୨୦୨୪ ନିର୍ବାନନ ପାଇଁ ଗଡ଼ ସଜାଡୁଛି କଂଗ୍ରେସ: ତିନି ରାଜ୍ୟରେ ପରାଜୟ ପରେ ଏବେ ଆସଛି ବଡ ପରିବର୍ତ୍ତନ
ଭୁବନେଶ୍ୱର: ପାଗ ଭିଡୁଛି କଂଗ୍ରେସ । ତିଆରି କରିଛି ନୂଆ ରଣନୀତି । ୨୦୨୪ ମୁକାବିଲା ପାଇଁ ହେଉଛି ସଜବାଜ । ଏକାଧିକ ରାଜ୍ୟରେ ବଦଳାଇଛି ପ୍ରଭାରୀ । ଓଡ଼ିଶା ବି ସେଥିରୁ ବାଦ ଯାଇନି । ପ୍ରଦେଶ କଂଗ୍ରେସ ନେତା ଦିଲ୍ଲୀରୁ ଫେରିବାର ଗୋଟିଏ ଦିନ ପରେ ହୋଇଛି ଏପରି ପରିବର୍ତ୍ତନ ।…