପର୍ଣ୍ଣା ନାରୀ - ଆରମ୍ଭ କରିଛି। ଏହି…

୨୦୨୦ ଏବଂ ୨୦୨୧ ବର୍ଷର ନାରୀ ଶକ୍ତି ପୁରସ୍କାର ବିଜେତାମାନଙ୍କ ସହିତ କଥା ହେଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଲୋକ କଲ୍ୟାଣ ମାର୍ଗ ଠାରେ ଆୟୋଜିତ ଏକ ଆଲୋଚନା ଅଧିବେଶନରେ ୨୦୨୦ ଏବଂ ୨୦୨୧ ବର୍ଷର ନାରୀ ଶକ୍ତି ପୁରସ୍କାର ବିଜେତାମାନଙ୍କ ସହିତ କଥା ହୋଇଛନ୍ତି । ଏହି ଆଲୋଚନା ଅଧିବେଶନ ନାରୀ ସଶକ୍ତିକରଣ ପାଇଁ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଗ୍ରହଣ…

ଓଲଟି ପଡ଼ିଲା ଟ୍ୟାଙ୍କର, ରାସ୍ତାରେ ବୋହୁଛି ତେଲ

କୋରାପୁଟ: ଲକ୍ଷ୍ମୀପୁର ଥାନା ଅଧିନସ୍ଥ ଡୋଳିଆମ୍ବ ନିକଟରେ ଏକ ଟ୍ୟାଙ୍କର ଓଲଟି ପଡିଛି। ଫଳରେ ରାସ୍ତାରେ ତେଲ ଭାସୁଛି। ଏଥିସହ ରାସ୍ତା ମଝିରେ ଟ୍ୟାଙ୍କର ରହିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଉଭୟ ପାର୍ଶ୍ବରେ ଯାନବାହନ ଅଟକି ରହିଛି। ସୂଚନା ଅନୁସାରେ, ଝାରସୁଗୁଡ଼ା ଠାରୁ ଆସୁଥିବା…

ୟୁକ୍ରେନ ଫେରନ୍ତା ୭୭ଜଣ ଓଡିଆ ଛାତ୍ରଛାତ୍ରୀଙ୍କୁ ଭୁବନେଶ୍ୱର ବିମାନ ବନ୍ଦରରେ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ୟୁକ୍ରେନରୁ ଓଡିଶା ଫେରିଥିବା ଛାତ୍ରଛାତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ । ରାଜ୍ୟ ସରକାରଙ୍କ ସହାୟତାରେ ଆଜି ୟୁକ୍ରେନରୁ ଓଡିଶା ଫେରିଛନ୍ତି ୭୭ ଜଣ ଛାତ୍ରଛାତ୍ରୀ ।ଏହି ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ବିମାନ ବନ୍ଦରରେ…

ୟୁକ୍ରେନର ପଡ଼ୋଶୀ ରାଷ୍ଟ୍ରରୁ ସ୍ଵତନ୍ତ୍ର ବେସାମରିକ ବିମାନ ଯୋଗେ ଆଜି ଫେରିଲେ ୧୩ ଶହ ଭାରତୀୟ

ଭୁବନେଶ୍ୱର: ‘ଅପରେସନ ଗଙ୍ଗା’ ଅଧୀନରେ ୟୁକ୍ରେନରେ ଫସି ରହିଥିବା ଭାରତୀୟ ନାଗରିକମାନଙ୍କର ଉଦ୍ଧାର ପ୍ରକ୍ରିୟା ଜାରି ରହିଛି । ୟୁକ୍ରେନର ପଡ଼ୋଶୀ ରାଷ୍ଟ୍ରରୁ ୭ଟି ସ୍ଵତନ୍ତ୍ର ବେସାମରିକ ବିମାନ ଜରିଆରେ ଆଜି ୧୩୧୪ ଜଣ ଭାରତୀୟ ନାଗରିକ ସ୍ଵଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏଥିସହିତ,…

ଏମ୍‌ସ ଭୁବନେଶ୍ୱରରେ ବହୁପ୍ରତୀକ୍ଷିତ ରିମାଟୋଲୋଜି ସ୍ୱତନ୍ତ୍ର କ୍ଲିନିକ୍ ସେବା ଆରମ୍ଭ

ଭୁବନେଶ୍ୱର: ଆଣ୍ଠୁଗଣ୍ଠିବାତ ଓ ମାଂସପେଶୀଜନିତ ବିଭିନ୍ନ ରୋଗ ଏବଂ ଏସ୍‌ଏଲଇ ଓ ସ୍କ୍ଲ‌ରୋଡର୍ମା ଭଳି ନାନା ସମସ୍ୟାରେ କଷ୍ଟ ଭୋଗୁଥିବା ବ୍ୟକ୍ତିଙ୍କୁ ବିଶେଷ ଚିକିତ୍ସା ଯୋଗାଇଦେବା ଲକ୍ଷ୍ୟରେ ଏମ୍‌ସ ଭୁବନେଶ୍ୱରରେ ବହୁପ୍ରତୀକ୍ଷିତ ଆଣ୍ଠୁଗଣ୍ଠି ବାତ (ରିମାଟୋଲୋଜି) ସ୍ୱତନ୍ତ୍ର କ୍ଲିନିକ୍…

[ଭିଡିଓ] ବାଲୁକା କଳାରେ ଅନ୍ତର୍ଜାତୀୟ ମହିଳା ଦିବସର ଶୁଭେଚ୍ଛା ବାର୍ତ୍ତା ଦେଲେ ବାଲୁକା ଶିଳ୍ପୀ

ପୁରୀ : ଅନ୍ତର୍ଜାତୀୟ ମହିଳା ଦିବସରେ ଅବସରରେ ପୁରୀ ବେଳା ଭୂମିରେ ସୁନ୍ଦର ବାଲୁକା କଳା । ଆସନ୍ତା କାଲି ମାର୍ଚ୍ଚ ୮ ତାରିଖରେ ଦେଶ ପାଳିବ ଆନ୍ତର୍ଜାତୀୟ ମହିଳା ଦିବସ । ଏହି ଅବସରରେ ପୁରୀ ବେଳାଭୂମିରେ ସୁନ୍ଦର ବାଲୁକା କଳା ନିର୍ମାଣ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି  ବାଲୁକା ଶିଳ୍ପୀ ମାନସ…

ପର୍ସନାଲ ଲାଇଫକୁ ନେଇ ଚର୍ଚ୍ଚାରେ ହ୍ରିତିକ୍ , ଗର୍ଲଫ୍ରେଣ୍ଡ ସବାଙ୍କ ଗୀତ ଶୁଣି ହେଲେ ଫିଦା

ମୁମ୍ବାଇ : ହ୍ୟାଣ୍ଡ ସମ୍ ହଙ୍କ୍ ହ୍ରିତିକ ରୋଶନ ଏବେ ପର୍ସିନାଲ ଲାଇଫକୁ ନେଇ ବେଶ୍ ଚର୍ଚ୍ଚାରେ । ଶୁଣିବାକୁ ମିଳିଛି କୁଆଡେ ହ୍ରିତିକ୍ ଗାୟିକା ସବା ଆଜାଦଙ୍କୁ ଡେଟ୍ କରୁଛନ୍ତି ।ଉଭୟଙ୍କ ଫଟୋ ଏବେ ସୋସିଆଲ ମଡିଆେରେ ବେଶ୍ ଭାଇରାଲ ହେଉଛି । ସବା ଜଣେ ଫେମସ୍ ଗାୟିକା । ତାଙ୍କ ବଙ୍ଗାଳୀ ଗୀତ…