Latest Odisha News

BREAKING NEWS

Yearly Archives

2023

ଡ୍ୟାମରେ ଗାଧୋଇବା ବେଳେ ବୁଡିଯାଇ ନାବାଳକର ମୃତ୍ୟୁ

ନୂଆପଡ଼ା: ଗୁରୁବାର ନୂଆପଡା ଜିଲ୍ଲାରେ ଏକ ଡ୍ୟାମରେ ଗାଧୋଇବା ବେଳେ ଜଣେ ନାବାଳକଙ୍କ ମୃତଦେହ ବୁଡ଼ି ଯାଇଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ଜିଲ୍ଲାର ଖରିଆର ଥାନା ଅନ୍ତର୍ଗତ ଗୋଇମୁଣ୍ଡି ଗ୍ରାମର ଟୁଟୁ ବାନାଛଡ଼ା (୧୪) ନାମକ ଜଣେ ନାବାଳକ ଆଜି ସକାଳେ ତଳ ଇନ୍ଦ୍ରା ଡ୍ୟାମର…

ମଦ ପିଇ ସ୍କୁଲ ଆସୁଥିଲେ, ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ନିଶାସକ୍ତ ଅବସ୍ଥାରେ ସ୍କୁଲ ଯାଉଥିବା ଅଭିଯୋଗରେ ଜଣେ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି। ଜିଲ୍ଲାର ବୁରବିନାଜୁସ୍ଥିତ ସରକାରୀ ୟୁପି ସ୍କୁଲରେ ଶିକ୍ଷକ ଭାବେ କାର୍ଯ୍ୟରତ ଥିବା ଅଶ୍ୱିନୀ କୁମାର ନାୟକ ୪ ମାସ ତଳେ ଟିକାବାଲି ବ୍ଲକ୍ ଅନ୍ତର୍ଗତ…

ଦିଲ୍ଲୀ ପୋଲିସର ଏକ ଟିମ୍‌ ଉପରେ ଗ୍ରେନେଡ୍‌ ଆକ୍ରମଣ ଉଦ୍ୟମ, ଧରାପିଡିଲେ ଡଲା ଗ୍ୟାଙ୍ଗର ୨ ଶୁଟର

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସର ଏକ ଟିମ୍‌ ଉପରେ ଗ୍ରେନେଡ୍‌ ଆକ୍ରମଣ ଉଦ୍ୟମ। ଧରାପିଡିଲେ ଡଲା ଗ୍ୟାଙ୍ଗର ଦୁଇ ଶୁଟର। ସୂଚନା ଅନୁସାରେ ରାଜଧାନୀରେ ବୁଧବାର ରାତିରେ ଏନ୍‌କାଉଣ୍ଟର ବେଳେ ପୋଲିସ ଉପରକୁ ଗ୍ରେନେଡ୍‌ ମାଡ଼ ଉଦ୍ୟମ ହୋଇଥିଲା। ତେବେ ଏହି ଘଟଣାରେ କାନାଡାର ଗ୍ୟାଙ୍ଗ୍‌ଷ୍ଟର ଆର୍ଶ ଡଲା…

ଗଣ୍ଠିବାତରୁ ମୁକ୍ତି ପାଇଁ ଜୀବନଶୈଳୀରେ ପରିବର୍ତ୍ତନ ଜରୁରୀ: କିମ୍‌ସ ବିଶେଷଜ୍ଞ

ଭୁବନେଶ୍ୱର : ଆର୍ଥ୍ରାଇଟିସ୍ ବା ଗଣ୍ଠିବାତ ରୋଗରୁ ମୁକ୍ତି ପାଇବା ପାଇଁ ଜୀବନ ଶୈଳୀରେ ପରିବର୍ତ୍ତନ ଆଣିବା ଜରୁରୀ । ଏହି ରୋଗରେ ଆକ୍ରାନ୍ତ ରୋଗୀମାନେ ପର୍ଯ୍ୟାପ୍ତ ଆରାମ ନେବା ସହ ନିୟମିତ ବ୍ୟାୟ୍ୟାମ ଓ ଦୈନନ୍ଦିନ ଚାପମୁକ୍ତ ଜୀବନ ଯାପନ କରିବା ଉଚିତ୍ । ସୁସ୍ଥ ରହିବା ପାଇଁ ପୁଷ୍ଟିକର…

ଦକ୍ଷିଣ ଆଫ୍ରିକା ନିକଟରୁ ଅଷ୍ଟ୍ରେଲିଆର ଶୋଚନୀୟ ପରାଜୟ

ଲକ୍ଷ୍ନୌ: ଚଳିତ ବିଶ୍ୱକପ କ୍ରିକେଟରେ ଗୁରୁବାର ଦକ୍ଷିଣ ଆଫ୍ରିକା ୧୩୪ ରନରେ ଶୋଚନୀୟ ଭାବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି । ଅଷ୍ଟ୍ରେଲିଆ କ୍ରମାଗତ ୨ଟି ମ୍ୟାଚରେ ପରାଜିତ ହୋଇଥିବା ବେଳେ ଦକ୍ଷିଣ ୨ଟି ମ୍ୟାଚରେ ବିଜୟୀ ହୋଇଛି । ଭାରତ ବିପକ୍ଷରେ ଅଷ୍ଟ୍ରେଲିଆ ପରାଜିତ ହୋଇଥିଲା । ଦକ୍ଷିଣ…

ପୋଷାକ କଟକଣା; ଏହି ସବୁ ଡ୍ରେସରେ ଗଲେ ଶ୍ରୀମନ୍ଦିରକୁ ମିଳିବ ପ୍ରବେଶ ଅନୁମତି

ପୁରୀ: "ଶାଳୀନତାପୂର୍ଣ୍ଣ ପୋଷାକ" କ'ଣ ? ଗତ କିଛି ଦିନ ହେବ ଶାଳୀନତାପୂର୍ଣ୍ଣ ପୋଷାକ ଉପରେ ବେଶ୍ ଚର୍ଚ୍ଚା ଚାଲିଥିଲା। ଶ୍ରୀମନ୍ଦିରକୁ ଯାଉଥିବା ଭକ୍ତ କେଉଁ ପୋଷାକ ପିନ୍ଧିବେ ସେନେଇ ଆଲୋଚନା ଜୋର ଧରିଥିଲା। ତେବେ ଆଜି ଏହି ଦୂର ହେଲା ଦ୍ୱନ୍ଦ। କାରଣ ଭକ୍ତଙ୍କ ଲାଗି ସ୍ଥିର ହୋଇଛି ଡ୍ରେସ…

ହମାସ କବଳରେ ପଡିବା ବଦଳରେ ଝିଅର ମୃତ୍ୟୁ ଖବର ଶୁଣି ଖୁସୀ ହେଲେ ଇସ୍ରାଏଲର ଜଣେ ହତଭାଗା ବାପା

ନୂଆଦିଲ୍ଲୀ: ବାପା ମାଆ ନିଜ ସନ୍ତାନକୁ ଜୀବନଠାରୁ ବଳି ଭଲ ପାଇଥାନ୍ତି । କେବେ ଆପଣ ଚିନ୍ତା କରିଛନ୍ତି କି ଜଣେ ବାପା ତାର ୮ ବର୍ଷୀୟ ଝିଅର ମୃତ୍ୟୁ ଖବର ଶୁଣି ଖୁସି ହେବ । ନାଁ.... । ଏହି ଘଟଣା ଇସ୍ରାଏଲରେ ଘଟିଛି । ହମାସ ଆତଙ୍କବାଦୀମାନେ ଇସ୍ରାଏଲ ସୀମାରେ ପ୍ରବେଶ କରି ରଚିଥିଲେ ନାରକୀୟ…

ଗୁଗୁଲରେ ଭୁଲରେ ବି କରନ୍ତୁ ନାହିଁ ଏଭଳି ସର୍ଚ୍ଚ, ଯାଇପାରନ୍ତି ଜେଲ !

ନୂଆଦିଲ୍ଲୀ: ଆଜିକାଲି ମନରେ ଯେକୌଣସି ପ୍ରଶ୍ନ ଆସେ ଆମେ ତୁରନ୍ତ ଗୁଗୁଲକୁ ଯାଇ ସର୍ଚ୍ଚ କରିଥାଉ। ଯେକେୌଣସି ଛୋଟ-ବଡ଼ ବିଷୟ ଜାଣିବାକୁ ହେଲେ ଗୁଗୁଲର ସାହାଯ୍ୟ ନେଇଥାଉ। କିନ୍ତୁ ସବୁବେଳେ ଗୁଗୁଲର ସାହ୍ଯାଯ୍ୟ ନେବା କେତେ ଦୂର ଠିକ୍, କେବେ ଆପଣ ଚିନ୍ତା କରିଛନ୍ତି ? ଏପରି ପ୍ରତ୍ୟେକ ପ୍ରଶ୍ନ…

୨୫ ବର୍ଷ ପୂର୍ତ୍ତି ଅବସରରେ ୨୫ ଟଙ୍କାରେ ଟିକେଟ୍‌; ଅଧଘଣ୍ଟାରେ ଶେଷ

ମୁମ୍ବାଇ: ଦୀର୍ଘ ବର୍ଷ ପୂର୍ବେ ରିଲିଜ୍ ହୋଇଥିବା ଫିଲ୍ମ ‘କୁଛ୍ କୁଛ୍ ହୋତା ହେ’ କୁ ଲୋକେ ଖୁବ୍ ପସନ୍ଦ କରିଥିଲେ । ଏମିତି କି ଅନେକ ଲୋକ ଏହି ଫିଲ୍ମକୁ ବାରମ୍ବାର ବି ଦେଖିଥିବେ । ଏହା ବକ୍ସ ଅଫିସରେ ସୁପରହିଟ୍ ସାବ୍ୟସ୍ତ ହୋଇଥିଲା । ଏହି ଫିଲ୍ମଟି ସିନେ ନିର୍ମାତା କରଣ ଜୋହରଙ୍କ ଡେବ୍ୟୁ…

ସେନାରେ ଚାକିରି ପାଇଁ ଏନସିସି ସହାୟକ ହେବ କି? ପାକିସ୍ତାନ ସହ ଯୁଦ୍ଧରେ ବଡ଼ ଭୂମିକା ଗ୍ରହଣ କରିଥିଲେ

ନୂଆଦିଲ୍ଲୀ: ସ୍କୁଲରେ ପାଠ ପଢ଼ିବା ବେଳେ ସେନାର ବର୍ଦ୍ଦି ପିନ୍ଧିବାର ସ୍ବପ୍ନ ପୂରଣ କରିଥାଏ ଏନସିସି ତଥା “ନ୍ୟାସନାଲ କ୍ୟାଡେଟ୍ କର୍ପସ୍” । ଦେଶରେ ଯବାନଙ୍କୁ ଦେଖିଲେ ସାଇ ପଡ଼ିଶା ଯେମିତି ଚାହିଁ ରୁହନ୍ତି ସମାନ ନଜର ପଡ଼ିଥାଏ ଯେତେବେଳେ ଗାଁର ପିଲା ଏନସିସି ଡ୍ରେସ ପିନ୍ଧିଥିଲେ। କୁହାଯାଏ…