Latest Odisha News

BREAKING NEWS

Yearly Archives

2023

ବିଜେପିକୁ ବିଜେଡିର କାଉଣ୍ଟର: କହିଲା,ସୁରେଶ ମହାପାତ୍ରଙ୍କୁ ବିରୋଧ ବିଜେପିର ଡରକୁ ପଦାରେ ପକାଇଛି

ଭୁବନେଶ୍ୱର: ପୂର୍ବତନ ଶାସନ ସଚିବ ସୁରେଶ ମହାପାତ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ଭାବେ ନିଯୁ୍କ୍ତି ଦିଆଯିବା ଘଟଣାକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି-ବିଜେଡି । ଅପାରଗ ପ୍ରଶାସକକୁ ସରକାର ପୁରସ୍କୃତ  କରିଛନ୍ତି ବୋଲି କହି ବିଜେଡିକୁ ବିଜେପି…

ରାଜ୍ୟରେ ୫୦୦ ଡାକଘର ଖୋଲିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି: କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଡାକ ଘର ଆପଣଙ୍କ ସେବା ଘର । ଏହି ସେବାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି କେନ୍ଦ୍ର ସରକାର । ଏଥିପାଇଁ ରାଜ୍ୟରେ ୫୦୦ରୁ ୬୦୦ ଡାକଘର ଖୋଲିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଜି ପୁରୀ ଜିଲ୍ଲା ଦୁର୍ଗାଦାସପୁର ଗ୍ରାମକୁ ଦେଶ…

ଡିପ୍ ଫେକ୍ ଭିଡିଓ ହଟାଇବାକୁ ସୋଶିଆଲ ମିଡିଆ କମ୍ପାନୀକୁ ଆଇଟି ମନ୍ତ୍ରୀଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଡିପ୍ ଫେକ୍ ଭିଡିଓକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚେତାବନୀର ପରେ ସକ୍ରିୟ ହୋଇଛି କେନ୍ଦ୍ର ଆଇଟି ମନ୍ତ୍ରାଳୟ। ସୋସିଆଲ ମିଡିଆକୁ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଚେତାବନୀ ଦେବାକୁ ଯାଇ କହିଛନ୍ତି, ଏହିପରି ଭିଡିଓ ବିପଦ । ତେଣୁ ସୋଶିଆଲ ମିଡିଆ…

ସୁରେଶ ମହାପାତ୍ରଙ୍କ ନିଯୁକ୍ତିକୁ ନେଇ ବର୍ଷିଲା ବିଜେପି; କହିଲା, ଅପାରଗ ପ୍ରଶାସକଙ୍କୁ ପୁରସ୍କାର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ପ୍ରାଇଭେଟ ସେକ୍ରେଟେରି ଭିକେ ପାଣ୍ଡିଆନଙ୍କ ଭିଆରଏସ ପରେ ପୂର୍ବତନ ଶାସନ ସଚିବ ସୁରେଶ ମହାପାତ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ଭାବେ ନିଯୁ୍କ୍ତି ଦିଆଯାଇଛି ।ଏହାକ ନେଇ ବର୍ଷିଛି ବିଜେପି । ଅପାରଗ ପ୍ରଶାସକକୁ ସରକାର ପୁରସ୍କୃତ…

ବ୍ରାଉନ ସୁଗାର ଡିଲ୍ ବେଳେ ମାଡିବସିଲା ପୋଲିସ, ୩ ଗିରଫ

ଭୁବନେଶ୍ୱର: ରାଜଧାନୀରେ ଥମୁନି ଧଳା ଜହର କାରବାର । ପୁଣି ଅଢେଇ ଲକ୍ଷରୁ ଅଧିକ ଟଙ୍କା ମୂଲ୍ୟର ବ୍ରାଉନ ସୁଗାର ଜବତ । ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ଡିଲ ଚାଲିଥିବାବେଳେ ମାଡି ବସିଲା ନୟାପଲ୍ଲୀ ପୋଲିସ । ବିଶେଷ ସୂତ୍ରରୁ ଖବରପାଇ, ବ୍ରାଉନ ସୁଗାର ଜବତ ସମୟରେ ନୂଆପଲ୍ଲୀ…

ରାହୁଲ ଭାଇଙ୍କ ଯୋଗଦାନ ଭୁଲି ହେବନି, ତାଙ୍କ ପାଇଁ କିଛି କରିବାକୁ ଚାହୁଁଛୁ:ରୋହିତ

ଅହମ୍ମଦାବାଦ: ଭାରତୀୟ ପ୍ରଶଂସକଙ୍କ ଆଖିକୁ ନିଦ ନାହିଁ । ତାଙ୍କ ପ୍ରିୟ ଟିମ ଚମତ୍କାର ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଛି । ଅଷ୍ଟ୍ରେଲିଆକୁ ହରାଇ ଟିମଇଣ୍ଡିଆ କିପରି ଟାଇଟଲ ଜିତିବ ସେହି ଗୋଟିଏ ଚିନ୍ତା ସମସ୍ତଙ୍କୁ ଘାରିଛି । ଭାରତୀୟ ଦଳର ପ୍ରଦର୍ଶନ ସେମାନଙ୍କ ମନୋବଳ ବଢ଼ାଇଛି । ଏହି…

ପୁତୁରାର ଜୁଇ ପାଖରେ ଟଳି ପଡିଲେ ବଡବାପା: ଶବ ସହ ଯାଇଥିଲେ, ଶବ ହୋଇ ଫେରିଲେ

କେନ୍ଦ୍ରାପଡା: ପୁତୁରା ହେଲେ ବି ପୁଅଠାରୁ ଥିଲା ଅଧିକ । ଖୁବ ଭଲ ପାଉଥିଲେ । ଯେଉଁ ହାତରେ କୋଳେଇ କାଖେଇ ମଣିଷ କରିଥିଲେ ସେ ହାତରେ ତାର ରକ୍ତାକ୍ତ ଶରୀର ଯେତେବେଳେ ଉଠାଇ ଆଣିଥିଲେ ତାଙ୍କ ଛାତି ଫାଟି ଯାଉଥିଲା  । ତଥାପି ଭଗବାନଙ୍କ ନିର୍ଦ୍ଦେଶକୁ ମାନି ଶେଷକୃତ୍ୟ କରୁଥିଲେ । ହେଲେ…

ଓଡିଶା ଆସିବେ ଦୁଇ କେନ୍ଦ୍ରମନ୍ତ୍ରୀ: ସଂପ୍ରସାରିତ ବାରଣାସୀ-ସମ୍ବଲପୁର ଏକ୍ସପ୍ରେସ ଟ୍ରେନର କରିବେ ଶୁଭାରମ୍ଭ

ଭୁବନେଶ୍ବର: ଓଡିଶା ଗସ୍ତରେ ଦୁଇ କେନ୍ଦ୍ର ମନ୍ତ୍ରୀ । ଆସନ୍ତା ୨୦ ତାରିଖରେ ଓଡିଶା ଆସିବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ସମ୍ବଲପୁର ରେଳ ଷ୍ଟେସନରୁ ବାରଣାସୀ-ସମ୍ବଲପୁର-ବାରଣାସୀ ଦ୍ୱି-ସାପ୍ତାହିକ ଏକ୍ସପ୍ରେସର ବିଶାଖାପାଟନମ୍…

ବିଶ୍ୱକପ ଫାଇନାଲ: ଟସ ହାରିବା ଟିମ ରହିଛି ଫାଇଦାରେ

ଅହମ୍ମଦାବାଦ: ଚଳିତ ଦିନିକିଆ ବିଶ୍ୱକପ କ୍ରିକେଟର ଫାଇନାଲ ମ୍ୟାଚ ରବିବାର ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ । ଉଭୟ ଟିମଙ୍କ ପ୍ରଦର୍ଶନ ବିଚାରକୁ ନେଲେ କିଏ ଜିତିବ ତାର ଭବିଷ୍ୟବାଣୀ କରିବା କଷ୍ଟକର ବ୍ୟାପାର । ତେବେ ଫାଇନାଲ ମ୍ୟାଚରେ ଟସ ହାରିବା ଟିମ ଫାଇଦାରେ ରହିଛି । ଏ ପର୍ଯ୍ୟନ୍ତ…

ସ୍ୱାସ୍ଥ୍ୟସେବାରେ ସାମିଲ ହେଲା ୩୪୯ ନୂଆ ଆମ୍ବୁଲାନ୍ସ

ଭୁବନେଶ୍ୱର:ସ୍ୱାସ୍ଥ୍ୟସେବାରେ ସାମିଲ ହେଲା ୩୪୯ ନୂଆ ଆାମ୍ବୁଲାନ୍ସ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନୂଆ ଆମ୍ବୁଲାନ୍ସକୁ ଆଜି ଲୋକାର୍ପିତ କରିଛନ୍ତି । ଏଥିପାଇଁ ୧୪୮.୪୫ କୋଟି ଟଙ୍କା ବ୍ୟୟ କରାଯାଇଛି । ଏଥିମଧ୍ୟରୁ ୨୭୯ଟି ଆମ୍ବୁଲାନ୍ସ  ୧୦୮ ଫ୍ଳିଟ୍‌ରେ ଯୋଡି ହୋଇଥିବାବେଳେ,…