ଭାଷା ଭାଗବତ : ଶକ୍ତି ଗାଥା
ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ଆତ୍ମଜ୍ଞାନରୁ ମିଳେ ଶକ୍ତି
ଏହା ହିଁ ଶୁଦ୍ଧ ଆତ୍ମଭକ୍ତି
ତାହା ନ ଥିଲେ ଜଣେ ବ୍ୟକ୍ତି
ସର୍ବଦା କରେ ପୁନରୁକ୍ତି
ସ୍ବାଧୀନତା କେ ଦିଏନାହିଁ
ସ୍ବାୟତ୍ତତା କେ ପାଏନାହିଁ
ଉଭୟ କରିଲେ ଅର୍ଜନ
ବ୍ୟକ୍ତି ହିଁ ହୁଏ ଶକ୍ତିମାନ
ନର ହେଉ…