Latest Odisha News

BREAKING NEWS

Yearly Archives

2023

‘ରେକର୍ଡସଂଖ୍ୟକ ମତଦାନ ଏମପିରେ ପରିବର୍ତ୍ତନ ସ୍ପଷ୍ଟ ସଂକେତ’

ଭୁବନେଶ୍ୱର: ମଧ୍ୟପ୍ରଦେଶରେ ୨୩୦ ବିଧାନସଭା ସିଟରେ ୨୫୩୩ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇଛି। ଏଥର ରେକର୍ଡ ସଂଖ୍ୟକ ମତଦାନ ହୋଇଛି। ଏମପିରେ ମତଦାନ ପ୍ରତିଶତ ୭୬ ରୁ ଅଧିକ ହୋଇଛି। ଯାହାକୁ ନେଇ ଭିନ୍ନ ଭିନ୍ନ ଆକଳନ ହେଉଛି। ଏମପିରେ ବିଜେପି ସରକାର ଥିବାବେଳେ କଂଗ୍ରେସ ଏଠାରେ…

ଦୋସା ଖୁଆଇ, ଚା ପିଇ, ଗ୍ୟାରେଣ୍ଟି ଦେଇ ତେଲେଙ୍ଗାନାରେ ଭୋଟ ନେଇଯିବେ ରାହୁଲ !

ଭୁବନେଶ୍ୱର: ତେଲେଙ୍ଗାନାରେ ବିଜୟ ପାଇଁ ଜୋରଶୋରରେ ଲାଗିପଡିଛି କଂଗ୍ରେସ। ଦଳ ସପକ୍ଷରେ ମାହୋଲ ପ୍ରସ୍ତୁତ କରିବା ସହ ଲୋକଙ୍କୁ ଆକର୍ଷିତ କରିବାରେ କୌଣସି ବି ସୁଯୋଗକୁ ହାତଛଡା କରୁନି ଦଳ। ପୂର୍ବରୁ ତେଲେଙ୍ଗାନାରେ କଂଗ୍ରେସର ସର୍ବୋଚ୍ଚ ନୀତି ନିର୍ଧାରକ କମିଟି ସିଡବ୍ଲୁସିର ବୈଠକ ହେଉ…

କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ହେବ ନବକଳେବର, ଶହେ କୋଟି ପ୍ରକଳ୍ପର ଶିଳନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ

ପୁରୀ: ପୁରୀ ସଦାଶିଵ ସଂସ୍କୃତ ବିଶ୍ୱବିଦ୍ୟାଳୟର ହେବ ନବକଳେବର । ଏଥିପାଁଇ ବିଶ୍ୱବିଦ୍ୟାଳୟ ପରିସରରେ ଉନ୍ନତିକରଣ ନେଇ ୧୦୦ କୋଟି ପ୍ରକଳ୍ପର ଶିଳନ୍ୟାସ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ହୋମ ଯଜ୍ଞରେ ଆହୁତି ଦେଇ ଏହି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି…

ସାଇକୋଲୋଜିକାଲ ଥ୍ରୀଲର ଫିଲ୍ମରେ ପୁନର୍ବାର ଏକତ୍ର ଅଭିନୟ କରିବେ କଙ୍ଗନା-ମାଧବନ

ମୁମ୍ବାଇ: ତନୁ ୱେଡ୍ସ ମନୁ ଯୋଡି କଙ୍ଗନା ରାନାୱତ ଓ ଆର ମାଧବନ ପୁନର୍ବାର ଆଉ ଏକ ପ୍ୟାନ ଇଣ୍ଡିଆ ଫିଲ୍ମରେ ଏକତ୍ର ଅଭିନୟ କରିବାକୁ ଯାଉଛନ୍ତି । କୁଇନ କଙ୍ଗନା ସୋସିଆଲ ମିଡିଆରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଫିଲ୍ମର ନିର୍ଦ୍ଦେଶନା ବିଜୟ ଦେବେ । ଏହା ସମ୍ପୂର୍ଣ୍ଣ ଭାବେ ଏକ ନୂତନ ଧରଣର…

ନଭେମ୍ବର ୨୬ରେ ଓଡିଶା ପୋଲିସ ଏସଆଇ ପରୀକ୍ଷା, ୱେବସାଇଟ୍‌ରେ ଉପଲବ୍ଧ ହେଲା ଆଡମିଟ୍ କାର୍ଡ

ଭୁବନେଶ୍ବର: ଓଡିଶା ପୋଲିସ ସବ-ଇନ୍ସପେକ୍ଟର ପରୀକ୍ଷା-୨୦୨୧ ଆସନ୍ତା ୨୬ ତାରିଖ ରବିବାର ଓଡିଶାର ସମସ୍ତ ଜିଲ୍ଲାରେ ଅନୁଷ୍ଠିତ ହେବ । ଉକ୍ତ ପରୀକ୍ଷା ନିମନ୍ତେ ଯୋଗ୍ୟ ପ୍ରାର୍ଥୀମାନେ ସେମାନଙ୍କ ପ୍ରବେଶ ପତ୍ର(ଆଡମିଟ୍ କାର୍ଡ) ଓଡ଼ିଶା ପୋଲିସ ୱେବସାଇଟ http://odishapolice.gov.in ରେ ରେ…

ଡିସେମ୍ବର ୩୧ରେ ଅବସର ନେବେ ଡିଜି ସୁନୀଲ ବଂଶଲ

ଭୁବନେଶ୍ବର: ପୋଲିସ ଡିଜି ସୁନୀଲ ବଂଶଲଙ୍କୁ ଅବସର ଅନୁମତି ମିଳିଛି । ଡିସେମ୍ବର ୩୧ ତାରିଖରେ ସେ  ଅବସର ଗ୍ରହଣ କରୁଛନ୍ତି। ରାଜ୍ୟସରକାର ତାଙ୍କୁ ସରକାରୀ ଚାକିରିରୁ ଅବସର ନେବା ଲାଗି ଅନୁମତି ଦେଇଛନ୍ତି । ଗୃହ ବିଭାଗ ପକ୍ଷରୁ ଏ ନେଇ ଏକ  ବିଜ୍ଞପ୍ତି ପ୍ରକାଶ ପାଇଛି । ୧୯୮୭ ବ୍ୟାଚର…

‘ରାଜସ୍ଥାନରେ କଂଗ୍ରେସ ହଟିବ, ଭ୍ରଷ୍ଟାଚାର ଦୂର ହେବ’

ଜୟପୁର: ରାଜସ୍ଥାନରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଜୋରସୋରେ ଚାଲିଛି ନିର୍ବାଚନୀ ପ୍ରଚାର । ନିର୍ବାଚନ ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭରତପୁରରେ ପହଞ୍ଚିଛନ୍ତି । ଏହି ସମୟରେ ବିଜୟ ସଙ୍କଳ୍ପ ସଭାକୁ ସମ୍ବୋଧିତ କରିବାବେଳେ ସେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ…

ବଲାଙ୍ଗୀରରେ ଦୁଇଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ବଲାଙ୍ଗୀରରେ ଦୁଇଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଏହି ପ୍ରକଳ୍ପ ଦୁଇଟି ହେଉଛି ସୁନଗଡ ନଦୀରେ ସିକୁଆଁ ପ୍ରକଳ୍ପ ଓ ଅଙ୍ଗ ନଦୀରେ କୁଟସିଙ୍ଘା ନଦୀଗର୍ଭ ଜଳାଶୟ ପ୍ରକଳ୍ପ । ସିକୁଆଁ ପ୍ରକଳ୍ପ ପାଇଁ  ୪୯ କୋଟି ଏବଂ…

କ୍ରମାଗତ ୩ଟି ବିଶ୍ୱକପରେ ଆୟୋଜକ ଦେଶ ହୋଇଛି ଚାମ୍ପିୟନ

ଅହମ୍ମଦାବାଦ: ଟିମ ଇଣ୍ଡିଆ ଘରୋଇ ପରିବେଶରେ ଆୟୋଜିତ ହେଉଥିବା ବିଶ୍ୱକପ କ୍ରିକେଟର ଫାଇନାଲରେ ପ୍ରବେଶ କରିଛି । ରବିବାର ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟାଇଟଲ ମୁକାବିଲା ହେବ । ୨୦୧୧, ୨୦୧୫ ଓ ୨୦୧୯ରେ ଆୟୋଜକ ଦେଶ ଚାମ୍ପିୟନ ହୋଇଥିବାରୁ ଭାରତ ଆଶା ମଜଭୁତ ହୋଇଛି । ୨୦୧୧ରେ ଭାରତ, ୧୫ରେ…

ରାଜାରାଣୀ ଶାସ୍ତ୍ରୀୟ ସଙ୍ଗୀତ ଉତ୍ସବ- ୨୦୧୩ ଉଦ୍‌ଯାପିତ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆୟୋଜିତ ତ୍ରିଦିବସୀୟ ରାଜାରାଣୀ ଉତ୍ସବ ଉଦ୍ଯାପିତ ହୋଇଯାଇଛି । ଅନୁଜା ତାରିଣୀ ମିଶ୍ରଙ୍କସଂଯୋଜନାରେ ଆୟୋଜିତ ଏହି ଉଦ୍‌ଯାପନୀ ସନ୍ଧ୍ୟାରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ସଭାପତି ଗୁରୁ ଅରୁଣା ମହାନ୍ତି, ଉକ୍ରଳ…