ଫୁଲ ଆକ୍ସନ ମୋଡରେ ବାବା ବାଲମୁକୁନ୍ଦ: ନନଭେଜ ହୋଟେଲରେ ଚଢଉ କରି କହିଲେ-‘ ଏହାକୁ କରାଚି କରିବାକୁ ଚାହୁଁଛ ?’
ଜୟପୁର: ରାଜସ୍ଥାନରେ ବିଜେପି ବହୁମତ ପାଇବା ପରେ ଫୁଲ ଆକ୍ସନ ମୋଡରେ ଅଛନ୍ତି ନବ ନିର୍ବାଚିତ ବିଧାୟକ ବାଲାମୁକୁନ୍ଦ ଆଚାର୍ଯ୍ୟ । ରାଜଧାନୀ ଜୟପୁରରେ ଏବେ ବାଲମୁକୁନ୍ଦଙ୍କୁ ନେଇ ଚର୍ଚ୍ଚା । ବାଲମୁକୁନ୍ଦଙ୍କ ଭିଡିଓ ଖୁବ ଭାଇରାଲ ହେଉଛି । ବାଲମୁକୁନ୍ଦଙ୍କ ଟାର୍ଗେଟରେ ଏବେ ନନଭେଜ ଫୁଡ ଷ୍ଟଲ…