Latest Odisha News

BREAKING NEWS

Yearly Archives

2022

କରନ୍ତୁ ଏଲଆଇସିର ଏହି ବୀମା , ପାଆନ୍ତୁ ମାସିକ ୩୬ ହଜାର ଟଙ୍କା

ପ୍ରାଇଭେଟ ଚାକିରି । ପେନସନ୍ ନାହିଁ । ସେଥିପାଇଁ ଚିନ୍ତା କରୁଛନ୍ତି କି ? ଆପଣଙ୍କର ଏହି ଚିନ୍ତା ଦୂର କରିଦେବ ଏଲଆଇସି । ଏଲଆଇସି ଆଣିଥିବା ଏହି ପଲିସି କଲେ ଆପଣ ମାସକୁ ପାଇ ପାରିବେ ୩୬ ହଜାର ଟଙ୍କା । ତେବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ କ’ଣ ଏଇ ପଲିସି ? କେତେ ଟଙ୍କା ଏଥିପାଇଁ ଇନଭେଷ୍ଟ…

ନେତାଜୀ ଜୟନ୍ତୀ ଜାତୀୟ ଛୁଟି ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀକୁ ଜାତୀୟ ଛୁଟି ଭାବେ ଘୋଷଣା କରିବାକୁ ନେଇ ଦାୟର ମାମଲାକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଏହାସହିତ ସେଦିନ ପରାକ୍ରମ ଦିବସ ବି ପାଳନ କରାଯିବନି ବୋଲି କହିଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟ କହିଛନ୍ତି, କୌଣସି ଦିବସକୁ ଜାତୀୟ…

ଚିଟଫଣ୍ଡ ମାମଲା; ଆମିକସକ୍ୟୁରୀ ନିଯୁକ୍ତ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଚିଟଫଣ୍ଡ ଠକେଇ ମାମଲାରେ ବରିଷ୍ଠ ଆଇନଜୀବୀ ଗୌରବ ଅଗ୍ରଓ୍ୱାଲଙ୍କୁ ଆମିକସକ୍ୟୁରୀ ଭାବେ ନିଯୁକ୍ତ କଲେ ସୁପ୍ରିମକୋର୍ଟ । ଆଜି ଚିଟଫଣ୍ଡ ଠକେଇ ନେଇ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା । ସିବିଆଇ ସତ୍ୟପାଠ ଦାଖଲ ପାଇଁ ସମୟ ମାଗିଛି । ତେଣୁ ସୁପ୍ରିମକୋର୍ଟ ୨୫ ତାରିଖରେ ସତ୍ୟପାଠ…

ଉଚ୍ଛେଦ ହୋଇପାରିବନି ଆରଏମସି ପରିବା ମାର୍କେଟ: ବ୍ୟବସାୟୀ

ଯାଜପୁର : କିଆନାଳୀ ଛକ ଆର ଏମ ସି  ପରିବା ମାର୍କେଟ ଉଚ୍ଛେଦକୁ ନେଇ  ବିରୋଧ କଲେ ବ୍ୟବସାୟୀ । ପୂର୍ବରୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ ନୋଟିସ ଦିଆଯାଇଥିଲା  ।  ଆଜି ମାଜିଷ୍ଟ୍ରେଟଙ୍କ ଉପସ୍ଥିତି ରେ ଉଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଶାସନ ପକ୍ଷରୁ ଉଚ୍ଛେଦ ପାଇଁ ଆସିଥିବା ବେଳେ ଏହାକୁ ବିରୋଧ…

ନାମାଙ୍କନ ଦାଖଲ ନକରି ଫେରିଲେ ପ୍ରଦୀପ ପୁରୋହିତ

ପଦ୍ମପୁର: ବରଗଡ଼ ଜିଲ୍ଲାର ପଦ୍ମପୁର ଆସନ ପାଇଁ ଉପନିର୍ବାଚନ ଲାଗି ନାମାଙ୍କନ ଦାଖଲ କଲେନି ପ୍ରଦୀପ ପୁରୋହିତ । ବିଜେପିରୁ ପ୍ରାର୍ଥୀ ଭାବେ ତାଙ୍କ ନାଁ ଘୋଷଣା କରାଯାଇଥିଲା । ପୂର୍ବରୁ କାର୍ଯ୍ୟକ୍ରମ ସ୍ଥିର ହୋଇଥିଲେ ସୁଦ୍ଧା ଆଜି ନାମାଙ୍କନ ଦାଖଲ ନକରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ସେ…

ଟ୍ଵିଟରରୁ ୪୪୦୦ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ଛଟେଇ କଲେ ଏଲନମସ୍କ

ନୂଆଦିଲ୍ଲୀ: ଏଲନ ମସ୍କ ନେଲେ ନୂଆ ପଦକ୍ଷେପ । ଟ୍ଵିଟରର ୫୦ ପ୍ରତିଶତ କର୍ମଚାରୀଙ୍କୁ ବାହାର କରିବା ପରେ ଏବେ କଣ୍ଟ୍ରାକ୍ଟ ହିସାବରେ ଥିବା ୪୪୦୦ ଲୋକଙ୍କୁ ଚାକିରୀରୁ ଛଟେଇ କରିଛନ୍ତି। ଟ୍ଵିଟର ଏବଂ ଅନ୍ୟ ବଡ ସାମାଜିକ ଗଣମାଧ୍ୟମ ମଞ୍ଚରେ ଘୃଣା ସୃଷ୍ଟି କରୁଥିବା ସାମଗ୍ରୀ ଉପରେ ନଜର ରଖିବା…

ସାଜିଦଙ୍କ ଅଡୁଆ ବଢ଼ିଲା, ସାଂଘାତିକ ଅଭିଯୋଗ ଆଣିଲେ ପ୍ରିୟା

ମୁମ୍ବାଇ: ନିର୍ଦ୍ଦେଶକ ସାଜିଦ ଖାଁଙ୍କ ଅଡୁଆ କମିବାର ନାମ ଧରୁନି । ଜଣଙ୍କ ପରେ ଜଣେ ମଡେଲ କିମ୍ବା ଅଭିନେତ୍ରୀ ତାଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିବାରେ ଲାଗିଛନ୍ତି । ସୋମବାର ଦକ୍ଷିଣ ଭାରତ ଅଭିନେତ୍ରୀ ତଥା ମଡେଲ ଶୀଲା ପ୍ରିୟା ସେଠ ତାଙ୍କ ବିରୋଧରେ ସେକ୍ସୁଆଲ ହାରାଶମେଂଟ ଅଭିଯୋଗ…

ବରିହାଙ୍କ ବଡ଼ ଝିଅ ବର୍ଷାଙ୍କୁ ପ୍ରାର୍ଥୀ କଲା ବିଜେଡି

ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନରେ ବର୍ଷା ବରିହାଙ୍କୁ ପ୍ରାର୍ଥୀ କରିଛି ବିଜେଡି । ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବର୍ଷାରାଣୀ ବରିହାଙ୍କୁ ବିଜେଡି ପ୍ରାର୍ଥୀ ଘୋଷଣା କରିଛନ୍ତି । ଦିବଙ୍ଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଦେହାନ୍ତ ପରେ ଉପନିର୍ବାଚନ ତାରିଖ ଘୋଷଣା ହୋଇଥିଲା…

ଯନ୍ତ୍ରୀଙ୍କ ସମୁଦି ଘରୁ ନଗଦ ୨୫ ଲକ୍ଷ ଟଙ୍କା ଜବତ କଲା ଭିଜିଲାନ୍ସ

ଭୁବନେଶ୍ୱର:  ଆରଡବ୍ଲ୍ୟୁଏସ୍ଏସ୍ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ସମ୍ପର୍କୀୟଙ୍କ ଘରୁ ୨୫ ଲକ୍ଷ ଟଙ୍କା ଠାବ ।   ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୂରଭଞ୍ଜ ଜିଲ୍ଲା ଉଦଳାଠାରେ ଆରଡବ୍ଲ୍ୟୁଏସ୍ଏସ୍ ରେ କାର୍ଯ୍ୟରତ ସହକାରୀ ନିର୍ବାହୀ ଯନ୍ତ୍ରୀ ରବିନାରାୟଣ ପଣ୍ଡାଙ୍କ ଘରେ ଆଜି ସକାଳୁ  …

ନିଜ ରେଟ କମାଇଲେ ଅକ୍ଷୟ , ରଖିଲେ ବଡ ବୟାନ

ମୁମ୍ବାଇ: ନିଜ ଦର କମାଇଲେ ଅକ୍ଷୟ କୁମାର । ଯେତିକି ନେଉଥିଲେ ତା’ଠାରୁ ୩୦ରୁ ୪୦ ପ୍ରତିଶତ ଦର କମାଇଲେ ଆକ୍ସନ ହିରୋ । ତେବେ କାହିଁକି ଏମିତି ନିଷ୍ପତି ନେଲେ ଏଇ ପପୁଲାର ଆାକ୍ଟର ? ସବୁଠାରୁ ଅଧିକ ଫିଲ୍ମ  ଭେଟି ଦେଉଥିବା ଅଭିନେତା ହେଉଛନ୍ତି ଅକ୍ଷୟ କୁମାର ।  ଚାହିଦା  ରହିଛି ।…