Latest Odisha News

BREAKING NEWS

Yearly Archives

2023

ଭୁବନେଶ୍ୱରରେ ପହଞ୍ଚିଲେ ଉତ୍ତରକାଶୀ ଟନେଲରେ ଫସିଥିବା ୪ ଓଡ଼ିଆ ଶ୍ରମିକ

ଭୁବନେଶ୍ୱର: ଟନେଲରୁ ଉଦ୍ଧାର ହୋଇଥିବା ୪ ଓଡ଼ିଆ ଶ୍ରମିକ ଭୁବନେଶ୍ୱରରେ ପହଞ୍ଚିଲେ । ଆଜି ମଧ୍ୟାହ୍ନରେ ସେମାନେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି । ଉତ୍ତରକାଶୀର ଟନେଲରେ ଫସିଥିବା ୪୧ ଶ୍ରମିକଙ୍କ ମଧ୍ୟରେ ୫ ଜଣ ଓଡ଼ିଆ ଶ୍ରମିକ ଥିଲେ । ତେବେ ୪ ଜଣ ଫେରିଥିବାବେଳେ ତପନ ମଣ୍ଡଳ…

ବାଲି ବୋଆ ସାପ କୁ ଜୀବନ୍ତ ଗିଳିଲା ନାଗ, ନାଗ ପେଟରୁ ବାହାରି ପୁଣି ବୁଲିଲା ବୋଆ ସାପ

ବରଗଡ: ଦେଢ଼ ଫୁଟର ବାଲି ବୋଆ ସାପ କୁ ଜୀବନ୍ତ ଗିଳିଦେଲା ସାଢେ ୩ ଫୁଟର ନାଗ । ଏପରି ଘଟଣା ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ଭେଡେନ ହସ୍ପିଟାଲ ରୋଡ ନିର୍ମଳ ମେହେରଙ୍କ ଘରେ । ସମ୍ବଲପୁରୀ ଭାଷାରେ ସେଇ ସାପ କୁ ଫୁତକା ସାପ କୁହାଯାଏ । ହଠାତ୍ ଘରେ ଜରି ଖଡ ଖଡ ଶବ୍ଦ ଶୁଣି ନିର୍ମଳ କବାଟ ଖୋଲି…

ବିଦେଶରେ ମୋଦି ନାରା..‘ଅବ କି ବାର.. ୪୦୦ ପାର’

ନୂଆଦିଲ୍ଲୀ: ଦେଶରେ ନିର୍ବାଚନୀ ମାହୋଲ ସରଗରମ । ଆଉ ବିଦେଶରେ ଦେଖାଦେଇଛି ଏହାର ଉଷ୍ମତା । ଗ୍ଲୋବାଲ ଲିଡରଙ୍କ ପାଇଁ ଗ୍ଲୋବାଲ ନାରା ଶୁଣିବାକୁ ମିଳିଛି ଦୁବାଇରେ ।  ପ୍ରଧାନମନ୍ତ୍ରୀଙ୍କ ଦୁବାଇ ଗସ୍ତ ସମୟରେ ଦେଖିବାକୁ ମିଳିଛି ଏମିତି କିଛି  ଦୃଶ୍ୟ । ସେଠାରେ ପହଞ୍ଚିବା କ୍ଷଣି ପ୍ରବାସୀ…

ବିଶ୍ୱର ସବୁଠାରୁ ଦୁଃଖୀ ହାତୀର ପରଲୋକ

ମନିଲା: ମନିଲା ଜୁରେ ରହୁଥିବା ବିଶ୍ୱର ସବୁଠାରୁ ଦୁଃଖୀ ହାତୀର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ମାଳି ନାମକ ଏହି ହାତୀୟ ବୟସ ୪୩ ରହିଥିବା ଅନୁମାନ କରାଯାଇଛି । ଜୁର ମୂଖ୍ୟ ଚିକିତ୍ସକ ହେନରିକ ପ୍ୟାଟ୍ରିକ ମାଳିକୁ କାନ୍ଥରେ ନିଜକୁ ଘଷୁଥିବା ଦେଖିବାକୁ ପାଇଥିଲା । ସେ ରକ୍ତାକ୍ତ ହୋଇ…

ରିଲିଜ ହୋଇଛି ରଣବିର କପୁରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଆନିମଲ୍’, ସକାଳୁ ସକାଳୁ ଥିଏଟର୍ ସାମ୍ନାରେ ସିନେପ୍ରେମୀଙ୍କ…

ମୁମ୍ବାଇ: ରିଲିଜ ହୋଇଛି ରଣବିର କପୁରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଆନିମଲ୍’ । ସେଥିପାଇଁ ସମସ୍ତ ଥିଏଟରର ସାମ୍ନାରେ ସିନେପ୍ରେମୀଙ୍କ ଭିଡ ଦେଖିବାକୁ ମିଳିଛି । ଅନ୍ୟପଟେ ଆସନ୍ତା କାଲି ମୁକ୍ତିଲାଭ କରିବ ବିକି କୌଶଲଙ୍କ ଅଭିନୀତ 'ସାମ୍ ବାହାଦୂର' । ଯୋଉଥିପାଇଁ ସିନେପ୍ରମୀଙ୍କ ମଧ୍ୟରେ…

ଉଦିତ୍ ନାରାୟଣ @ 68: ବଲିଉଡ ଜଗତକୁ ଦେଇଛନ୍ତି ଅନେଟ୍ ହିଟ୍ ଗୀତ , ଆଜି ବି ରହିଛି କ୍ରେଜ୍

ମୁମ୍ବାଇ :  ୯୦ ଦଶକର କଥା ଆସିଲେ ପ୍ରଥମେ ମନକୁ ଆସେ ତାଙ୍କରି କଥା  । ସେ ସଙ୍ଗୀତ ଜଗତର ବାଦଶାହା  । ବଲିଉଡ୍ ସଙ୍ଗୀତ ଜଗତକୁ ସେ ଦେଇଛନ୍ତି ଅନେକ ହିଟ୍ ସଙ୍ଗୀତ । ଆମେ କହୁଛୁ ବଲିଉଡର ଲୋକପ୍ରିୟ ଗାୟକ ଉଦିତ ନାରାୟଣଙ୍କର କଥା । ଆଜି ହେଉଛି ତାଙ୍କର ୬୮ତମ ଜନ୍ମଦିନ । ବିହାର ବାଇସି ନାମକ…

ମାସ ଆରମ୍ଭରୁ ଗ୍ରାହକଙ୍କୁ ବଡ ଝଟକା, ବଢିଲା ଏଲପିଜି ସିଲିଣ୍ଡର ଦାମ୍

ନୂଆଦିଲ୍ଲୀ: ମାସ ଆରମ୍ଭରୁ ଗ୍ରାହକଙ୍କୁ ଲାଗିଲା ବଡ ଝଟକା । ପୁଣି ବଢିଲା ଏଲପିଜି ସିଲିଣ୍ଡର ଦାମ୍ । ଅଏଲ୍ ମାର୍କେଟିଙ୍ଗ କମ୍ପାନିଗୁଡିକ କମର୍ସିଆଲ ଏଲପିଜି ସିଲିଣ୍ତର ପିଛା ୪୧ ଟଙ୍କା ବୃଦ୍ଧି କରିଛନ୍ତି । ରାଜଧାନୀ ଦିଲ୍ଲୀରେ ଆଜିଠୁ ୧୯ କେଜି କମର୍ସିଆଲ ଏସପିଜି ସିଲିଣ୍ତର ୧୭୫୫.୫୦…

ବଙ୍ଗୋପସାଗରରେ ଅବପାତ : ଡିସେମ୍ବର ୩ରେ ବାତ୍ୟା , ୪ରେ ଛୁଇଁବ ଉପକୂଳ

ଭୁବନେଶ୍ବର : ଅବପାତରେ ପରିଣତ ହେଲା ସୁଦୃଶ୍ୟ ଲଘୁଚାପ  । ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ଦକ୍ଷିଣପୂର୍ବ ରେ ଅବପାତରେ ପରିଣତ ହୋଇଛି । ପୁଡୁଚେରୀଠାରୁ ୭୯୦ , ଚେନ୍ନାଇଠାରୁ ୮୦୦ କିଲୋମିଟର ଦୂରରେ ଅବସ୍ଥିତ ରହିଛି । ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରି ଆହୁରି ଘନୀଭୂତ ହେବାର…

ଆଜିଠୁ କୋଣାର୍କ ମହୋତ୍ସବ: ଶାସ୍ତ୍ରୀୟ ସଙ୍ଗୀତ , ବାଦ୍ୟ ଓ ଘୁଙ୍ଗୁରର ରୁଣୁଝୁଣୁ ଶଦ୍ଦରେ ଆନମନା ହେବେ ଦର୍ଶକ

କୋଣାର୍କ : ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା  । ଆରମ୍ଭ ହେବ ଅନ୍ତର୍ଜାତୀୟ କୋଣାର୍କ ମହୋତ୍ସବ । କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚରେ କୋଣାର୍କ ମହୋତ୍ସବର ଉଦଘାଟନୀ କାର୍ଯ୍ୟକ୍ରମ ରହିଛି । ଆଜିଠୁ ପୁଣି ଚଳଚଞ୍ଚଳ ହୋଇପଡିବ କୋଣାର୍କ । ଶାସ୍ତ୍ରୀୟ ସଙ୍ଗୀତ, ବାଦ୍ୟ ଆଉ ଘୁଙ୍ଗୁରର…

କବିତା : ତୁମ ବିନା

ବନ୍ଦନା ପଣ୍ଡା  ତୁମକୁ ମୁଁ ଖୋଜୁଥାଏ ସମୁଦ୍ରର ପ୍ରତିଟି ଢେଉରେ ବେଳାଭୂମି ବାଲୁକା ରାଶିରେ ଦିଗବଳୟ ସରଳରେଖାରେ ଅସ୍ତାଚଳ ସୂର୍ଯ୍ୟ ଲାଲିମାରେ ମୋ ନୀରବତାର ଝଡ଼ ତଳେ । ହାରି ଯାଏ ତରଙ୍ଗ କମ୍ପନ ଲୁହର ଶ୍ରାବଣକୁ ଧୋଇ ପାରେନି ସମୁଦ୍ର ଲବଣ ଅବା ଶାମୁକା କ୍ରନ୍ଦନ ତମେ ତ ସେଇଠି…