ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜରେ ହାଉସ ସର୍ଜନଙ୍କ ଉପରେ ଆକ୍ରମଣରୁ ଉତ୍ତେଜନା
ବଲାଙ୍ଗୀର: ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ହାଉସ୍ ସର୍ଜନ ଛାତ୍ରଙ୍କୁ ଦୁର୍ବୃତ୍ତ ଆକ୍ରମଣ କରିବା ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି।
ମେଡିକାଲ କଲେଜ ନିକଟରେ ଘଟିଥିବା ଆକ୍ରମଣରେ ହସ୍ପିଟାଲର ଆଇସିୟୁରେ ଚିକିତ୍ସିତ ହେଉଥିବା ପୀଡ଼ିତା ଗୁରୁତର ଆହତ ହୋଇଛନ୍ତି।
ଏହି…