Latest Odisha News

BREAKING NEWS

Yearly Archives

2023

ମା’ ହେଲେ ଆଶ୍‌କା, ପୁଅର ପ୍ରଥମ ଝଲକ କଲେ ସେୟାର

ବମ୍ବେ: ମା’ ହେଲେ ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ଆଶ୍‌କା ଗୋରାଡିଆ । ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ଆଶ୍‌କାଙ୍କ ସ୍ୱାମୀ ବ୍ରେଣ୍ଟ ଗୋବେଲ ପୁଅର ପ୍ରଥମ ଝଲକ୍ ସହ ଫଟୋ ସେୟାର କରିଛନ୍ତି । ଏ ନେଇ ଜଣାପଡ଼ିବା ପରେ ଆଶ୍‌କାଙ୍କ ପ୍ରଶଂସକମାନେ ତାଙ୍କୁ ଶୁଭେଚ୍ଛା ଓ ଶୁଭକାମନା…

ଜିଭରେ ବିରାଟ କୋହଲିଙ୍କ ଛବି ଆଙ୍କିଲେ ଯୁବକ

ଆଜିକାଲି ଦିନକୁ ଦିନ କ୍ରିକେଟ୍‌ର କେଜ୍ ବଢିବାରେ ଲାଗିଛି । ସେଥିପାଇଁ ସମସ୍ତେ ନିଜ ପସନ୍ଦର କ୍ରିକେଟରଙ୍କୁ ଫଲୋ କରନ୍ତି । କିନ୍ତୁ ବେଳେବେଳେ ଲୋକମାନେ ନିଜ ପ୍ରିୟ ଖେଳାଳିଙ୍କ ପାଇଁ ଏପରି କିଛି କରନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ । ସୋସିଆଲ ମିଡିଆରେ ଏବେ ଏମିତି ଏକ ଭିଡିଓ…

ବେଲ୍ ମିଳିବାରୁ ଜେଲ ଭିତରେ ନାଗିନ୍ ଡ଼୍ୟାନ୍ସ କରିଥିଲେ ରିୟା

ନୂଆଦିଲ୍ଲୀ: ଜେଲ ଏମିତି ଏକ ସ୍ଥାନ ଯେଉଁଠି ସୋସାଇଟି ଆପଣଙ୍କୁ ଗ୍ରହଣ କରିବାକୁ ମନା କରିଦେଲେ ସେଠାରେ ହିଁ ରହିବାକୁ ପଡ଼ିଥାଏ । ମୁଁ ଜେଲରେ ରହିବା ସମୟରେ ସେଠାରେ ମୋର ବିଭିନ୍ନ ପ୍ରକାର କଏଦୀଙ୍କ ସହିତ ଭେଟ ହୋଇଥିଲା । ମୋ ଭଳି ସେଠାରେ ଏମିତି ଅନେକ ମହିଳା କଏଦୀ ଥିଲେ ଯେଉଁମାନେ ବିନା…

ବୁଲା କୁକୁରକୁ ମିଳିଲା ନୂଆ ପରିଚୟ, ଯିବ ନେଦରଲ୍ୟାଣ୍ଡ

ଉତ୍ତର ପ୍ରଦେଶ : ଉତ୍ତରପ୍ରଦେଶର ବାରାଣସୀରେ ରାସ୍ତାରେ ବୁଲୁଥିବା ଏକ ବୁଲା କୁକୁରର ଭାଗ୍ୟ ବଦଳିଯାଇଛି । ତାକୁ ମିଳିଛି ନୂଆ ପରିଚୟ । ଏବେ ସେ ଭାରତ ଛାଡ଼ି ନେଦରଲ୍ୟାଣ୍ଡ ଯିବାକୁ ପୁରା ପ୍ରସ୍ତୁତ ହୋଇସାରିଛି । ତାପାଇଁ ଉପଯୁକ୍ତ ଭିଜା ଏବଂ ପାସପୋର୍ଟ ପ୍ରସ୍ତୁତ ହୋଇସାରିିଛିି । ଏହାର ଏକ…

ମାର୍କରାମଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ: ସଂଘର୍ଷ କରି ଦକ୍ଷିଣ ଆଫ୍ରିକା ନିକଟରୁ ହାରିଲା ପାକିସ୍ତାନ

ଚେନ୍ନାଇ: ଚଳିତ ବିଶ୍ୱକପ କ୍ରିକେଟରେ ଶୁକ୍ରବାର ଏକ ରୋମାଂଚକ ମୁକାବିଲାରେ ଦକ୍ଷିଣ ଆଫ୍ରିକା ୧ ୱିକେଟରେ ପାକିସ୍ତାନକୁ ପରାସ୍ତ କରିଛି । ୨୭୧ ରନର ଲକ୍ଷ୍ୟକୁ ଦକ୍ଷିଣ ଆଫ୍ରିକା ୪୭.୨ ଓଭରରେ ୯ ୱିକେଟ ହରାଇ ହାସଲ କରିଥିଲେ । ଆଇଡେନ ମାର୍କରାମ ୯୧ ରନର ଆକର୍ଷଣୀୟ ଇନିଂସ ଖେଳିଥିଲେ । ସେ ଆଉଟ…

ଜାତୀୟ କ୍ରୀଡା: ପ୍ରଣତିଙ୍କୁ ୨ଟି ସ୍ୱର୍ଣ୍ଣ, ଓଡିଶାକୁ ୬ ପଦକ

ଭୁବନେଶ୍ୱର: ଗୋଆରେ ଚାଲିଥିବା ଜାତୀୟ କ୍ରୀଡାରେ ଓଡିଶା ଆଥଲେଟମାନେ ପ୍ରଶଂସନୀୟ ପ୍ରଦର୍ଶନ ଜାରୀ ରଖିଛନ୍ତି । ଶୁକ୍ରବାର ଜିମ୍ନାଷ୍ଟ ପ୍ରଣତୀ ନାୟକ ୨ଟି ସ୍ୱର୍ଣ୍ଣ ସହ ଓଡିଶା ୬ ପଦକ ହାସଲ କରିଛି । ଓଡିଶାର ମହିଳା ରଗବୀ ଟିମ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ତପନ ମହାନ୍ତି ଜିମ୍ନାଷ୍ଟିକ୍ସରେ…

୫ମ ଥର ପାଇଁ ‘କ୍ରୁଟ’କୁ ମିଳିଲା ଜାତୀୟ ଉତ୍କର୍ଷ ପୁରସ୍କାର

ଭୁବନେଶ୍ବର: ପୁଣି ଥରେ କ୍ରୁଟକୁ ମିଳିଲା ଜାତୀୟ ଉତ୍କର୍ଷ ପୁରସ୍କାର । ଏହାକୁ ମିଶାଇ କ୍ରମାଗତ ଭାବେ ୫ମ ଥର ପାଇଁ ଏହି ପୁରଷ୍କାର ହାତେଇଛି 'କ୍ରୁଟ' । ଶ୍ରେଷ୍ଠ ସହରୀ ପରିବହନ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ 'ମୋ ବସ୍‌' ସେବା ଯୋଗାଉଥିବା କ୍ୟାପିଟାଲ ରିଜିଅନ୍‌ ଅର୍ବାନ…

ସୟେଦ ମୁସ୍ତାକ ଅଲୀ ଟ୍ରଫି: ଶେଷ ମ୍ୟାଚରେ ବିଜୟ ସତ୍ୱେ ନକଆଉଟ ପର୍ଯ୍ୟାୟକୁ ଉନ୍ନୀତ ହୋଇପାରିଲାନି ଓଡିଶା

ମୁମ୍ବାଇ: ସୟେଦ ମୁସ୍ତାକ ଅଲୀ ଟ୍ରଫିର ଶେଷ ଲିଗ ମ୍ୟାଚରେ ବିଜୟ ହାସଲ କରିଥିଲେ ମଧ୍ୟ ଓଡିଶା ନକଆଉଟ ପର୍ଯ୍ୟାୟକୁ ଉନ୍ନୀତ ହେବାରେ ବିଫଳ ହୋଇଛି । ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ଓଡିଶା ୧୭ ରନରେ ଚଣ୍ଡୀଗଡକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଓଡିଶା ୨୦ ଓଭରରେ ୭ ୱିକେଟ ବିନିମୟରେ…

ମାଟି କଳସ ଯାତ୍ରାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ନୂଆଦିଲ୍ଲୀରେ ପ୍ରତିଷ୍ଠା ହେବ ଅମୃତ ବାଟିକା

ଭୁବନେଶ୍ୱର: ଘଣ୍ଟ, ବାଦ୍ୟ, ଶଙ୍ଖ, ମହୁରୀ ଆଦି ବାଦ୍ୟ ଯନ୍ତ୍ର ଶବ୍ଦର ପ୍ରକମ୍ପନ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟସ୍ତରୀୟ ‘ମେରି ମାଟି ମେରା ଦେଶ’ କାର୍ଯ୍ୟକ୍ରମ ଅବସରରେ ‘ମାଟି କଳସ ଯାତ୍ରା’ର ଶୁଭାରମ୍ଭ କରିଛନ୍ତି। ଦେଶ ତଥା ରାଜ୍ୟର ସବୁ ପଞ୍ଚାୟତରୁ ସଂଗୃହିତ ପବିତ୍ର…

‘ମୋର ମାଟି ମୋର ଦେଶ’ ପ୍ରଚାର ପାଇଁ ଅମୃତ କଳସ ଯାତ୍ରା ସ୍ୱତନ୍ତ୍ର ଟ୍ରେନର ଶୁଭାରମ୍ଭ

ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମଶୀଳତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨୮ ଅକ୍ଟୋବରରେ ଭୁବନେଶ୍ୱରରୁ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ଅମୃତ କଳସ ଯାତ୍ରା ସ୍ୱତନ୍ତ୍ର ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିବେ। ଏହି ଟ୍ରେନ୍ ଦେଶର ରାଜଧାନୀ ନୂଆଦିଲ୍ଲୀକୁ…