‘ପୁଅର ମୃତ୍ୟୁ ପାଇଁ ଦାୟୀ ରେଳବିଭାଗ, ଏବେ ୧୫ ହଜାର ଟଙ୍କା ଦେଇ ଉପହାସ କରୁଛି’
ଆଲିଗଡ଼: ଉତ୍ତର ପ୍ରଦେଶର ଆଲିଗଡ଼ରେ ଶୁକ୍ରବାର ଜଣେ ଯୁବକଙ୍କ ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଟ୍ରେନରେ ଯାତ୍ରୀ ଜଣଙ୍କ ବସିଥିବା ବେଳେ ଝରକା ଦେଇ ଏକ ଲୁହା ରଡ୍ ଆସି ପଶିଯାଇଥିଲା । ଏହାପରେ ସଂପୃକ୍ତ ଯାତ୍ରୀଙ୍କର ମୃତ୍ୟୁ ଘଟିଛି । ରେଳ ବିଭାଗର ଖାମଖିଆଲି ମନୋଭାବ ଯୋଗୁଁ ଏହି ଦୁର୍ଘଟଣା…