ବାଲୁକା କଳାରେ ବିଶ୍ବ ଏଡସ ଦିବସ ବାର୍ତ୍ତା ଦେଲେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ ସାହୁ
ପୁରୀ: ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପୁରୀ ଲାଇଟ ହାଉସ ନିକଟ ବେଳାଭୂମି ରେ ବିଶ୍ବ ଏଡସ ଦିବସ ଉପଲକ୍ଷେ ବାଲୁକା କଳା ନିର୍ମାଣ କରିଛନ୍ତି । ଚଳିତବର୍ଷ ର ଥିମ୍ "ଲେଟ୍ କମ୍ୟୁନିଟିସ୍ ଲିଡ୍" କୁ ଆଧାର କରି ୧୫ ଫୁଟ୍ ଓସାର ବିଶିଷ୍ଟ ଏକ ବାଲୁକା କଳା ନିର୍ମାଣ କରିଛନ୍ତି ।…