Latest Odisha News

BREAKING NEWS

Yearly Archives

2022

ଯୁଦ୍ଧ ବନ୍ଦ ପାଇଁ ୟୁକ୍ରେନ୍ ଆଗରେ ୪ଟି ସର୍ତ୍ତ ରଖିଲା ରୁଷ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ୧୩ ଦିନ ହେଲାଣି ରୁଷ୍-ୟୁକ୍ରେନ୍ ଭିତରେ ଘମାଘୋଟ ଯୁଦ୍ଧ ଚାଲିଛି । ୟୁକ୍ରେନର ବହୁ ସହରକୁ ଛାରଖାର କରି ଦେଲାଣି ପୁଟିନ୍ ସେନା । ଯୁଦ୍ଧ ବନ୍ଦ ପାଇଁ ଏବେ ୟୁକ୍ରେନ୍ ଆଗରେ ୪ଟି ସର୍ତ୍ତ ରଖିଛି ରୁଷ୍ । ସାମରିକ କାର୍ୟ୍ୟାନୁଷ୍ଠାନ ବନ୍ଦ କରିବାକୁ ୟୁକ୍ରେନକୁ କହିଛି…

ରାଜ୍ୟରେ ଶହେକୁ ଖସିଲାଣି ଦୈନିକ କରୋନା ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ଖସୁଛି କରୋନା କେସ । ଦୈନିକ ସଂକ୍ରମଣ ପାଖାପାଖି ଶହେକୁ ଖସିଲାଣି । ୨୪ ଘଣ୍ଟାରେ ୨୧ ଜିଲ୍ଲାରୁ ବାହାରିଛନ୍ତି ୧୦୮ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୬୨ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୪୬ । ୧୮ ବର୍ଷ ଭିତରେ ଆଉ ୧୬ ଜଣ ପଜିଟିଭ୍ ବାହାରିଛନ୍ତି ।…

କାଲି ଶ୍ରୀଜିଉଙ୍କର ବନକଲାଗି ନୀତି, ସନ୍ଧ୍ୟା ୫ରୁ ୮ଟା ଦର୍ଶନ ବନ୍ଦ

ପୁରୀ: ଆସନ୍ତାକାଲି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ । ଏଥିସହ ଶ୍ରୀମୁଖ ଶୃଙ୍ଗାର ହେବ । ବନକଲାଗି ନୀତି ପାଇଁ କାଲି ସଂଧ୍ୟା ୫ଟାରୁ ରାତି ୮ଟା ଯାଏ ଶ୍ରୀଜିଉଙ୍କର ଦର୍ଶନ ବନ୍ଦ ରହିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ରାତି ୮ଟାରେ…

ଏକଜିଟ୍ ପୋଲ୍: ୟୁପିରେ କ୍ଷମତା ବଜାର ରଖିବ ବିଜେପି, ପଞ୍ଜାବରେ ଆପ୍ ସରକାର

ନୂଆଦିଲ୍ଲୀ: ୫ ରାଜ୍ୟରେ କିଏ ଗଢ଼ିବ ସରକାର । ଭୋଟ୍ ସରିବା ପରେ ଏକଜିଟ୍ ପୋଲ୍ (ବୁଥ୍ ବାହୁଡ଼ା ମତ) ଆସିଛି । ଉତ୍ତରପ୍ରଦେଶରେ କ୍ଷମତା ବଜାୟ ରଖିବ ବିଜେପି । ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ବିଜେପି ପୁଣି ଥରେ ୟୁପି ଶାସନ ଗାଦି ଦଖଲ କରିବ । ବିଭିନ୍ନ ସଂସ୍ଥାର ଏକଜିଟ୍ ପୋଲିସ ବିଜେପି ଓ…

ପୁସ୍ତକ ପରିଚୟ : ତମେ କେମିତିକା ଜହ୍ନ

ତମେ କେମିତିକା ଜହ୍ନ କବୀ : ଅନୀତା ରାୟ ପ୍ରକାଶକ : ଏଥେନା ବୁକସ ଭୁବନେଶ୍ୱର- ୨ ପୃଷ୍ଠା : ୧୬୦ ମୂଲ୍ୟ : ୧୮୦ କବିତା କେବଳ ଭାବ ଓ ଆବେଗର ଛଳ ଛଳ ଧାରା ନୁହେଁ ବରଂ ଅନୁଭବ ଓ ଅନୁଭୂତିର ଏକ ପରିପକ୍ୱ ଚେତନାମୟ ଉପଲବ୍ଧି। କବିର କଲମରୁ କବିତାଟିଏ ଜନ୍ମନିଏ ସଂଘର୍ଷ , ବିଦ୍ରୋହ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୦୫  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଆଦି ପରମପୁରୁଷ ପରମାତ୍ମା ନିଜ ଯୋଗମାୟାଙ୍କୁ ଶକ୍ତି ସ୍ୱରୂପ ବା ପ୍ରକୃତି ସ୍ୱରୂପରେ ନିଜ ସତ୍ତାରେ ଧାରଣ କରି ଥିବାରୁ ସୃଷ୍ଟି ସର୍ଜନା କରିବା ପାଇଁ ସ୍ୱଇଚ୍ଛା…

ଭାଷା ଭାଗବତ : କଥା ଓ ଲେଖା ଭାଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୪୮  ପ୍ରଥମେ ଶବ୍ଦ ପ୍ରଚଳିତ ତାପରେ ହୁଏ କୋଷଗତ ଶବ୍ଦ ଗଠନ ସୂତ୍ର ଧରି କରିବା ଶବ୍ଦଂକୁ ତିଆରି ପୂର୍ବଗଠିତ ଶବ୍ଦ ଧରି ହୁଏନି ନୂଆ ଚିଂତା ଭରି ଶବ୍ଦକୋଷରୁ ମାତୃଭାଷା ଶିକ୍ଷଣ ହୁଏନି ସରସା…

ଧାରାବାହିକ ଉପନ୍ୟାସ : ଚୋରାବାଲି (୩୧ )

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୩୧  ଆପଣଙ୍କ କଥା ପଚାରୁଥିଲେ । ମା’ ଶୋଇଛନ୍ତି ବୋଲି କହିଲି ଯେ, ଶୁଣିଛନ୍ତି ନା' କେଜାଣି । ବହୁତ ତରବରରେ ଥିଲେ । ତାଙ୍କର ତ’ ଖାଲି ଫୋନ୍ ପରେ ଫୋନ୍‌..ସାଙ୍ଗେ ସାଙ୍ଗେ ପଳେଇଲେ । ଓଃ... ଲଞ୍ଚ ପାଇଁ କ'ଣ…

କବିତା : ମୁଁ ନାରୀ

ସାଧନା ପଣ୍ଡା ଅଭିଶାପ ଅବା ଆଶୀର୍ବାଦ ଇଏ ଜାଣି ତ' ନପାରେ ମୁହିଁ, କେବେବି ହୋଇନି ହେବି ବି' ତ ନାହିଁ ଅଇରୀ କାହାର ତହିଁ ।୧। ନାହିଁ ମୋ' ଶୋଚନା ତିଳେ ହେଲେ ଆଜି ତିଳ ତିଳ ଜଳି ବାକୁ, ଜଳୁ ଅଛି ଆଜି ସଳିତାର ସମ ଆଲୋକ ବିତରି ବାକୁ ।୨। ଅନେକ ବେଦନା କେତେ ତ ଯାତନା…

ସ୍ୱଳ୍ପ ଗଳ୍ପ : ଏକ ନାରୀ ଅଙ୍ଗବସ୍ତ୍ରର ଇତିହାସ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୧୧ କବିଗୁରୁ ରବୀନ୍ଦ୍ରନାଥଙ୍କ ଅଗ୍ରଜ ତଥା ଭାରତର ପ୍ରଥମ ଆଇ ସି ଏସ୍ ଅଫିସର୍ ସତ୍ୟେନ୍ଦ୍ର ନାଥ ଟାଗୋରଙ୍କ ପତ୍ନୀ ହେଉଛନ୍ତି ଜ୍ଞାନଦାନନ୍ଦିନୀ ଦେବୀ । ଏଠାରେ ଜ୍ଞାନଦାନନ୍ଦିନୀଙ୍କ ସମ୍ପର୍କରେ ସ୍ୱଳ୍ପ ଗଳ୍ପରେ ବଖାଣ କରିବା…