Latest Odisha News

BREAKING NEWS

Yearly Archives

2022

ଆଉ ଦିନକ ପରେ ଭାରତ – ନ୍ୟୁଜିଲ୍ୟାଣ୍ଡ ଟି-20 ସିରିଜ୍

ୱେଲିଙ୍ଗଟନ:  ଆଉ ଦିନକ ପରେ  ୧୮ ତାରିଖରୁ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ପ୍ରଥମ  ଟି-୨୦ ମ୍ୟାଚ୍ ।  ଟି-20 ବିଶ୍ବକପରେ ନିଉଜିଲ୍ୟାଣ୍ଡ ପାକିସ୍ତାନଠାରୁ ହାରିଥିବା ବେଳେ ଭାରତ ଇଂଲଣ୍ଡଠାରୁ ହାରିଥିଲା । ଏବେ ଦୁଇ ସେମିଫାଇନାଲ ଦଳ ପୁଣି ମୁହାଁମୁହିଁ ହେବେ ।…

ଏଲଏସିରେ ଚୀନକୁ ଭାରତ ଦେବ ମୁହଁ ତୋଡ ଜବାବ

ନୂଆଦିଲ୍ଲୀ:  ପୂର୍ବ ଲଦାଖ ସୀମାରେ ଚୀନକୁ ଟକ୍କର ଦେବାକୁ ଭାରତ ଏବେ ନୂଆ ରଣନୀତି ପ୍ରସ୍ତୁତ କରିଛି ।  ବର୍ତ୍ତମାନ ପର୍ଯ୍ୟନ୍ତ ଏଲଏସି ଉପରେ ଚୀନ୍ ସେନା ଦ୍ୱାରା ନିର୍ମାଣ କାର୍ଯ୍ୟ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏହାକୁ ନେଇ ଦେଶରେ ମଧ୍ୟ ଆଲୋଚନା ହେଉଥିଲା । ଏବେ ଭାରତୀୟ ସେନା ମଧ୍ୟ…

ସଂଜୟ ଦାସବର୍ମାଙ୍କ ପଛରେ ଷଡ଼ଯନ୍ତ୍ର କରୁଛି କିଏ?

ଭୁବନେଶ୍ବର:‘‘କିଛି ବ୍ୟକ୍ତିମାନେ ଷଡ଼ଯନ୍ତ୍ର ଆରମ୍ଭ କରିଛନ୍ତି ଭୁବନେଶ୍ବରରୁ । ସେ ଷଡ଼ଯନ୍ତ୍ର ଭୁବନେଶ୍ବରରୁ ଆରମ୍ଭ ହୋଇ ପୁରୀଠାରେ ପହଁଚି ବାସୁଦେଇପୁରବାଟେ ଦେଇ ଏଗାର ପଂଚାୟତରେ ପଶିବାକୁ ଚେଷ୍ଟା କରୁଛନ୍ତି, ତାଙ୍କୁ ଜବାବ ଦେବା କି ନାହିଁ ? ଏହା ହେଉଛି ବିଜେଡିର ବରିଷ୍ଠ ନେତା ତଥା…

କାହା ସ୍ୱାର୍ଥରେ କଟକ ଆଗ୍ରାଭେଟ କମ୍ପାନୀଙ୍କୁ ରାଜ୍ୟ ସରକାର ୨୫ ଏକର ଜମି ଦେଲେ?

ଭୁବନେଶ୍ୱର: କଟକ ଜିଲ୍ଳା ବାଙ୍କି ତହସିଲର ବାଁରା ଗ୍ରାମ ନିକଟବର୍ତୀ ଅଂଳଚରେ ୨୫.୬୦୦ ଏକର ଜମି ରାଜ୍ୟ ସରକାର ୨୦୨୧ ମସିହା ସେପ୍ଟେମ୍ବର ମାସ ୧୩ ତାରିଖ ଦିନ ପଞ୍ଜାବର ଶ୍ରୀଯୁକ୍ତ ସିଙ୍ଗଲା ନାମକ ଜୈନିକ ବ୍ୟବସାୟୀଙ୍କ କଟକ ଆଗ୍ରାଭେଟ ନାମକ କମ୍ପାନୀକୁ ୬୭ଲକ୍ଷ ୨୧ ହଜାର ୨ଶହ ୨ଟଙ୍କାରେ ୯୦…

‘କ୍ଷମତାକୁ ଫେରିଲେ କେନ୍ଦୁଝରରେ କାରଖାନା ପ୍ରତିଷ୍ଠା ନିଶ୍ଚିତ’

କେନ୍ଦୁଝର:  ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ଓଡ଼ିଶା ରାଜକୋଷକୁ ସବୁଠାରୁ ଅଧିକ ଅର୍ଥ ପ୍ରଦାନ କରୁଛି । କେବଳ ଖଣି ଏବଂ ଖଣିଜଜାତ ଦ୍ରବ୍ୟରୁ ସିଧାସଳଖ ଭାବରେ ବାର୍ଷିକ ୪୫ ହଜାର କୋଟି ଟଙ୍କାରୁ ଅଧିକ ଆୟ କରୁଛନ୍ତି । ତତ୍‌ସହିତ ଜିଲ୍ଲା ଖଣିଜ ବିକାଶ ଫଣ୍ଡରେ ପାଖାପାଖି ୧୮ ହଜାର…

ସରକାର ମରୁଡି କ୍ଷୟକ୍ଷତି ରିପୋର୍ଟ ଘୋଷଣା କରିନାହାନ୍ତି, କାହାକୁ କେତେ ଟଙ୍କା ମିଳିବ?

ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନ ବେଳେ ଚାଷୀଙ୍କ ପ୍ରସଙ୍ଗ ରୋଚକ ହୋଇଛି। ଫସଲ ବୀମାକୁ ନେଇ ଦୁଇ ଦଳ ବିଜେଡି-ବିଜେପି ମୁହାଁମୁହିଁ ହୋଇଥିବା ବେଳେ ରାଜ୍ୟ ସରକାର ଇନପୁଟ ସବସିଡି ଘୋଷଣା କରିଛନ୍ତି। ଏଥିପାଇଁ ନିଜ ତହବିଲରୁ ୨୦୦ କୋଟି ଖର୍ଚ୍ଚ କରିବେ ରାଜ୍ୟ ସରକାର। ହେଲେ ଏହାକୁ ନେଇ…

ଗୁଜରାଟ ନିର୍ବାଚନ ପ୍ରଚାରକୁ ଯିବେନି ରାହୁଲ ଗାନ୍ଧୀ?

ଅହମଦାବାଦ: ୨୦୧୭ ରେ ଗୁଜୁରାଟ ନିର୍ବାଚନରେ ​​କଂଗ୍ରେସର ଅନ୍ୟତମ ଶୀର୍ଷ ନେତା ରାହୁଲ ଗାନ୍ଧୀ ହିନ୍ଦୁତ୍ୱକୁ ଅସ୍ତ୍ର ଭାବରେ ବ୍ୟବହାର କରି ବିଜେପି ବିରୋଧରେ ନିର୍ବାଚନ ମୈଦାନକୁ ଓହ୍ଲାଇଥିଲେ। ସ୍ଥିତି ମଧ୍ୟ ଏପରି ହୋଇଥିଲା ଯେ ନିର୍ବାଚନରେ ​​ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶେଷ…

ଟ୍ରେନରେ କ୍ୟାଟରିଙ୍ଗ ସେବାରେ ଉନ୍ନତି ଆଣିବା ପାଇଁ ନୂଆ ପ୍ରୟାସ

ନୂଆଦିଲ୍ଲୀ: ଟ୍ରେନରେ କ୍ୟାଟରିଙ୍ଗ ସେବାରେ ଉନ୍ନତି ଆଣିବା ପାଇଁ ଏକ ପଦକ୍ଷେପ ଭାବରେ ମେନୁକୁ ଅନ୍ତର୍ଭୁକ୍ତ ଓ ମୂଲ୍ୟାୟନ କରିବା ପାଇଁ ଆଇଆରସିଟିସିରେ ନମନୀୟତା ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହା ଦ୍ଵାରା ସ୍ଥାନୀୟ ଅଞ୍ଚଳର ରୋଷେଇ ପ୍ରଣାଳୀ, ଋତୁକାଳୀନ ସୁସ୍ଵାଦ ଖାଦ୍ଯ, ପର୍ବ…

ଜେଏସ୍‌ଡବ୍ଲୁ ଜନଶୁଣାଣି ସଫଳ: ନୂଆଗାଁ ଖଣି ସଂପ୍ରସାରଣକୁ ସ୍ଥାନୀୟ ବାସିନ୍ଦାଙ୍କ ସମର୍ଥନ

ବଡ଼ବିଲ : ନୂଆଗାଁ ଲୁହାପଥର ଖଣିର କ୍ଷମତା ସଂପ୍ରସାରଣ ନିମନ୍ତେ ପରିବେଶ ମଞ୍ଜୁରୀ ପାଇଁ ଆୟୋଜିତ ଜନଶୁଣାଣି କାର୍ଯ୍ୟକ୍ରମରେ ନୂଆଗାଁ ଖଣିର ନିକଟବର୍ତ୍ତୀ ଗାଁ ଗୁଡିକର ଗ୍ରାମବାସୀମାନେ ସର୍ବସମ୍ମତିକ୍ରମେ ଜେଏସ୍‌ଡବ୍ଲୁ ଷ୍ଟିଲ୍‌କୁ ସମର୍ଥନ କରିଛନ୍ତି । ଜେଏସ୍‌ଡବ୍ଲୁ ଷ୍ଟିଲ୍‌ ଏହାର…

ହ୍ୱାଟସଆପ ଓ ଫେସବୁକର ଦୁଇ ବଡ ଅଧିକାରୀ ଦେଲେ ଇସ୍ତଫା

ନୂଆଦିଲ୍ଲୀ: ହ୍ବାଟସଆପ ଇଣ୍ଡିଆର ମୁଖ୍ୟ ଅଭିଜିତ୍ ବୋଷ ଆଜି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେହିପରି ଭାରତରେ ଫେସବୁକରେ ପ୍ରମୁଖ ଅଧିକାରୀ ରାଜୀବ ଅଗ୍ରୱାଲ ମଧ୍ୟ କମ୍ପାନୀ ଛାଡିଛନ୍ତି। ଅଭିଜିତ ବୋଷ ୨୦୧୮ରେ ଏହି ପଦବୀରେ ନିଯୁକ୍ତ ହୋଇଥିଲେ। ସେ ଭାରତରେ ହ୍ୱାଟସଆପର ପ୍ରଚାର, ପ୍ରସାର ଏବଂ…