Latest Odisha News

BREAKING NEWS

Yearly Archives

2023

ରଥଯାତ୍ରା ପାଇଁ ଗଡ଼ିବ ୨୦୮ଟି ସ୍ପେଶାଲ୍ ଟ୍ରେନ୍

ଭୁବନେଶ୍ୱର: ରଥଯାତ୍ରା ପାଇଁ ଚାଲିବ ୨୦୮ଟି ସ୍ୱତନ୍ତ୍ର ଟ୍ରେନ୍। ଓଡ଼ିଶାର ବିଭିନ୍ନ ସ୍ଥାନ ସମେତ ୪ଟି ରାଜ୍ୟରୁ ଗଡ଼ିବ ସ୍ୱତନ୍ତ୍ର ଟ୍ରେନ୍। ଏନେଇ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ରଥଯାତ୍ରା ସମୟରେ ଭକ୍ତମାନଙ୍କ ଯାତାୟତରେ ଯେପରି କୌଣସି ଅସୁବିଧା ନହୁଏ ସେଥିପାଇଁ ପୂର୍ବତଟ…

କବିତା : ତୁମ ରଥଯାତ୍ରା

ସଦାନନ୍ଦ ସାହୁ  ଭକତ ମେଳରେ ଜଗତ ଠାକୁରେ ଆରାଧ୍ୟ ଦେବତା ପ୍ରଭୁ ; ମାନବୀୟ ଲୀଳା ଏ ରଥ ଯାତରା ଭକ୍ତ ପ୍ରାଣେ ସଦା ବିଭୁ ॥ ଭକତ ଭାବରେ ବନ୍ଧା ଏ ଠାକୁରେ ଜଗତ କଲ୍ୟାଣ ପାଇଁ ; ରଥ ଯିବ ଗଡି ପତିତ ଉଦ୍ଧାରି ଦୁଃଖ ଯେତେ ଦବ ଧୋଇ ॥ ଜଗନ୍ନାଥ ଧ୍ଵନି ହେବ ପ୍ରତିଧ୍ଵନି…

କ୍ରୁ୍ଟ ପକ୍ଷରୁ ରଥଯାତ୍ରା ପାଇଁ ସ୍ୱତନ୍ତ୍ର ମୋ ବସ୍ ସେବା

ଭୁବନେଶ୍ୱର: ରଥଯାତ୍ରା ପାଇଁ କ୍ୟାପିଟାଲ୍ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (କ୍ରୁ୍ଟ୍) ପକ୍ଷରୁ ସ୍ୱତନ୍ତ୍ର ମୋ ବସ୍ ସେବା ଯୋଗାଇ ଦିଆଯାଇଛି। ଏହି ବସ୍ ଖୋର୍ଦ୍ଧା, କଟକ ଓ ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଯାତ୍ରା କରିବ। ଜନସାଧାରଣଙ୍କୁ ପ୍ରଭାବୀ, ସୁଲଭ ଓ ଦୀର୍ଘସ୍ଥାୟୀ ସହରାଞ୍ଚଳ…

ଭାଷା ଭାଗବତ : ବ୍ୟକ୍ତିର ଖ୍ୟାତି

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସଂପତ୍ତି ସହ ପ୍ରତିପତ୍ତି ଥିଲେ ବି ମନରେ ଅଶାଂତି ପୂରାଇଥାଏ ଯେଉଁ ବ୍ୟକ୍ତି ପାଏନି ' ସୁଖ ' ଭଳି ତୃପ୍ତି ମନରେ ହେଲେ ଆଂଦୋଳନ କର୍କଶ ଉତ୍କଟ ବଚନ ସର୍ବଦା ହୁଏ ଉଦ୍‌ଗିରଣ କରେ ଅଶାଂତି ଉତ୍ପାଦନ ଅଶାଂତି ସଂକ୍ରମଣଶୀଳ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନୀତି ବା ଦୈନିକ ପୂଜା ନୀତି ଯାହା ନିତ୍ୟ -ବିଧି ଭାବେ ବିଦିତ ଅଟେ। ସେହି ପର୍ଯାୟରେ ଅବକାଶ ନୀତି ପରର ବିଶେଷ କାର୍ଯ୍ୟକ୍ରମ ସlହlଣ ମେଲା ବିଷୟରେ ଆଲୋଚନା ଜାରି…

ରାଜନୀତିରେ ‘ଗୀତା ପ୍ରେସ’, କଂଗ୍ରେସ-ବିଜେପି ମୁହାଁମୁହିଁ

ନୂଆଦିଲ୍ଲୀ: ଗୋରଖପୁର ସ୍ଥିତ ପ୍ରସିଦ୍ଧ ଗୀତା ପ୍ରେସକୁ ୨୦୨୧ ବର୍ଷ ପାଇଁ କେନ୍ଦ୍ର ସରକାର ଗାନ୍ଧୀ ଶାନ୍ତି ପୁରସ୍କାର ଘୋଷଣା କରିବାକୁ ସମାଲୋଚନା କରିଥିବା କଂଗ୍ରେସକୁ ବିଜେପି ପାଲଟା ଜବାବ ଦେଇଛି। ବିରୋଧୀ ଦଳ ଗୀତା ପ୍ରେସକୁ ଘୃଣା କରେ କାରଣ ସେ ସନାତନ ଧର୍ମର ପ୍ରଚାର କରୁଛି ବୋଲି…

ୟୁପିଏ ସରକାର ତୁଳନାରେ ମୋଦୀ ସରକାର ଅଧିକ ସରକାରୀ ଚାକିରି ପ୍ରଦାନ କରିଛନ୍ତି: କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ

ନୂଆଦିଲ୍ଲୀ: ମୋଦୀ ସରକାର ୯ ବର୍ଷର ଶାସନକାଳ ୨୦୧୪ ରୁ ୨୦୨୩ ମଧ୍ୟରେ ପ୍ରାୟ ୯ ଲକ୍ଷ ସରକାରୀ ଚାକିରି ଯୋଗାଇ ଦେଇଛନ୍ତି, ଯେତେବେଳେ କି ୨୦୦୪ ରୁ ୨୦୧୩ ପର୍ଯ୍ୟନ୍ତ ୟୁପିଏ ସରକାରଙ୍କ ଶାସନର ୯ ବର୍ଷ ମଧ୍ୟରେ ପ୍ରାୟ ୬ ଲକ୍ଷ ସରକାରୀ ନିହୁକ୍ତି ପ୍ରଦାନ କରାଯାଇଥିଲା । ନୂଆଦିଲ୍ଲୀରେ ଏକ…

ଦିଲ୍ଲୀରେ ତାରା ବାହିନୀପତି, ଜୟପୁରରେ ଦମ୍ ଦେଖାଇଲେ ସାଂସଦ ଉଲାକା

ଜୟପୁର: ରାଜନୈତିକ ଶକ୍ତି ପ୍ରଦର୍ଶନ କରି ଜୟପୁର ବିଧାୟକ ତଥା ବରିଷ୍ଠ କଙ୍ଗ୍ରେସ ନେତା ତାରାପ୍ରସାଦ ବାହିନୀପତି ଦିଲ୍ଲୀରେ ଶକ୍ତି ପ୍ରଦର୍ଶନ କରିବା ପରେ କୋରାପୁଟ ସାଂସଦ ସପ୍ତଗିରି ଉଲାକା ଜୟପୁରରେ ଏକ ବାଇକ ରାଲି ଆୟୋଜନ କରିଥିଲେ। ରବିବାର ଆୟୋଜିତ ଏକ କାର୍ଯ୍ୟକ୍ରମରେ ନବନିଯୁକ୍ତ ଜିଲ୍ଲା…

ବିଜେଡି ବିଧାୟିକାଙ୍କ ଉଦଘାଟନ କାର୍ଯ୍ୟକ୍ରମ ବେଳେ ପାଓ୍ୱାର କଟ୍

ବ୍ରଜରାଜନଗର: ରାଜ୍ୟ ସରକାରଙ୍କ ପକ୍ଷରୁ ବାରମ୍ବାର ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ ଓଡ଼ିଶାବାସୀ ବାରମ୍ବାର ବିଜୁଳି କାଟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଜୁନ ୧୯ ତାରିଖ ରବିବାର, ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଠାରେ ଏକ ସର୍ବସାଧାରଣ କାର୍ଯ୍ୟକ୍ରମରେ ଶାସକ ଦଳର ବିଧାୟକ ଅଳକା ମହାନ୍ତି…

କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କୁ ଜେରା ପାଇଁ କୋଲକାତା ଯିବ କମିସନରେଟ ପୋଲିସ

କଟକ: କୋଲକାତାର ଲୋକପ୍ରିୟ କଣ୍ଠଶିଳ୍ପୀ ସୌରୀନ୍ ଭଟ୍ଟଙ୍କ ବିରୋଧରେ ଜଣେ ମହିଳା କରିଥିବା ଅଭିଯୋଗର ତଦନ୍ତ ପାଇଁ ଓଡ଼ିଶା ପୁଲିସର ଏକ ଟିମ୍ କୋଲକାତା ଯିବ। ମହିଳା ଜଣକ ତାଙ୍କ ଉପରେ ଶାରୀରିକ ଓ ମାନସିକ ଶୋଷଣର ଅଭିଯୋଗ ଆଣିଛନ୍ତି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି…