Latest Odisha News

BREAKING NEWS

Yearly Archives

2022

ନିର୍ମାଣଧୀନ କୋଠାରୁ ଖସିଲା ଲୁହା ସ୍ଲାବ, ୭ ଶ୍ରମିକଙ୍କ ମୃତ୍ୟୁ

ପୁଣେ: ନିର୍ମାଣଧୀନ କୋଠାରୁ ଖସିଲା ଲୁହା ସ୍ଲାବ । ଏଥିରେ ୭ ଜ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ର ପୁଣେର ୟେରଓ୍ୱାଡା ଥାନା ଅଞ୍ଚଳରେ ଏହି ଅଘଟଣ ଘଟିଛି । ଅନ୍ୟ ୩ ଜଣ ଗୁରୁତର ହୋଇଛନ୍ତି । ୟେରୱାଡାର ଶାସ୍ତ୍ରୀ ୱାଡିଆ ବଙ୍ଗଳା ନିକଟରେ ଗତକାଲି ବିଳମ୍ବିତ ରାତି ଯାଏ କାମ ଚାଲିଥିଲା ।…

କବିତା : ମୁଁ ଜାଣେ

ସ୍ଵର୍ଣ୍ଣଲତା ମହାପାତ୍ର  ମୁଁ ଜାଣେ ତୁମେ ଅସତ୍ୟ ମୁଁ ଜାଣେ ତୁମେ ଅଦୃଶ୍ୟ ମୁଁ ଜାଣେ ତୁମେ ସ୍ବପ୍ନ ... ମୁଁ ତୁମକୁ ନିଜଠୁ ବି ଅଧିକ ଜାଣେ ମୁଁ କିନ୍ତୁ ଦି ଘଡି ଜୀଁ ଯାଏ ତୁମ ମିଥ୍ୟାକୁ ନେଇ, ତୁମ ଅବାସ୍ତବତାକୁ ନେଇ, ତୁମ ନୈସର୍ଗିକ ପ୍ରେମର, ଅନୁଭବକୁ ନେଇ..…

ଭାଷା ଭାଗବତ : ଭଷାସକ୍ତ ଚିତ୍ତ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୧୬    ସର୍ବାଂଚଳୀୟ ବିଶ୍ବବାସୀ ଭାଷାରେ ରହିଛଂତି ମିଶି କାହାର କେଉଁପରି ମତି ଜାଣିବା ଭଳି ନାହିଁ ଶକ୍ତି ତେଣୁ ମୁଁ ନିଜ ଅନୁଯାୟୀ ଲେଖୁଛିଁ ଭାବନା ସଜାଇ ଯଦି ତା ନୁହେ ଉପାଦେୟ ସତରେ ମୁହିଁ ନିରୁପାୟ…

ଅବିକଳ ଅନ୍ତରଙ୍ଗ

ତପନ ମହାପାତ୍ରଙ୍କ ସ୍ମୃତିର ଫରୁଆରୁ.... ଯୋଜନା ଥିଲା ଗୋଟେ ବହି କରିବି । ଯେଉଁଥିରେ ଥିବ ଜନ୍ମ ବା ଜନ୍ମ ପୂର୍ବ କଥାଠାରୁ ଶହେ ବର୍ଷର ଜୀବନ । ଯାହା ବାସ୍ତବ ଜୀବନ ହେଉ ଅବା ସ୍ୱପ୍ନର ଜୀବନ ବା ଭାବନାର ଜୀବନ । ଥାଉ ଶୂନରୁ ଶହେର ଆକଳନ । ଏ କ୍ରମରେ ଲେଖିକାମାନଙ୍କୁ ଖୋଜି ସେମାନଙ୍କ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୭୩  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବା  । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ଶୂନ୍ୟ ସ୍ୱରୂପରେ ହେଉ ଅବା ବିଗ୍ରହ ସ୍ୱରୂପରେ ହେଉ ଯେଉଁ ଭାବରେ ଉପାସନା କଲେ ବି ସେ ସର୍ବଦା ଭକ୍ତର ଭାବରେ ହିଁ ବନ୍ଧା ଥାଆନ୍ତି  । ନିଜର ସ୍ୱତନ୍ତ୍ର…

ପ୍ରାଣୀ ଚିକିତ୍ସାଳୟରେ ଅଗ୍ନିକାଣ୍ଡ

ଖୋର୍ଦ୍ଧା: ଖୋର୍ଦ୍ଧା ବାଲୁଗାଁ ପ୍ରାଣୀ ଚିକିତ୍ସାଳୟ କେନ୍ଦ୍ରରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଛି । ଅଗ୍ନିକାଣ୍ଡ ଘଟିବାର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡ଼ି ନହିଁ । ସୂଚନାନୁସାରେ, ବାଲୁଗାଁ ପ୍ରାଣୀ ଚିକିତ୍ସାଳୟ କେନ୍ଦ୍ରରେ ଅଗ୍ନିକାଣ୍ଡ ଘଟିବା…

ଫିଲ୍ମ “ପୁଷ୍ପା” ସାଇଡ୍ ଇଫେକ୍ଟସ୍‌; ଚନ୍ଦନ କାଠ ତସ୍କରି ପାଇଁ ଗିରଫ ଟ୍ରକ୍ ଚାଳକ

ଭୁବନେଶ୍ୱର: ସାଉଥ୍ ଇଣ୍ଡିଆନ୍ ବ୍ଲକ୍‌ବଷ୍ଟର୍ ଫିଲ୍ମ ପୁଷ୍ପାକୁ ନକଲ କରି ଲାଲ୍ ଚନ୍ଦନ କାଠ ତସ୍କରି କରିବା ଜଣେ ଟ୍ରକ୍ ଚାଳକଙ୍କୁ ମହଙ୍ଗା ପଡିଛି । ତସ୍କରି ତ ଫେଲ୍ ମାରିଲା, ଓଲଟା ଟ୍ରକ୍ ଚାଳକ ଜଣକ ମଧ୍ୟ ଚନ୍ଦନ କାଠ ସମେତ ପୋଲିସ ହାତରେ ଧରାପଡିଲା । କ୍ୟାଚ୍ ନ୍ୟୁଜ୍ ରିପୋର୍ଟ…

ଆଉ ଶୁଣିବାକୁ ମିଳିବ ନାହିଁ ପ୍ରସିଦ୍ଧ ସମ୍ବଲପୁରୀ କଣ୍ଠଶିଳ୍ପୀ ବୃନ୍ଦାବନ ନାଏକଙ୍କ ସ୍ବର

ସୋନପୁର: ପଶ୍ଚିମ ଓଡିଶାର ପ୍ରସିଦ୍ଧ କଣ୍ଠଶିଳ୍ପୀ ବୃନ୍ଦାବନ ନାଏକଙ୍କ କଣ୍ଠରୁ ଆଉ ଶୁଣିବାକୁ ମିଳିବ ନାହିଁ ଉଜଲମତି ରାଧା ମାଇଁ ତ ପରି ହୃଦୟ ଛୁଆଁ ସମ୍ବଲପୁରୀ ସଂଗୀତ । ଆଜି ସୁବର୍ଣ୍ଣପୁର ସହରର ଘୋଡାଘାଟପଡା ବାସଭବନରେ ତାଙ୍କର ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ବୟସ…

ଚକା ସ୍ଲିପ୍ କରି ଘାଟିରୁ ଖସିଲା କାର୍, ୬ ମୃତ୍ୟୁ

ଶ୍ରୀନଗର: ଜମ୍ମୁ କଶ୍ମୀରର କିସ୍ତିୱାର ନାଗିନଗଡ଼ କେଶୱାନରେ ଘଟଇଛି ଅଭାବନୀୟ ଘଟଣା । ଚକା ସ୍ଲିପ କରି ଘାଟିରୁ କାର ଖସିପଡ଼ି ୬ ଜଣଙ୍କ ମୃତ୍ୟୁ ଘଟିଛି । କାରରେ ଥିବା ୨ ଭାଇଙ୍କର ମଧ୍ୟ ଘଟଣାସ୍ଥଳରେ ଜୀବନ ଚାଲିଯାଇଛି । ସୂଚନା ଅନୁସାରେ, ଏକ କାରରେ ୬ ଜଣ ଯୁବକ ଯାଉଥିଲେ । ଘଟି ରାସ୍ତାରେ…

ରଣଜୀ ଟ୍ରଫି ମେଗା ଟୁର୍ଣ୍ଣାମେଣ୍ଟ ୧୦ରୁ

ନୂଆଦିଲ୍ଲୀ: ରଣଜୀ ଟ୍ରଫି ପାଇଁ ବାଜିଛି ବିଗୁଲ୍ । ଫେବ୍ରୁଆରୀ ୧୦ରୁ ଆରମ୍ଭ ହେବ ବିସିସିଆଦ୍ୱାରା ଆୟୋଜିତ ଏହି ମେଗା ଘରୋଇ ଟୁର୍ଣ୍ଣାମେଣ୍ଟ । ୧୦ରୁ ୧୫ ତାରିଖ ପର୍ଯ୍ୟନ୍ତ ଦେଶର ବିଭିନ୍ନ ଭେନ୍ୟୁରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ । ଦୀର୍ଘଦିନ ପରେ ଓଡ଼ିଶା କ୍ରିକେଟ୍ ଆସୋସିଏସନକୁ ଏହି…