Latest Odisha News

BREAKING NEWS

Yearly Archives

2022

ପ୍ରତିଷ୍ଠା ଦିବସ ପାଇଁ ଝଲସୁଛି ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌

ଭୁବନେଶ୍ବର : ଉତ୍କଳ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠା ଦିବସ ରବିବାର ପାଳିତ ହେବ। କ୍ୟାମ୍ପସ୍‌ ପରିସରକୁ ସଫେଇ କରାଯିବା ସହ ରଙ୍ଗବେରଙ୍ଗ ଆଲୋକମାଳାରେ ସଜାଯାଇଛି । ଉତ୍କଳ ବିଶ୍ବବିଦ୍ୟାଳୟ ୮୦ତମ ପ୍ରତିଷ୍ଠା ଦିବସ ପାଳନ କରୁଥିବାରୁ ଏହା କିଭଳି ଅଧିକ ଆକର୍ଷଣୀୟ ହେବ ସେଥିପ୍ରତି ଗୁରୁତ୍ବ…

ଛୋଟ ଅପରାଧ କରି ଜେଲରେ ଫସିଥିବା ବ୍ୟକ୍ତିଙ୍କ ପାଇଁ ଚିନ୍ତା କରିବାକୁ ଆହ୍ୱାନ କଲେ ମହାମହିମ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାର ଦିନ ସମ୍ବିଧାନ ପ୍ରତିଷ୍ଠା ଦିବସ ଅବସରରେ ଯୋଗ ଦେଇ ନିଜର ଅଭିଭାଷଣ ରଖିଛନ୍ତି। ଯେଉଁଥିରେ ଜେଲରେ ଥିବା ବନ୍ଦୀଙ୍କ ଅଧିକାର ବାବଦରେ ଗୁରୁତ୍ୱ ଦେଇଛନ୍ତି। ଛୋଟ ମୋଟ ଅପରାଧ କରି ଅନେକ ଏବେ ଜେଲରେ ରହିଛନ୍ତି। ସେମାନେ କିନ୍ତୁ ଆଇନକୁ…

ପଦ୍ମପୁରରେ ‘ପଦ୍ମ ପାର୍ଟିର’ ପାଓ୍ୱାର ଶୋ’

ପଦ୍ମପୁର: ବରଗଡ ଜିଲ୍ଲା ପଦ୍ମପୁର ଉପନିର୍ବାଚନ ପାଇଁ ଆଉ ଅଳ୍ପ ଦିନପରେ ଭୋଟ୍ ପଡ଼ିବ। ଏହା ପୂର୍ବରୁ ସମସ୍ତ ଦଳ ଭୋଟ୍ ଗୁଟାଇବାରେ ବ୍ୟସ୍ତ। ପ୍ରଚାର ପାଖେଇ ଆସୁଥିବାରୁ ଆଜିଠାରୁ କହିବାକୁ ଗଲେ ଦଳର ହେବିଓ୍ୱେଟ୍ ନେତାମାନେ ପ୍ରଚାରକୁ ଓହ୍ଲାଇଛନ୍ତି। ଆଜି ପଦ୍ମପୁରରେ ପଦ୍ମ ଦଳର ହେବିଓ୍ବେଟ୍…

ନାସା ଜାରୀ କଲା ବ୍ଲାକ ହୋଲର ରହସ୍ୟମୟ ଶବ୍ଦ

ୱାଶିଂଟନ: ନାସା ବ୍ଲାକ ହୋଲର ରହସ୍ୟମୟ ଶବ୍ଦର ଭିଡିଓ ଜାରୀ କରିଛି । ଏ ପର୍ଯ୍ୟନ୍ତ ଏହି ଶବ୍ଦକୁ ସାଧାରଣ ଲୋକଙ୍କ ପାଖରେ ପଂହଚି ପାରି ନ ଥିଲା । ନାସା ବୈଜ୍ଞାନିକମାନେ ଅତ୍ୟାଧୁନିକ ସୋନିଫିକେଶନ ବ୍ୟବହାର କରି ଏହି ଶବ୍ଦକୁ ରେକର୍ଡିଂ କରିଥିଲେ । ଭି ୪୦୪ ସାଇଜିନର ସୋନିଫିକେଶନ ଏକ୍ସରେ…

ଡେପୁଟି ନିର୍ବାଚନ କମିଶନର ଭାବେ ନିଯୁକ୍ତ ହେଲେ ଓଡ଼ିଶାର ମନୋଜ କୁମାର ସାହୁ

ନୂଆଦିଲ୍ଲୀ: ବରିଷ୍ଠ ଆଇଏଏସ ଅଧିକାରୀ ମନୋଜ କୁମାର ସାହୁ ହୋଇଛନ୍ତି ଡେପୁଟି ନିର୍ବାଚନ କମିଶନର। ମନୋଜ ସାହୁ ଏବେ କେନ୍ଦ୍ରରେ ନିଯୁକ୍ତ ରହିଛନ୍ତି। ଶନିବାର ତାଙ୍କର ନୂଆ ନିଯୁକ୍ତି ବାବଦରେ ସୂଚନା ମିଳିଛି। ଡିସେମ୍ବର ୧୬, ୨୦୨୩ ପର୍ଯ୍ୟନ୍ତ ତାଙ୍କୁ ଏହି ପଦରେ ନିଯୁକ୍ତ କରାଯାଇଛି।…

ହକି ସିରିଜ: ରୋମାଂଚକ ମୁକାବିଲାରେ ଅଷ୍ଟ୍ରେଲିଆଠାରୁ ହାରିଲା ଭାରତ

ଆଡିଲେଡ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ହକି ଟେଷ୍ଟ ସିରିଜ ଆରମ୍ଭ ହୋଇଯାଇଛି । ରୋମାଂଚକ ପ୍ରଥମ ମ୍ୟାଚରେ ଭାରତ ୪-୫ ଗୋଲରେ ଅଷ୍ଟ୍ରେଲିଆଠାରୁ ହାରି ଯାଇଛି । ବିଜୟ ସହ ଆୟୋଜକ ଟିମ ୧-୦ର ଅଗ୍ରଣୀ ହାସଲ କରିଛି । ଭାରତ ପକ୍ଷରୁ ଆକାଶଦୀପ ସିଂ ହ୍ୟାଟ୍ରିକ ଗୋଲ ସ୍କୋର କରିଥିଲେ…

ପଦ୍ମପୁର ପାଇକମାଳରେ ତିନି ଜଣଙ୍କୁ ଟାଙ୍ଗିଆରେ ଆକ୍ରମଣ

ପଦ୍ମପୁର: ବରଗଡ ଜିଲ୍ଲା ପଦ୍ମପୁର ପାଇକମାଳରେ ହିଂସା। ଟାଙ୍ଗିଆ ଚୋଟରେ ଆହତ ହୋଇଛନ୍ତି ତିନି ଜଣ। ଆକ୍ରମଣର ଶିକାର ହେବା ପରେ ତିନି ଜଣ ଲହୁ ଲୁହାଣ ହୋଇ ସ୍ଥାନୀୟ ପାଇକମାଳ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏହି ତିନି ଜଣ ହେଲେ ପାଇକମାଲ୍ ଢେଙ୍କିମୁଣ୍ଡା ଗ୍ରାମ ଚୁହୁରୀପଡାର ଅନିରୁଦ୍ଧ…

ରାଜଧାନୀରେ ପଦ୍ମପୁରର ତାତି: ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲେ ବିଜେଡି-ବିଜେପି

ଭୁବନେଶ୍ୱର: ବରଗଡ ଜିଲ୍ଲା ପଦ୍ମପୁରରେ ଗୋଟିଏ ପଟେ ନିର୍ବାଚନ ପ୍ରଚାର ଜୋରଦାର ଚାଲିଛି ଅନ୍ୟପଟେ ରାଜଧାନୀରେ ବିଜେଡି ଓ ବିଜେପି ନେତା ପରସ୍ପର ବିରୋଧରେ ସଙ୍ଗୀନ ଅଭିଯୋଗ ଆଣି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଅଫିସ ଦୌଡିବା ଜୋରଦାର କରିଛନ୍ତି। ଭୋଟ୍ ବିକଳରେ ପଦ୍ମପୁରରେ ବିଜେପି ହିଂସା…

ତ୍ରିଫଳାର ଉପଯୋଗୀ ନେଇ ବ୍ଲଡ କ୍ୟାନ୍ସର ରୋଗୀଙ୍କ ଉପରେ ଏମ୍ସର ଗବେଷଣା

ନୂଆଦିଲ୍ଲୀ: କ୍ୟାନ୍ସର ରୋଗକୁ ଭଲ କରିବାରେ ରାମବାଣ ଉପାୟ ହେବ କି ତ୍ରିଫଳା । ଆୟୁର୍ବେଦିକ ଓ ଏଲୋପ୍ୟାଥୀ ଲଢ଼େଇରେ ବାଜି ମାରିବ ତ୍ରିଫଳା । କ୍ୟାନସର ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବହାର କରାଯାଉଥିବା କେମୋଥେରାପୀ ଏବଂ ମେଡିସିନ ବ୍ୟବହାରରେ ଅନେକ ପାଶ୍ୱର୍୍ୟ ପ୍ରତିକ୍ରିୟା ସୃଷ୍ଟି ହୋଇଥାଏ…

କେନ୍ଦୁପତ୍ର ତୋଳାଳିଙ୍କ ପାଇଁ କାହାର ଦରଦ କେତେ?

ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ ବେଳେ କେନ୍ଦୁପତ୍ର ତୋଳାଳିଙ୍କ ସମସ୍ୟା ମଧ୍ୟ ଗୋଟିଏ ପ୍ରସଙ୍ଗ ରହିଛି। ଏହାକୁ ନେଇ ବିଜେପିର ବିଧାୟକ ପ୍ରାର୍ଥୀ ପ୍ରଦୀପ ପୁରୋହିତ ନିର୍ବାଚନୀ ପ୍ରସଙ୍ଗ କରି ଶାସକ ଦଳର ନେତାଙ୍କୁ ଘେରୁଛନ୍ତି। ଏହି ସମୟରେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ…