Latest Odisha News

BREAKING NEWS

Yearly Archives

2023

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ : ବରାଦି ଭୋଗ

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ।  ଓଁ ନମୋ ଭାଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ରାଜ ଭୋଗ ଆଲୋଚନା ପ୍ରସଙ୍ଗରେ ଆମେ ରାଜଭୋଗରେ ପରଷା ଯାଉଥିବା ରନ୍ଧା ଭୋଗ ସାମଗ୍ରୀ ଓ କିଛି ପୂଜା ପଦ୍ଧତି ବିଷୟରେ ଜାଣିଲେ। ବର୍ତ୍ତମାନ ଜାଣିବା ବରାଦି ଭୋଗ…

ଶୋଇଲାବେଳେ ଇୟର ଫୋନ ଲଗାଇ ମ୍ୟୁଜିକ ଶୁଣୁଛନ୍ତି କି? ତେବେ ହୋଇଯାଆନ୍ତୁ ସାବଧାନ

ଭୁବନେଶ୍ଵର: ଆଜିକାଲି ଯୁବପିଢ଼ି ଗୀତ ଶୁଣି ଶୁଣି ଶୋଇବାକୁ ପସନ୍ଦ କରୁଛନ୍ତି । ଏହାଛଡ଼ା ମ୍ୟୁଜିକ ଦ୍ୱାରା ମଧ୍ୟ ରୋଗୀଙ୍କୁ ଚିକିତ୍ସା କରାଯାଇ ପାରୁଛି । କିଛି ଲୋକ ଶୋଇବା ପୂର୍ବରୁ ହାଲକା ସଂଗୀତ ଶୁଣିବାକୁ ପସନ୍ଦ କରନ୍ତି । କେହିକେହି ଗୀତ ଶୁଣି ଶୁଣି ମଧ୍ୟ ଶୋଇଥାନ୍ତି । ଅନେକ ଗବେଷଣାରେ…

୨ ବଲିଉଡ୍ ଫିଲ୍ମରେ ଅଭିନୟ କରିଛନ୍ତି ଆଇପିଏସ୍ ଅଫିସର ସିମାଲା ପ୍ରସାଦ

ମୁମ୍ବାଇ: ୟୁପିଏସ୍‌ସି ପରୀକ୍ଷା ଭାରତର ସବୁଠାରୁ କଠିନ ପରୀକ୍ଷା ଭାବେ ଜଣାଶୁଣା । ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ଛାତ୍ରଛାତ୍ରୀଙ୍କୁ ବହୁତ କଠିନ ପରିଶ୍ରମ କରିବାକୁ ପଡ଼ିଥାଏ । ଏମିତି ବି କିଛି ଛାତ୍ରଛାତ୍ରୀ ଅଛନ୍ତି ଯେଉଁମାନେ ପ୍ରଥମ ପ୍ରୟାସରେ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ…

ଚର୍ଚ୍ଚାରେ ମଇଁଷି: ଦିନକୁ ଖାଉଛି ୪୦ କିଲୋ ଗାଜର, ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ହେଉଛି ବିଜୟୀ

ହରିଆଣା: ଅଧିକାଂଶ ଲୋକ ଗୃହପାଳିତ ପଶୁ ରଖିବାକୁ ପସନ୍ଦ କରନ୍ତି । କେହି ଘରେ କୁୁକୁର,ବିଲେଇ, ଠେକୁଆ ରଖୁଥିବା ବେଳେ ଆଉ କିଏ ଗାଈ,ମଇଁଷି ରଖିବାକୁ ଭଲ ପାଆନ୍ତି । ସେମାନେ ନିଜ ଘରର ସଦସ୍ୟଙ୍କ ପରି ଏମାନଙ୍କ ଯତ୍ନ ନେଇଥାନ୍ତି । ଲୋକେ ଗାଈ, ମଇଁଷି ପାଳିବା ଦ୍ୱାରା ଅନେକ ଟଙ୍କା ରୋଜଗାର…

ଶୁଷ୍କ ଅଂଚଳର ଏହି ଗୋଲାକୃତି ନେଇ ଚିନ୍ତାରେ ବୈଜ୍ଞାନିକ

କେପଟାଉନ: ଶୁଷ୍କ ଭୂମି ତଥା ମରୁଭୂମି ଅଂଚଳରେ ଏବେ କିଛି ଦିନ ହେବ ଗୋଲାକୃତି ଚିହ୍ନ ସୃଷ୍ଟି ହେଉଛି । ବୈଜ୍ଞାନିକ ଭାଷାରେ ଫେୟରୀ ସର୍କଲ ବିଭିନ୍ନ ଅଂଚଳରେ ଦେଖାଯିବା ଗବେଷକମାନଙ୍କୁ ଚିନ୍ତାରେ ପକାଇ ଦେଇଛି । ଦକ୍ଷିଣ ଆଫ୍ରିକାର ନାମୀବ ମରୁଭୂମି ଓ ପଶ୍ଚିମ ଅଷ୍ଟ୍ରେଲିଆ ଏହା ଦେଖିବାକୁ…

ମୋ କ୍ୟାରିୟରରେ ୨ଥର କାଷ୍ଟିଂ କାଉଚର ଶିକାର ହୋଇଛି ବୋଲି କହିଲେ ଇଶା ଗୁପ୍ତା

ମୁମ୍ବାଇ: ମୁଁ ମୋ କ୍ୟାରିୟର ଭିତରେ ୨ଥର କାଷ୍ଟିଂ କାଉଚର ଶିକାର ହୋଇଛିି । ଏଥିପାଇଁ ମୋ ହାତରୁ ଅନେକ ଫିଲ୍ମ ମଧ୍ୟ ଚାଲିଯାଇଛି । ଏଭଳି କିଛି କହିଛନ୍ତି ବଲିଉଡ଼ ଲୋକପ୍ରିୟ ଅଭିନେତ୍ରୀ ଇଶା ଗୁପ୍ତା । ଇଶାଙ୍କ ଏପରି କଥା ଶୁଣି ତାଙ୍କ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ନିକଟରେ…

ସହମତିରେ ଶାରିରୀକ ସମ୍ପର୍କ ରଖିବାର ବୟସ ସୀମାରେ ପରିବର୍ତ୍ତନ କରାଯିବା ଉଚିତ ନୁହେଁ: ଲ’ କମିଶନ

ନୂଆଦିଲ୍ଲୀ: ଯୌନ ଅପରାଧରୁ ଶିଶୁଙ୍କ ସୁରକ୍ଷା ଅଧିନିୟମ (POCSO) ଅନୁଯାୟୀ ଆଇନ କମିଶନ ୧୮ ରୁ ୧୬ ବର୍ଷ ବୟସକୁ ହ୍ରାସ କରିବାକୁ ବିରୋଧ କରିଛନ୍ତି। ଆହୁରି ମଧ୍ୟ କହିଛନ୍ତି ଯେ ଏହା କରିବା ଦ୍ୱାରା ବାଲ୍ୟ ବିବାହ ଏବଂ ଶିଶୁ କାରବାର ବିରୋଧୀ କାର୍ଯ୍ୟକଳାପ ଉପରେ କୁ ପ୍ରଭାବ ପଡ଼ିପାରେ। ତେଣୁ…

ସିଦ୍ଧାନ୍ତଙ୍କୁ ଡେଟ କରୁଛନ୍ତି ବିଗ୍ ବିଙ୍କ ନାତୁଣୀ: ନିଜ ବିବାହକୁ ନେଇ ଏମିତି କିଛି କହିଲେ ନବ୍ୟା

ମୁମ୍ବାଇ : ବିଗ ବି ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନଙ୍କ ନାତୁଣୀ ନବ୍ୟା ନନ୍ଦା ନଭେଲି ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ସେ ଅଭିନୟ ଦୂନିଆରେ ନ ଥାଇ ବି କୌଣସି ସେଲିବ୍ରିଟିଙ୍କଠାରୁ କମ୍ ନୁହଁନ୍ତି । ସେ ମହିଳା କେନ୍ଦ୍ରିକ ସ୍ୱାସ୍ଥ୍ୟ ବୈଷୟିକ କମ୍ପାନୀ…

ଆକାଶରେ ଦୁଇଟି ସୂର୍ଯ୍ୟ ଦୃଶ୍ୟମାନ, ଭିଡ଼ିଓ ଭାଇରାଲ

ପୃଥିବୀର ନିକଟତମ ଗ୍ରହ ହେଉଛି ସୂର୍ଯ୍ୟ । ସୂର୍ଯ୍ୟ ସବୁଆଡ଼େ ଦୃଶ୍ୟମାନ ହୁଅନ୍ତି । ଦୁନିଆରେ କେବଳ ଗୋଟିଏ ସୂର୍ଯ୍ୟ ଅଛନ୍ତି ତାହା ସମସ୍ତେ ଜାଣନ୍ତି । କିନ୍ତୁ ଦୁଇଟି ସୂର୍ଯ୍ୟ କେବେ ଦେଖିଛନ୍ତି? ଏବେ ସୋସିଆଲ ମିଡିଆରେ ଦୁଇଟି ସୂର୍ଯ୍ୟଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି,ଯାହାକୁ ଦେଖି…

ଏୟାର ଇଣ୍ତିଆ କର୍ମଚାରୀଙ୍କ ପାଇଁ ୟୁନିଫର୍ମ ଡିଜାଇନ୍ କରିବେ ମନୀଷ ମଲହୋତ୍ରା

ନୂଆଦିଲ୍ଲୀ: ଏୟାର ଇଣ୍ତିଆ କର୍ମଚାରୀଙ୍କ ପାଇଁ ଆସିବ ନୂଆ ୟୁନିଫର୍ମ। ଡିଜାଇନ୍ କରିବେ ବଲିଉଡ ସେଲିବ୍ରିଟି ଡିଜାଇନର ତଥା ଲୋକପ୍ରିୟ ଫ୍ୟାଶନ ଡିଜାଇନର୍‌ ମନୀଷ ମଲହୋତ୍ରା। ଏୟାର ଇଣ୍ଡିଆର ଏହି ନୂଆ ୟୁନିଫର୍ମ ଡିଜାଇନ୍ କରିବା ପାଇଁ ପ୍ରସିଦ୍ଧ ଫ୍ୟାଶନ ଡିଜାଇନର୍ ମନୀଷ ମଲହୋତ୍ରାଙ୍କ ସହିତ…