Latest Odisha News

BREAKING NEWS

Yearly Archives

2022

[ଭିଡିଓ] ମୁର୍ଖାମୀ ନା ଧର୍ମାନ୍ଧତା, QR କୋଡ୍ ପାଇଁ ଖୋଲା ଧମକ

ଭୁବନେଶ୍ୱର: ପାକିସ୍ତାନ କରାଚି ସହରର ଗୋଟିଏ ଭିଡିଓ ସମଗ୍ର ବିଶ୍ୱରେ ଆଲୋଡନ ସୃଷ୍ଟି କରିଛି । ପେପ୍‌ସି କମ୍ପାନୀର ଏକ ମୃଦୁ ପାନୀୟ ବୋତଲରେ ଥିବା କ୍ୟୁଆର୍ କୋଡ ପାଇଁ ମଝି ରାସ୍ତାରେ ହଙ୍ଗାମା । ଏପରିକି ପେପ୍‌ସି କମ୍ପାନୀର ଗାଡି ଜାଳିଦେବାକୁ ମଧ୍ୟ ଧମକ ଦିଆଯାଇଥିଲା । ତେବେ ଏହା ପଛର…

ପବ୍ଲିକ ଫାଇନାନ୍ସ ମ୍ୟାନେଜମେଣ୍ଟ ସିଷ୍ଟମ (PFMS)ରେ ଦେଶର ଶ୍ରେଷ୍ଠ ୬ ରାଜ୍ୟ ଭିତରେ ଓଡିଶା

ଭୁବନେଶ୍ୱର : ପବ୍ଲିକ ଫାଇନାନ୍ସ ମ୍ୟାନେଜମେଣ୍ଟ ସିଷ୍ଟମ 'PFMS'ରେ ଦେଶର ଶ୍ରେଷ୍ଠ ୬ ରାଜ୍ୟ ମଧ୍ୟରେ ଓଡିଶା ରହିଛି । ଉଭୟ କେନ୍ଦ୍ର ଏବଂ ରାଜ୍ୟ ବିଭିନ୍ନ ଯୋଜନାରେ ଆସୁଥିବା ଅନୁଦାନ ଅର୍ଥ ପରିଚାଳନା କିଭଳି ହେଉଛି ତାକୁ ନେଇ ପିଏଫଏମଏସ ପକ୍ଷରୁ କର୍ମଶାଳା ଆୟୋଜିତ ହୋଇଯାଇଛି । ଏନେଇ…

କିଶୋରମାନେ କୋଭାକ୍ସିନ ଟିକା ନେବା ପରେ ନିଅନ୍ତୁ ନାହିଁ କୌଣସି ପେନକିଲର

ନୂଆଦିଲ୍ଲୀ : କିଶୋରମାନେ କୋଭାକ୍ସିନ ଟିକା ନେବା ପରେ ନିଅନ୍ତୁ ନାହିଁ କୌଣସି ପେନ୍ କିଲର । ଏଭଳି ପରାମର୍ଶ ଦେଇଛି ଭାରତ ବାୟୋଟେକ । ୧୫ରୁ ୧୮ ବର୍ଷ ବୟସ୍କ ପିଲାମାନଙ୍କୁ ବର୍ତ୍ତମାନ କୋଭାକ୍ସିନ ଦିଆଯାଉଛି । ହେଲେ ଅନେକ ଟିକାଦାନ କେନ୍ଦ୍ର ପକ୍ଷରୁ ପାରାସିଟାମଲ ୫୦୦ ମିଲିଗ୍ରାମ ଟାବଲେଟ…

ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧସେଇ ପଶିଲେ ବିଜେପି କର୍ମୀ

ଭଦ୍ରକ : ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ନେତି ଉଗ୍ର ହୋଇଛି ବିଜେପି । ସଂରକ୍ଷଣ ବ୍ୟବସ୍ଥାକୁ ନେଇ ରାଜ୍ୟରେ ଅସନ୍ତୋଷ ପ୍ରକାଶ ପାଉଥିବା ବେଳେ, ଆଜି ଭଦକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧସେଇ ପଶିଛନ୍ତି ବିଜେପି କର୍ମୀ । ଜୋର ଜବରଦସ୍ତ…

ହିନ୍ଦୀ ଗୀତରେ ମତୁଆଲା ପାକିସ୍ତାନୀ ସାଂସଦ

ନୂଆଦିଲ୍ଲୀ: ୨୦୨୧ ମସିହା ନଭେମ୍ବର ୫ ତାରିଖରେ ରିଲିଜ୍ ହୋଇଥିବା ସୂର୍ଯ୍ୟବଂଶୀ ବକ୍ସ ଅଫିସରେ ଧମାଲ କରିଥିଲା । ଏହି ଫିଲ୍ମରେ ଅକ୍ଷୟ କୁମାର ଓ କ୍ୟାଟ୍ରିନା କୈଫଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଥିଲା । ଏହା ସହିତ ଫିଲ୍ମରେ ଥିବା ‘ମୋହରା’ ଫିଲ୍ମର ରିମେକ୍ ଗୀତ ‘ଟିପ୍ ଟିପ୍ ବର୍ଷା…

ଦେଶରେ ଗମ୍ଭୀର ହେଉଛି କୋଭିଡ୍‌ ସ୍ଥିତି; ଏଭଳି ସ୍ଥିିତିରେ ମତଦାନ ସମ୍ଭବ ନୁହେଁ; ଭି.କେ ପଲ

ନୂଆଦିଲ୍ଲୀ: ନୀତି ଆୟୋଗ ସଦସ୍ୟ ତଥା ଭାରତର କୋଭିଡ ଟାସ୍କ ଫୋର୍ସର ମୁଖ୍ୟ ଭି.କେ ପଲ ନିର୍ବାଚନ ଆୟୋଗଙ୍କୁ କହିଛନ୍ତି ଯେ ଦେଶରେ ବର୍ତ୍ତମାନର କୋଭିଡ ପରିସ୍ଥିତି ଗମ୍ଭୀର ହେବାରେ ଲାଗିଛି। ବଡ଼ ସମାବେଶ ତଥା ରୋଡ ସୋ ପାଇଁ ଏଭଳି ପରିସ୍ଥିତି ସମ୍ଭବ ନୁହେଁ। ସେ କହିଛନ୍ତି ଯେ ଏଭଳି…

ପ୍ରଭୁ ଗଣେଶଙ୍କ ଭକ୍ତ “ମନି ହାଇଷ୍ଟ” ଅଭିନେତ୍ରୀ ଏଷ୍ଟର୍ ଆସେବା

ଭୁବନେଶ୍ୱର: ବିଦେଶୀ ଅଭିନେତ୍ରୀ ଏଷ୍ଟର୍ ଆସେବା । ନେଟ୍‌ଫ୍ଲିକ୍ସରେ ପ୍ରସାରିତ ବହୁଚର୍ଚ୍ଚିତ ୱେବ୍ ସିରିଜ୍ ମନି ହାଇଷ୍ଟରେ ସେ ମୋନିକା କିର୍ଦାରରେ ନଜର ଆସିଥିଲେ । ନିକଟରେ ଏହି ଅଭିନେତ୍ରୀଙ୍କର ଏକ ଫଟୋ ସୋସିଆଲ୍ ମିଡିଆରେ ଖୁବ ଭାଇରାଲ୍ ହୋଇଛି । ଖାସ କରି ଏହି ଫଟୋକୁ ନେଇ ଅଧିକାଂଶ…

କ୍ୟାପିଟାଲ ହସ୍ପିଟାଲରେ କରୋନା, ଜଣେ ଡ଼ାକ୍ତରଙ୍କ ସହ ୨ଜଣ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଏବେ କରୋନା ଉପରମୁହାଁ ହୋଇଛି । ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ପଶିଲା କରୋନା । ଜଣେ ଡ଼ାକ୍ତରଙ୍କ ସହ ୨ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ଅନ୍ୟ ଦୁଇଜଣଙ୍କ ମଧ୍ୟରେ ଜଣେ ମ୍ୟାନେଜର ଓ ଅନ୍ୟ ଜଣେ ଫାର୍ମାସିଷ୍ଟ । ସମସ୍ତଙ୍କୁ ସଙ୍ଗରୋଧରେ…

ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରି ଦେଶବ୍ୟାପି ମହାମୃତ୍ୟୁଞ୍ଜୟ ମନ୍ତ୍ରପାଠର ଶୁଭାରମ୍ଭ କଲେ ବୈଜୟନ୍ତ ପଣ୍ଡା

ଭୁବନେଶ୍ବର / ନୂଆଦିଲ୍ଲୀ: ଗତ କାଲି ପଞ୍ଜାବ ଗସ୍ତରେ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କର ସୁରକ୍ଷା ବ୍ୟବସ୍ଥାରେ ଦେଖାଯାଇଥିବା ବ୍ୟାପକ ତ୍ରୂଟି ଓ ତାଙ୍କ ଜୀବନ ପ୍ରତି ସୃଷ୍ଟି ହୋଇଥିବା ବିପଦ ପ୍ରସଙ୍ଗରେ ତାଙ୍କର ଦୀର୍ଘାୟୁ କାମନା କରି ଆଜି ବିଜେପି ତରଫରୁ ଦେଶବ୍ୟାପି…

୧୦ ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆଶଙ୍କା

ଭୁବନେଶ୍ୱର: ପୁଣି ହେବ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ସମ୍ଭାବନା । ଆସନ୍ତା ୧୦ରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆଶଙ୍କା । ପଶ୍ଚିମ ଓଡିଶାର ପ୍ରାୟ ସବୁ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଆଶଙ୍କା ରହିଛି । ୧୦ ପରେ ବର୍ଷାର ପରିମାଣ ବଢିବା ନେଇ ଆକଳନ…