Latest Odisha News

BREAKING NEWS

Yearly Archives

2023

ଭାରତର ଏହି ସ୍ଥାନରେ ଖୁବ୍ ଧୁମଧାମରେ ପାଳନ କରାଯାଏ ଖ୍ରୀଷ୍ଟମାସ୍, ଆପଣ ମଧ୍ୟ ଚାହିଁଲେ ହୋଇପାରିବେ ସାମିଲ

ଭୁବନେଶ୍ଵର: ଶାନ୍ତି, ପ୍ରେମ ଓ ଖୁସିର ବାର୍ତ୍ତା ନେଇ ପ୍ରତିବର୍ଷ ୨୫ ଡିସେମ୍ବରରେ ମେରୀ ଖ୍ରୀଷ୍ଟମାସ ପାଳନ କରାଯାଏ । ପ୍ରତିବର୍ଷ ପ୍ରଭୁ ଯୀଶୁଙ୍କ ଜନ୍ମଦିନରେ ସାଣ୍ଟା କ୍ଲଜ୍ ମଧ୍ୟ ଖୁସି ବଣ୍ଟନ କରନ୍ତି ଏବଂ ପିଲାମାନଙ୍କୁ ଉପହାର ଦିଅନ୍ତି । ଲମ୍ବା ଧଳା ଦାଢ଼ି, ନାଲି ପୋଷାକ, ହାତରେ…

ସାଂସ୍କୃତିକ ନୃତ୍ୟର ତାଳେ ତାଳେ ଝୁମୁଛନ୍ତି ଗୁଣୁପୁରବାସୀ, ଚଇତି ଇଡିତାଲର ପ୍ରଥମ ଦିନରେ ଯୋଗ ଦେଲେ ଆଦିବାସୀ ମନ୍ତ୍ରୀ…

ରାୟଗଡା: ଗୁଣୁପୁର ସଦର ଚଇତି ମଣ୍ଡପରେ ଚାଲିଛି ରାୟଗଡା ଜିଲ୍ଲାର ଲୋକ ମହୋତ୍ସବ ଚଇତି ଇଡିତାଲ । ମନ ମୋହୁଛି ରଙ୍ଗ ବେରଙ୍ଗର ଆଲୋକମାଳା ସହ ସାଂସ୍କୃତିକ କାର୍ଯ୍ୟକ୍ରମ । ସାଂସ୍କୃତିକ ନୃତ୍ୟର ତାଳେ ତାଳେ ଝୁମୁଛନ୍ତି ଗୁଣୁପୁରବାସୀ । ଲୋକମହୋତ୍ସବ ଚଇତି ଇଡିତାଲର ପ୍ରଥମ ଦିନରେ ଯୋଗ ଦେଇଥିଲେ…

ରେକର୍ଡ ଭାଙ୍ଗିଲା ସଲାର , ଜାଣନ୍ତୁ ପ୍ରଥମ ଦିନର ପୁରା କଲେକସନ୍

ମୁମ୍ବାଇ: ଦୀର୍ଘ ଦିନର ଅପେକ୍ଷାର ଅନ୍ତ ଘଟିଛି। ଗତକାଲି ବଡ ପରଦାରେ ରିଲିଜ ହୋଇଛି ସୁପରଷ୍ଟାର ପ୍ରଭାସଙ୍କ ଅଭିନୀତ ସାଲାର ଫିଲ୍ମ । ଏହି ଚଳଚିତ୍ରର କ୍ରେଜ୍ ସାରା ବିଶ୍ବରେ ଦେଖାଯାଉଛି । ଆଡଭାନ୍ସ ବୁକିଂରେ ଶାହାରୁଖଙ୍କ ଡଙ୍କିକୁ ପଛରେ ପକାଇ ଦେଇଛି ପ୍ରଭାସଙ୍କ ସଲାର୍  । ପ୍ରଥମ ଦିନରେ…

ପୁଣି ଫେରିବ କି ଲକଡାଉନ, ଓଡିଶାରୁ ଚିହ୍ନଟ ହେଲେ ଜଣେ କୋଭିଡ ଆକ୍ରାନ୍ତ

ଭୁବନେଶ୍ଵର: ଦେଶରେ ଉତ୍କଟ ହେଉଛି କରୋନା ସମସ୍ୟା । ଦେଶରେ ବଢ଼ୁଥିବା କରୋନା ସଂକ୍ରମଣ ନଜରରେ ରଖି ପୁଣି ଥରେ ଲକଡାଉନ ଭଳି ସମସ୍ୟା ଦେଖାଦେବା ନେଇ ସନ୍ଦେହ ଉପୁଜିଛି । ଏକ ମାସ ମଧ୍ୟରେ ସାରା ବିଶ୍ୱରେ ୮.୫ ଲକ୍ଷ ନୂଆ ମାମଲା ରିପୋର୍ଟ ପ୍ରକାଶ ପାଇଛି । ଏନେଇ ଚିନ୍ତା ପ୍ରକଟ କରିଛି WHO ।…

ଓଜନ କମାଇବ : ରୋଗ ପ୍ରତିରୋଧକ ଶକ୍ତି ବି ବଢାଇବ

ନୂଆଦିଲ୍ଲୀ : ଶୀତଦିନେ ସାଧରଣତଃ କୋବି ବଜାରରେ ବହୁଳ ପରିମାଣରେ ଉପଲବ୍ଧ ହୋଇଥାଏ  । କୋବି ଖାଇବାକୁ ପ୍ରାୟ ସମସ୍ତେ ଭଲ ପାଆନ୍ତି । ଆମେ ଏହାକୁ ଅନେକ ଉପାୟରେ ଖାଇଥାଉ  । କେହି ଏହାକୁ ଭାଜି କରି ଖାଇଥାନ୍ତି ତ , କେହି ଏହାକୁ ତରକାରୀ କରି ଖାଆନ୍ତି  । ଆସନ୍ତୁ ଜାଣିବା ଏହା ଆମ…

ୟୁଟ୍ୟୁବରଙ୍କ ସହ ପାଣ୍ଡିଆନଙ୍କ ଶ୍ରୀମନ୍ଦିର ପରିଦର୍ଶନକୁ ନେଇ ସୋସିଆଲ ମିଡିଆରେ ବିଜେଡି-ବିଜେପିର ବ୍ଲେମଗେମ: କାମିୟା…

ଭୁବନେଶ୍ୱର: ପୁରୀ ଜଗନ୍ନାଥ ମନ୍ଦିରରେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର କାମିଆ ଜାନିଙ୍କୁ ନେଇ  ବିଜେଡି ନେତା  ପାଣ୍ଡଆନ ପ୍ରବେଶ କରିବା ଏବଂ ଏହାର ଭିଡିଓ ସୁଟ କରି ଭାଇରାଲ କରିବା ଘଟଣାକୁ ନେଇ ଆରମ୍ଭ ହୋଇଛି ବିବାଦ । ସୋସିଆଲ ମିଡିଆରେ ବିଜେଡି-ବିଜେପି ମଧ୍ୟରେ ଆରମ୍ଭ ହୋଇଛି ବ୍ଲେମ ଗେମ…

ନନ୍ଦନକାନନରେ ୪ ନୂଆ ଅତିଥି: ଡିସେମ୍ବର ୨୯ ପ୍ରତିଷ୍ଠା ଦିବସରେ ଦେଖିପାରିବେ ପର୍ଯ୍ୟଟକ

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଲେ ୪ ନୂଆ ଅତିଥି । ଦୁଇଟି ଓ୍ବାଲାବି ଏବଂ ପ୍ରଥମଥର ଦୁଇଟି ଲିଭିଂ ଷ୍ଟୋନ୍ ଟୁରାକୋ ଆସିଲେ । ଦୀର୍ଘ ୩୫ ବର୍ଷ ପରେ ଆସିଛନ୍ତି ଦୁଇଟି ୱାଲାବି। ସେମାନଙ୍କ ମଧ୍ୟରୁ ଗୋଟିଏ…

୧୦ ଡିଗ୍ରୀ ତଳେ ୧୦ ସହର : ୫.୮ ଡିଗ୍ରୀ ସହ ଜି.ଉଦୟଗିରି ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରୀ ।  ପ୍ରବଳ ଜାଡ଼ରେ ଥରୁଛନ୍ତି ଓଡିଶାବାସୀ  । କହିବାକୁ ଗଲେ ପୁରା ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି  । ସକାଳ ୧୦ଟା ନହେଲେ ଘରୁ ବାହାରିବା ବି ମୁସ୍କିଲ ହୋଇପଡୁଛି । ଘରୁ ପାଦ କାଢିଲେ ଲୋଡା ପଡୁଛି ଶୀତ ବସ୍ତ୍ର । ଶୀତରୁ ରକ୍ଷା ପାଇବା…

ଜାମ୍ମୁ କାଶ୍ମୀରର ଦୁଇଟି ଜିଲ୍ଲାରେ ମୋବାଇଲ ଇଣ୍ଟରନେଟ୍ ସେବା ବନ୍ଦ

ପୁଞ୍ଚ: ଜାମ୍ମୁ କାଶ୍ମୀରର ଦୁଇଟି ଜିଲ୍ଲାରେ ମୋବାଇଲ ଇଣ୍ଟରନେଟ୍ ସେବା ବନ୍ଦ । ପୁଞ୍ଜ ଏବଂ ରଜୌରୀରେ ମୋବାଇଲ ଇଣ୍ଟରନେଟ୍ ସେବାକୁ ବନ୍ଦ କରାଯାଇଛି । ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ୍ ପାଇଁ ଏଭଳି କରାଯାଇଥିବା ସୂଚନା ମିଳିଛି । ପୁଞ୍ଜରେ ୪ଜଣ ଯବାନ ସହିଦ ହେବା ପରେ କଡାକଡି ଭାବେ…

ଭାଷା ଭାଗବତ : ବିଲୁପ୍ତ ହେବା ଭୟ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଲିପିକୁ ସୁଦୃଶ୍ୟ, ସରଳ କରିବା ପାଇଁ ହେଲା ବେଳ ନ ହେଲେ ଏବେ ହିଁ ସକ୍ରିୟ ଅଛି ବିଲୁପ୍ତ ହେବା ଭୟ କେବଳ ସାହିତ୍ୟ ଲିଖନ ବଳରେ ଭାଷାର ଉତ୍‌ଥାନ ହେବାର ନାହିଁ ସଂଭାବନା ଏହି ବିଷୟ ହେଉ ଘେନା …