Latest Odisha News

BREAKING NEWS

Yearly Archives

2023

ସ୍କୁଲରେ ଛାତ୍ରୀଙ୍କୁ ବଳପୂର୍ବକ ଅଣ୍ଡା ଖୁଆଇଦେଲେ ସାର, ତେଜିଲା ବିବାଦ

ବେଙ୍ଗାଲୁରୁ: କର୍ଣ୍ଣାଟକର ଜଣେ ସରକାରୀ ସ୍କୁଲ୍ ଶିକ୍ଷକ ଜଣେ ସାତ ବର୍ଷୀୟ ବ୍ରାହ୍ମଣ ଛାତ୍ରୀଙ୍କୁ ଅଣ୍ଡା ଖାଇବାକୁ ବାଧ୍ୟ କରିଥିବା ଅଭିଯୋଗ ହୋଇଛି। ଧାର୍ମିକ ବିଶ୍ୱାସରେ ସେ ଅଣ୍ଡା ଖାଇବେ ନାହିଁ ବୋଲି କହିବା ପରେ ମଧ୍ୟ ଶିକ୍ଷକ ଜଣଙ୍କ ଛାତ୍ରୀ ଜଣକୁ ଅଣ୍ଡା ଖାଇବାକୁ ବାଧ୍ୟ କରିଥିଲେ।…

ସ୍ତ୍ରୀ ରିଲ୍ସ କରୁଥିଲା ବୋଲି ସ୍ବାମୀ କାଟିଦେଲା ଗଳା!

କୋଲକାତା: କୋଲକାତାର ହରିନାରାୟଣପୁରରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ୩୮ ବର୍ଷୀୟ ଜଣେ ବ୍ୟକ୍ତି ନିଜ ୧୭ ବର୍ଷର ପତ୍ନୀଙ୍କୁ ଇନଷ୍ଟାଗ୍ରାମରେ ରିଲ୍ ଭିଡିଓ ପାଇଁ ତାଙ୍କୁ ହତ୍ୟା କରିଛନ୍ତି। ପରକୀୟା ପ୍ରୀତି ସନ୍ଦେହରେ ପତ୍ନୀ ଅପର୍ଣ୍ଣାଙ୍କ ଗଳା କାଟି ହତ୍ୟା କରିଥିବା ସନ୍ଦେହ କରାଯାଉଛି।…

ଚାରି ରାଜ୍ୟ ପାରି ହୋଇ ଓଡ଼ିଶା ଆସିଛି ମହାବଳ ବାଘ

ପାରଳାଖେମୁଣ୍ଡି:ଗଜପତି ଜଙ୍ଗଲରେ ମହାରାଷ୍ଟ୍ରର ମହାବଳ ବାଘ । ୭୫୦ କିମି ଅତିକ୍ରମ କରି ମହାରାଷ୍ଟ୍ରରୁ ଆସିଛି ଓଡ଼ିଶା । ବନ ବିଭାଗ ସୂଚନା ଅନୁଯାୟୀ ବାଘଟି ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ଛତିଶଗଡ ଡେଇଁ ଓଡ଼ିଶାରେ ପହଞ୍ଚିଛି ମହାବଳ । ୭୫୦ କିମି ରାସ୍ତା ଅତିକ୍ରମ କରି ଭାରତର ପଶ୍ଚିମାଞ୍ଚଳ…

ରାୟଗଡାରେ ଆରମ୍ଭ ହେଲା ଲକ୍ଷ୍ମୀ ବସ୍ ସେବା, ଭିଡିଓ କନଫରେସିଂରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ରାୟଗଡା: ଆଜିଠୁ ଆଦିବାସୀ ଅଞ୍ଚଳ ରାୟଗଡାକୁ ଗଡିଲା ଲକ୍ଷ୍ମୀ ବସ୍ । ଜିଲ୍ଲାର ପ୍ରାୟ ୧୧ଟି ବ୍ଲକ୍ ମଧ୍ୟରେ ଏକା ସାଙ୍ଗରେ ୫୨ଟି ବସ୍ ଗଡିଛି । ଭିଡିଓ କନଫରେସିଂ ଜରିଆରେ ଲକ୍ଷ୍ମୀ ବସ୍ ସେବାର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାୟଗଡା ଜିଲ୍ଲାର ୧୧ଟି ବ୍ଲକରେ ମୋଟ…

ଶୀତଦିନେ ଖାଆନ୍ତୁ ଏହି ଶାଗ : ମଧୁମେହ, ହୃଦରୋଗ ଓ ମେଦବହୁଳତାରୁ ମିଳିବ ମୁକ୍ତି

ନୂଆଦିଲ୍ଲୀ : ଶୀତଦିନେ ସାଧାରଣତଃ ଆମେ ବିଭିନ୍ନ ଉପାୟରେ ଆମ ଶରୀରର ଯତ୍ନ ନେଇଥାଉ  । କିଏ ଶରୀରକୁ ସୁସ୍ଥ ରଖିବାକୁ ସତେଜ ପନିପରିବା ଖାଆନ୍ତି ତ ଆଉ କିଏ ବିଭିନ୍ନ ପ୍ରକାର ଫଳକୁ ନିଜ ଖାଦ୍ୟ ପ୍ରଣାଳୀରେ ସାମିଲ କରନ୍ତି । ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଶାଗ ବିଷୟରେ କହିବାକୁ ଯାଉଛୁ ।…

ଆମର ସବୁ ଶ୍ରମିକ ସୁରକ୍ଷିତ ଅଛନ୍ତି , ଖୁବ୍ ଶୀଘ୍ର ପରିବାରକୁ ଫେରିଆସିବେ: ଫାଇଭ୍-ଟି ଅଧ୍ୟକ୍ଷ

ଭୁବନେଶ୍ବର :  ଏହା ମଧ୍ୟରେ ଘଟଣାକୁ ୧୩ଦିନ ପୁରି ଆଜି ୧୪ ଦିନ ଚାଲିଛି  । ହେଲେ ଏବେବି ଟନେଲ୍ ଭିତରେ ଫସି ରହିଛନ୍ତି ୪୧ ଶ୍ରମିକ । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାରକାର୍ଯ୍ୟ ଚାଲିଛି  । ହେଲେ ବାରମ୍ବାର ରେସ୍କ୍ୟୁ ଅପରେସନରେ ବାଧା  ବାଧା ସୃଷ୍ଟି ହେଉଛି ।କେବେ ଘଟିବ ଅପେକ୍ଷାର ଅନ୍ତ ?…

ସପିଂ ମଲରୁ ସନ୍ଦେହଜନକ ଅବସ୍ଥାରେ ଶିଶୁକନ୍ୟା ଉଦ୍ଧାର

ଯାଜପୁର: ପୁଣି ଅଲୋଡା ହେଲେ ଶିଶୁ କନ୍ୟା । ଗତକାଲି ଯାଜପୁର ବ୍ୟାସନଗର ସହରର ଏକ ସପିଂ ମଲରୁ ସନ୍ଦେହଜନକ ଅବସ୍ଥାରେ ଏକ ଶିଶୁକନ୍ୟା ଉଦ୍ଧାର ହୋଇଛି  । ଶିଶୁର ପରିଚୟ ମିଳିନଥିବା ବେଳେ ସ୍ଥାନୀୟ ଅଞ୍ଚଳର ଜଣେ ମହିଳା ଶିଶୁଟିକୁ ଧରି ସପିଂ ମଲରେ ବୁଲୁଥିବାର ଗ୍ରାହକଙ୍କ ନଜରରେ ପଡିଥିଲା ।…

ସାବଧାନ ! ଦଶରଥପୁର ବ୍ଲକରେ ବୁଲୁଛି ବଣୁଆ ହାତୀ

ଯାଜପୁର: ଥମୁନି ହାତୀ ଆତଙ୍କ  । ହାତୀ ମଣିଷ ଲଢେଇ ମଧ୍ୟରେ କେତେବେଳେ ହାତୀର ଜୀବନ ଯାଉଛି ତ କେତେବେଳେ ମଣିଷ ଜୀବନ ହରାଉଛି । ବାରମ୍ବାର ବିଭିନ୍ନ ଅଞ୍ଚଳରୁ ହାତୀ  ଦୌରାତ୍ମର ଖବର ସାମ୍ନାକୁ ଆସୁଛି  । ହେଲେ କହିବାକୁ ଗଲେ ହାତୀ ଘଉଡାଇବାରେ ବନ ବିଭାଗ ସମ୍ପୂର୍ଣ୍ଣ ଫେଲ ମାରିଛି  । ଏହାରି…

କବିତା : ଈଶ୍ୱର

ସଂଘମିତ୍ରା ରାଏଗୁରୁ  ମୁଁ ପ୍ରେମରେ ତୁ ବି ପ୍ରେମରେ ଫରକ ଏତିକି ମୁଁ ଲୁଣରେ ସମୁଦ୍ର ଦେଖେ ତୁ ଲୁଣର ସାନ୍ଦ୍ରତା ମାପୁଥାଉ ସମୁଦ୍ର ଭିତରେ ମୁଁ ଚର୍ଚ୍ଚାରେ ତୁ ବି ଚର୍ଚ୍ଚାରେ ଖବରଠୁ ଖବରକାଗଜ ଯାଏ ଯିଏ ଯେମିତି ଦେଖିଲା ସେଇ ନଜରରେ ପ୍ରେମ ଆଉ ଚର୍ଚ୍ଚା ଚର୍ଚ୍ଚା ଆଉ…

ମହାପଞ୍ଚୁକ ବ୍ରତ: ଆଜି ଆଡକିଆ ବା ତ୍ରିବିକ୍ରମ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୂ

ପୁରୀ : ଆଜି ପବିତ୍ର କାର୍ତିକ ମାସ ଶୁକ୍ଳପକ୍ଷ ତ୍ରୟୋଦଶ ତିଥି  । ଆଜି ପଞ୍ଚୁକର ୩ୟ ଦିନରେ ଆଡକିଆ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୂ । ଏହି ବେଶରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ପ୍ରଭୁ ବଳଭଦ୍ରଙ୍କ ମସ୍ତକରେ  ଚୂଳ ଲାଗି କରାଯାଇଥାଏ । ମାଆ ସୁଭଦ୍ରାଙ୍କ ସମେତ ଦୁଇ ଭାଇଙ୍କ  ମସ୍ତକର ଶୀର୍ଷ…