ବିରଳ ଘଟଣା: ୯ ମାସ ଗର୍ଭରେ ରଖି ସନ୍ତାନ ଜନ୍ମ ଦେଲେ ପୁରୁଷ
ଇଂଲଣ୍ଡ: ଜଣେ ମହିଳା ସନ୍ତାନ ଜନ୍ମ ଦେଉଥିବା ସମସ୍ତେ ଜାଣନ୍ତି । ହେଲେ ଗୋଟେ ପୁରୁଷ ୯ ମାସ ଗର୍ଭରେ ରଖି ସନ୍ତାନ ଜନ୍ମ ଦେବା ଦେଖିଛନ୍ତି ? ଏଭଳି ଏକ ବିରଳ ଘଟଣା ଏବେ ଇଂଲଣ୍ଡରେ ଦେଖିବାକୁ ମିଳିଛି । ଜଣେ ପୁରୁଷ ଏକ ସନ୍ତାନକୁ ଜନ୍ମ ଦେଇ ଚର୍ଚ୍ଚାକୁ ଆସିଛନ୍ତି ।
ଇଂଲଣ୍ଡର…