Latest Odisha News

BREAKING NEWS

Yearly Archives

2023

ୱେଷ୍ଟଇଣ୍ଡିଜ ୱିକେଟକିପର ଯୋଶୁଆଙ୍କ ମାଆଙ୍କୁ ଭେଟିଲେ କୋହଲି

ପୋର୍ଟ ଅଫ ସ୍ପେନ: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ପୋର୍ଟ ଅଫ ସ୍ପେନରେ ଖେଳାଯାଉଛି । କୋହଲି ଏହି ମ୍ୟାଚ ମାଧ୍ୟମରେ ତାଙ୍କର ୫୦୦ତମ ଆନ୍ତର୍ଜାତୀୟ ମୁକାବିଲା ଖେଳି ଶତକ ହାସଲ କରିଛନ୍ତି । ଦ୍ୱିତୀୟ ଦିନର ଖେଳ ଶେଷ ହେବା ପରେ ୱେଷ୍ଟଇଣ୍ଡିଜର ୱିକେଟକିପର ଯୋଶୁଆ ଡିସଲଭାଙ୍କ…

କମେଡିଆନ ଚାର୍ଲି ଚାପଲିନଙ୍କ ଝିଅଙ୍କ ପରଲୋକ

ନୂଆଦିଲ୍ଲୀ:ବିଶ୍ୱବିଖ୍ୟାତ କମେଡିଆନ ଚାର୍ଲି ଚାପଲିନଙ୍କ ଝିଅ ତଥା ଅଭିନେତ୍ରୀ ଜୋସେଫିନ ଚାପଲିନଙ୍କର ୭୪ ବର୍ଷ ବୟସରେ ପରଲୋକ ହୋଇଯାଇଛି । ପ୍ୟାରିସରେ ରହୁଥିବା ତାଙ୍କ ପରିବାର ପକ୍ଷରୁ ଏହି ସୂଚନା ଦିଆଯାଇଛି । ମିଳିଥିବା ସୂଚନା ଅନୁସାରେ, ଜୋସେଫିନଙ୍କର ମୃତ୍ୟୁ ଜୁଲାଇ ୧୩ ତାରିଖରୁ…

କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ମୋକିମ୍-ଚିରଞ୍ଜୀବ ଝଡ଼

ଭୁବନେଶ୍ୱର: କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ ଓ ପିସିସିର ପୂର୍ବତନ କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳଙ୍କ ନିଲମ୍ବନକୁ ନେଇ ଆଜି ରାଜ୍ୟ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ଅନ୍ୟତମ ମୁଖ୍ୟ ପ୍ରସଙ୍ଗ ପାଲଟିଥିଲା। ଯାହାକୁ ନେଇ ନେତାଙ୍କ ମଧ୍ୟରେ କଥାକଟାକଟି ହୋଇଛି। ଅନେକ ଦଳୀୟ…

ପ୍ରଭାସଙ୍କ ଫିଲ୍ମ ‘ପ୍ରୋଜେକ୍ଟ କେ’ ବଦଳି ଏବେ ହେଲା ‘କଲ୍‌କି ୨୮୯୮ ଏଡି’

ମୁମ୍ବାଇ: ସାଉଥ୍ ସୁପରଷ୍ଟାର ପ୍ରଭାସ ତାଙ୍କ ଆଗାମୀ ଫିଲ୍ମ ‘ପ୍ରୋଜେକ୍ଟ କେ’କୁ ନେଇ ଖୁବ୍ ଚର୍ଚ୍ଚାରେ । ଏହି ଫିଲ୍ମରେ ପ୍ରଭାସଙ୍କ ବ୍ୟତୀତ ବିଗ୍ ବି ଅମିତାଭ ବଚ୍ଚନ, ଅଭିନେତ୍ରୀ ଦୀପିକା ପାଦୁକୋନ ଓ ସୁପରଷ୍ଟାର କମଲ ହସନ ମୁଖ୍ୟ ଭୂମିକାରେ ନଜର ଆସିବେ । ହେଲେ ରିଲିଜ୍ ପୂର୍ବରୁ ଏହି…

ଶ୍ରୀମନ୍ଦିରକୁ ଛାଡ଼ିବା ପାଇଁ ଭକ୍ତଙ୍କଠାରୁ ନେଉଥିଲେ ଲାଞ୍ଚ; ଧରାପଡି ନିଲମ୍ବିତ ହେଲେ ପୋଲିସ କର୍ମଚାରୀ

ପୁରୀ: ପୁରୀ ଶ୍ରୀମନ୍ଦିର ପଶ୍ଚିମ ଦ୍ୱାରରେ ଜଣେ ଭକ୍ତଙ୍କଠାରୁ ଲାଞ୍ଚ ନେଉଥିବା ଅଭିଯୋଗରେ  OSAP ର ଭାରତୀୟ ରିଜର୍ଭ ବ୍ୟାଟାଲିୟନ (ଆଇଆରବିଏନ୍) ଜଣେ ସିପାହୀଙ୍କୁ ଶନିବାର ନିଲମ୍ବିତ କରାଯାଇଛି । ସେ ମନ୍ଦିର ଭିତରକୁ ଯିବା ପାଇଁ ଅନୁମତି ଦେବା ଲାଗି ଜଣେ ଭକ୍ତଙ୍କଠାରୁ ଲାଞ୍ଚ ନେଉଥିବା…

ଦର ବୃଦ୍ଧି ଯୋଗୁ ରୋଷେଇ ପାଇଁ ବିଦେଶରୁ ଟମାଟୋ ମଗାଇଲେ ମହିଳା

ଦୁବାଇ: ଏବେ ଟମାଟୋ ଦର ଆକାଶ ଛୁଆଁ । ଅନେକ ସ୍ଥାନରେ ଏହାର ଦାମ ୩୦୦ ଟଙ୍କାରୁ ଅଧିକ ରହିଛି । ଏଭଳିସ୍ଥିତିରେ ଜଣେ ଭାରତୀୟ ମହିଳା ଟମାଟୋକୁ ନେଇଏପରି କିଛି କରିଛନ୍ତି, ଯାହାକୁ ନେଇ ସେ ଚର୍ଚ୍ଚାରେ । ଅନେକ ଲୋକ ଦୈନନ୍ଦିନର ଖାଦ୍ୟରେ ଟମାଟୋ ବ୍ୟବହାର କରିଥାନ୍ତି । ଏବେ ଏହାର ଦର ବୃଦ୍ଧି…

୬ ମାସ ପାଇଁ କାମରୁ ବିରତି ନେଲେ ସାମନ୍ଥା

ମୁମ୍ବାଇ: ୬ ମାସ ପାଇଁ କାମରୁ ବିରତି ନେଲେ ସାଉଥର ଲୋକପ୍ରିୟ ଅଭିନେତ୍ରୀ ସମାନ୍ଥା ରୁଥ ପ୍ରଭୁ । ନିଜ ସ୍ୱାସ୍ଥ୍ୟକୁ ନଜରରେ ରଖି ତାଙ୍କର ସବୁ କାମ ଶେଷ କରି ପ୍ରାୟ ୬ ମାସ ସେ କାମରୁ ବିରତି ନେଇଛନ୍ତି । ଏହି ସମୟ ମଧ୍ୟରେ ସେ ସମ୍ପୂର୍ଣ୍ଣ ବିଶ୍ରାମ ନେବା ସହ ସ୍ୱାସ୍ଥ୍ୟ ଉପରେ ଅଧିକ ଧ୍ୟାନ…

ପେରୁ ମରୁଭୂମିରେ ରହସ୍ୟମୟ ଚିତ୍ରର ଉନ୍ମୋଚନ ଏବେ ବି ହୋଇ ପାରୁନି

ନୂଆଦିଲ୍ଲୀ: ଅଗଣିତ ରହସ୍ୟରେ ଭରପୂର ହୋଇ ରହିଛି ଆମ ପୃଥିବୀ । ବୈଜ୍ଞାନିକମାନେ ଗୋଟିଏ ରହସ୍ୟ ଉନ୍ମୋଚନ କରୁଥିବା ବେଳେ ସେମାନଙ୍କ ସମ୍ମୁଖରେ ଆଉ ଏକ ରହସ୍ୟ ପଂହଚୁଛି । ଏ ଭଳି ଏକ ଘଟଣା ପେରୁରେ ଦେଖିବାକୁ ମିିଳିଛି । ଏଠାକାର ମରୁଭୂମିରେ ୨୦୦୦ ବର୍ଷ ଧରି ରହିଥିବା ଏକ ରହସ୍ୟକୁ…

ଆଇଟିଇଆର ନିକଟ ଜଗମୋହନ ନଗରରେ ଉଦ୍‌ଘାଟିତ ହେଲା ପୋଲିସ ଫାଣ୍ଡି

ଭୁବନେଶ୍ୱର:ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ନିକଟସ୍ଥ ଜଗମୋହନ ନଗର ଅଂଚଳରେ କମିଶନରେଟ ପୋଲିସ ପକ୍ଷରୁ ଏକ ପୋଲିସ୍ ଫାଣ୍ଡି ଆରମ୍ଭ କରାଯାଇଛି ।  ପୋଲିସ୍ କମିଶନର  ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ  ଶନିବାର…

ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବା ଦାବି ଜୋର ଧରିଲା; ରାଜସ୍ୱମନ୍ତ୍ରୀ କହିଲେ, ଆବଶ୍ୟକ ପଡିଲେ ଖୋଲାଯିବ

ପୁରୀ:ଶ୍ରୀନ୍ଦିର ଚାରି ଦ୍ୱାର ଖୋଲିବାକୁ ନେଇ ଦାବି ଜୋର ଧରିଲା । ନେତାଙ୍କଠାରୁ ଜନତା ସମସ୍ତେ ଏବେ ଶ୍ରୀମନ୍ଦିର ୪ ଦ୍ୱାର  ଖୋଲିବା ପାଇଁ ଅଡି ବସିଛନ୍ତି ।  କରୋନା ସମୟରେ ଚାରିଦ୍ୱାର ବନ୍ଦ କରାଯାଇଥିଲା  । ହେଲେ ଏବେ ଆଉ କରୋନା ଭୟ ନାହିଁ । ତେଣୁ ଚାରି ଦ୍ୱାର ଖୋଲି ଭକ୍ତଙ୍କ…