କିଟରେ ୪ର୍ଥ ଲୋକ ସମ୍ପର୍କ ସମ୍ମିଳନୀ
ଭୁବନେଶ୍ୱର: ବ୍ୟକ୍ତିଗତ ହେଉ ଅବା ଆନୁଷ୍ଠାନିକ, ରାଜ୍ୟ ଓ ଦେଶର ଦୈନନ୍ଦିନ କାର୍ଯ୍ୟ ଓ ଭାବମୂର୍ତ୍ତି ତିଆରିରେ ଲୋକ ସମ୍ପର୍କର ଭୂମିକା ରହିଛି । କିଟ୍ ସ୍କୁଲ୍ ଅଫ୍ ମାସ୍ କମ୍ୟୁନିକେସନ୍ ପକ୍ଷରୁ ଆୟୋଜିତ ୪ର୍ଥ ଲୋକ ସମ୍ପର୍କ ସମ୍ମିଳନୀକୁ ଉଦଘାଟନ କରି ଏକଥା କହିଛନ୍ତି କିଟ୍ ଓ କିସ୍…