Latest Odisha News

BREAKING NEWS

Yearly Archives

2023

ଆଜି ‘ନୋ ନନ୍ ଭେଜ ଡେ’, ଜାଣନ୍ତୁ କେଉଁଠି ହେଉଛି ପାଳନ ଓ ଏହାର ପଛର କାରଣ

ଉତ୍ତରପ୍ରଦେଶ: ଆଜି ‘ନୋ ନନ୍ ଭେଜ ଡେ’ । ଉତ୍ତରପ୍ରଦେଶ ସରକାର ଆଜି ସମଗ୍ର ରାଜ୍ୟରେ ନୋ ନନ୍ ଭେଜ ଡେ ପାଳନ କରିବାକୁ ଘୋଷଣା କରିଛନ୍ତି । ତେବେ ବର୍ତ୍ତମାନ ଅନେକଙ୍କ ମଧ୍ୟରେ ପ୍ରଶ୍ନ ଆସୁଥିବ ଯେ କ’ଣ ଏହି ନୋ ନନ୍ ଭେଜ ଡେ । କାହିଁକି ସରକାର ଏପରି ନିଷ୍ପତି ନେଲେ । ତେବେ ଆଜି ହେଉଛି ‘ସାଧୁ…

ଫାଇଟର ଜେଟ ‘ତେଜସ’ ଉଡାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ତେଜସ ଉଡାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ତାଙ୍କର ବେଙ୍ଗାଲୁରସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ(ଏଚଏଏଲ) ଗସ୍ତ ଅବସରରେ ଲଢୁଆ ବିମାନ ତେଜସର ଉଡାଣ ଭରିଥିଲେ । ଏହାକୁ ତାଙ୍କର ଏକ୍ସରେ ସେୟାର କରି ପ୍ରଧାନମନ୍ତ୍ରୀ  ଲେଖିଛନ୍ତି, ‘ଆଜି…

ଶେଷ ହେଲା ସମଲିଙ୍ଗୀ ଅଲିମ୍ପିକ୍ସ

ନୂଆଦିଲ୍ଲୀ: ହଂକଂରେ ଆୟୋଜିତ ହୋଇଥିବା ସମଲିଙ୍ଗୀ ଅଲିମ୍ପିକ୍ସ ଶେଷ ହୋଇଯାଇଛି । ବିଭିନ୍ନ ପ୍ରକାରର ବିରୋଧର ସମ୍ମୁଖୀନ ହେବା ଆୟୋଜକ ଗୋଷ୍ଠୀ ଏହାର ସମାପନ ନେଇ ଆଶ୍ୱସ୍ତି ହୋଇଛନ୍ତି । ଏହି ଅଲିମ୍ପିକ୍ସ ନଭେମ୍ବର ୪ରେ ଆରମ୍ଭ ହୋଇଥିଲା । ୧୯୮୦ରେ ସ୍ୟାନଫ୍ରାନ୍ସିକୋରେ ଏହି ପ୍ରତିଯୋଗିତା…

ସୁଡଙ୍ଗରୁ ବାହାରିବେ ୪୧ ଶ୍ରମିକ, ଉତ୍ତରାଖଣ୍ଡ ଗଲେ ଶ୍ରମମନ୍ତ୍ରୀଙ୍କ ସହ ଉଚ୍ଚସ୍ତରୀୟ ଟିମ୍

ଭୁବନେଶ୍ୱର: ଉତ୍ତରାଖଣ୍ଡରେ ନିର୍ମାଣାଧୀନ ସିଲ୍କିୟାରା ସୁଡଙ୍ଗରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଯେଉଁଥିରେ ଓଡିଶାର ୫ ଶ୍ରମିକ ରହିଛନ୍ତି। ଏବେ ସଂପୃକ୍ତ ଶ୍ରମିକଙ୍କ ପରିବାର ଲୋକଙ୍କୁ ନେଇ ରାଜ୍ୟ ସରକାରଙ୍କ ଶ୍ରମ ମନ୍ତ୍ରୀ ଏବଂ ଏକ ଉଚ୍ଚ ସ୍ତରୀୟ ଟିମ୍…

ଉତ୍ତରକାଶୀ ଟନେଲ ରେସକ୍ୟୁ: ଶେଷ ପର୍ଯ୍ୟାୟରେ ଅଟକିଲା ମେସିନ, ହାତରେ ଖୋଳିବା ପାଇଁ ଯୋଜନା

ଉତ୍ତରକାଶୀ:ଉତ୍ତରକାଶୀ ସିଲକ୍ୟାରା ସୁଡଙ୍ଗରେ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର ଆଶା ଦିନକୁ ଦିନ ଘୁଞ୍ଚିବାରେ ଲାଗିଛି । ବିଭିନ୍ନ ପ୍ରକାର ପ୍ରତିବନ୍ଧକ ଯୋଗୁ ଅପରେଶନ ଅନ୍ତିମ ରୂପ ନେଇ ପାରୁନି । ଆଶା କରାଯାଉଥିଲା ଶୁକ୍ରବାର ସୁଦ୍ଧା ଶ୍ରମିକଙ୍କୁ ବାହାରକୁ ଅଣା ଯାଇପାରିବ । ହେଲେ ପୁଣି…

ଭୟଙ୍କର ଦୁର୍ଘଟଣା, ଘାଟିରେ ଓଲଟିଲା ଗାଡି, ଚାଲିଗଲା ୫ଜଣଙ୍କ ଜୀବନ

ମାଲକାନଗିରି: ମାଲକାନଗିରି ଭୟଙ୍କର ଦୁର୍ଘଟଣା । ହନ୍ତାଳଗୁଡା ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟିପ୍ପର । ଚାଲିଗଲା ୫ଜଣଙ୍କ ଜୀବନ । ଦୁର୍ଘଟଣାରେ ୭ ଶ୍ରମିକ ଗୁରୁତର ଆହତ ହୋଇଥିବା ବେଳେ ସମସ୍ତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ, ଏକ…

ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ପାରାଦୀପ ବନ୍ଦର ଆଗରେ ଶ୍ରମିକଙ୍କ ଧାରଣା

ପାରାଦୀପ: ଦରମା ନମିଳିବା, ଚାକିରୀରୁ ଛଟେଇ ହୋଇଥିବା କର୍ମଚାରୀଙ୍କୁ ପୁନଃନିଯୁକ୍ତି, ଅନ୍ୟାନ୍ୟ ରିହାତି ଦାବିରେ ଶନିବାର ଶତାଧିକ ଶ୍ରମିକ ପାରାଦୀପ ଅନ୍ତର୍ଜାତୀୟ କାର୍ଗୋ ଟର୍ମିନାଲ (ପିଆଇସିଟି) ଫାଟକ ସମ୍ମୁଖରେ ଧାରଣା ଦେଇଛନ୍ତି। ପାରାଦୀପ ବନ୍ଦର ଶ୍ରମିକ ସଂଘ ପକ୍ଷରୁ ଆୟୋଜିତ ଏହି…

ଦୁବାଇ ନେବାକୁ ମନା କରିବାରୁ ସ୍ବାମୀ ମୁହଁକୁ ସ୍ତ୍ରୀ ମାରିଲା ମୁଥ.. ଚାଲିଗଲା ଜୀବନ

ମୁମ୍ବାଇ: ପୁନେରେ ରହୁଥିବା ଜଣେ ୩୬ ବର୍ଷୀୟ ବ୍ୟକ୍ତିଙ୍କର ଶୁକ୍ରବାର ଦିନ ମୃତ୍ୟୁ ଘଟିଛି। ଜନ୍ମଦିନ ପାଳନ ପାଇଁ ଦୁବାଇ ନେବାକୁ ମନା କରିବାରୁ ତାଙ୍କ ପତ୍ନୀ ତାଙ୍କ ମୁହଁରେ ମୁଥ ମାରିଥିଲେ। ନିଖିଲ ଖାନ୍ନା ନାମକ ଏହି ବ୍ୟକ୍ତି ଜଣକ କନଷ୍ଟ୍ରକସନ ବ୍ୟବସାୟ କରୁଥିଲେ। ଦୀର୍ଘ ୬ ବର୍ଷ ହେବ…

ପୂଜକଙ୍କ ଘର ଗ୍ରିଲ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଓ ରୂପା ଲୁଟି ନେଲେ ଦୁର୍ବୃତ୍ତ

ସୋନପୁର: ପୂଜକଙ୍କ ଘରୁ ଗ୍ରିଲ ଓ କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଓ ରୂପା ଅଳଙ୍କାର ଚୋରି କରିନେଇଗଲେ ଚୋର । ସୁବର୍ଣ୍ଣପୁର ସଦର ରାମଜୀ ନଗରରେ ରହୁଥିବା ସୋନପୁର ଥାନା ପୂଜକଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ସୋନପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l…

ମିଡିଲ ଇଷ୍ଟରେ ରହସ୍ୟମୟ ଢ଼ଙ୍ଗରେ ବନ୍ଦ ହୋଇଯାଉଛି ବିମାନର ଜିପିଏସ ସିଗ୍ନଲ

ନୂଆଦିଲ୍ଲୀ: ମିଡିଲ ଇଷ୍ଟ ଆକାଶରେ ରହସ୍ୟମୟ ଢ଼ଙ୍ଗରେ ହଠାତ ବିମାନର ଜିପିଏସ ସିଗ୍ନଲ ବନ୍ଦ ହୋଇଯାଇଛି । ଏହି ଖବର ପ୍ରସାରିତ ହେବା ପରେ ଡିଜିସିଏ ଭାରତୀୟ ଏୟାରଲାଇନ୍ସକୁ ସତର୍କତା ଅବଲମ୍ବନ କରିବା ପାଇଁ ସୂଚନା ଜାରୀ କରିଛି । ଇରାନ ସୀମା ନିକଟରେ ନାଗରିକଙ୍କୁ ନେଇ ଯାଉଥିବା ବିମାନ ଏହି…