କିଏ ମାରୁଛି ବିଦେଶରେ ଲୁଚିଥିବା ଭାରତର ମୋଷ୍ଟ ୱାଂଟେଡ ଆତଙ୍କବାଦୀଙ୍କୁ
ନୂଆଦିଲ୍ଲୀ: ବିଦେଶରେ ଲୁଚିଥିବା ଭାରତର ମୋଷ୍ଟ ୱାଂଟେଡ ଆତଙ୍କବାଦୀ ଜଣଙ୍କ ପରେ ଜଣେ ସଫା ହେବାରେ ଲାଗିଛନ୍ତି । ଏମାନଙ୍କୁ ମାରୁଛି କିଏ ? ପଠାନକୋଟ ଏୟାରବେସ ଉପରେ ଆତଙ୍କବାଦୀ ଆକ୍ରମଣ କରିଥିବା ଶହୀଦ ଲତିଫ ଓ ହରିଶ ହସୀମଙ୍କୁ ପାକିସ୍ତାନର ସିଆଲକୋଟରେ ଗୁଳି କରି ହତ୍ୟା କରା ଯାଇଛି । ଜୈଶ…