ସାତ୍ତ୍ଵିକ ତ୍ୟାଗ
ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’
ନିଷ୍କାମ ଓ ପରୋପକାର ରତ, ବିଷୟ ବାସନା ଓ ସୁଖଭୋଗରେ ଯେ ସମ୍ଭନ୍ଧ ରଖେ ନାହିଁ ସେ ତ୍ୟାଗୀ । କାମ୍ୟକର୍ମ ସବୁକୁ ତ୍ୟାଗ କରିବା ହେଉଛି ସନ୍ୟାସ ଏବଂ ସକଳ କର୍ମର ଫଳତ୍ୟାଗକୁ ‘ତ୍ୟାଗ’ କୁହାଯାଏ । ତ୍ୟାଗ ତିନି ପ୍ରକାର - ସାତ୍ତ୍ଵିକ,…