Latest Odisha News

BREAKING NEWS

Yearly Archives

2023

ବଜ୍ରାଘାତ ନେଲା ଜୀବନ: ଜଣେ ମହିଳା ମୃତ, ୩ ଗୁରୁତର

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ କୋଟସମଲାଇ ଗାଁରେ ଅଘଟଣ । ବଜ୍ରାଘାତରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି  । ମୃତ ମହିଳା ଜଣକ ସୁବାସିନୀ ନାୟକ ବୋଲି ଜଣାପଡିଛି  । ଗତକାଲି ଅପରାହ୍ନରେ ୪ଜଣ ମହିଳା ବିଳରେ କାମ କରୁଥିବା ବେଳେ ବଜ୍ରାଘାତ ହୋଇଥିଲା  । ଫଳରେ ୪ ମହିଳା…

ରିଲିଜ୍ ହେଲା ଟାଇଗର ଶ୍ରଫଙ୍କ ବହୁ ପତୀକ୍ଷିତ ଫିଲ୍ମ ‘ଗଣପତ’ର ଟିଜର, ଏହି ଦିନ କରିବ ପ୍ରେକ୍ଷାଳୟରେ…

ମୁମ୍ବାଇ: ରିଲିଜ୍ ହେଲା ଟାଇଗର ଶ୍ରଫ ଓ କ୍ରିତି ସାନନଙ୍କ ବହୁ ପତୀକ୍ଷିତ ଫିଲ୍ମ  'ଗଣପତ'ର ଟିଜର । ଇଣ୍ଟରନ୍ୟାସନାଲ ଫିଲ୍ମକୁ ଟକ୍କର ଦେବା ପାଇଁ ରହିଛି ଏହାର ଭିଜୁଆଲ୍ ଯାହା ଦର୍ଶକଙ୍କୁ ମତୁଆଲା କରିଛି । ପୂଜା ଏଣ୍ଟରଟେନମେଣ୍ଟ ‘ଗଣପତ: ଏ ହିରୋ ଇଜ୍‌ ବର୍ନ’ର ରୋମାଞ୍ଚକର ଟିଜର ରିଲିଜ…

ସୃଷ୍ଟି ହେଲା ସୁଦୃଶ ଲଘୁଚାପ କ୍ଷେତ୍ର , ଆଜିଠୁ ପ୍ରବଳ ବର୍ଷିବ !

ଭୁବନେଶ୍ୱର : ବଙ୍ଗୋପସଗାରରେ ସୁଦୃଶ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଘନୀଭୂତ ହୋଇ ସୁଦୃଶ ଲଘୁଚାପ କ୍ଷେତ୍ରରେ ପରିଣତ ହେଲା ଲଘୁଚାପ  । ଯାହା ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି । ଏହା ଉତ୍ତର-ପଶ୍ଚିମକୁ ଗତି କରି ଉତ୍ତର ଓଡିଶା ମୁହାଁ ହେବ…

ରାସ୍ତା ତଳକୁ ଖସିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୩୦ରୁ ଉର୍ଦ୍ଧ୍ବ ଯାତ୍ରୀ

ମୋହନା : ଗଜପତି ଜିଲ୍ଲା ମୋହନା ଥାନା ହିକିରିକୁପା ଗାଁ ନିକଟରେ ଅଭାବନୀୟ ଘଟଣା ଘଟିଛି । ଏକ ଯାତ୍ରୀବାହୀ ବସ୍ ରାସ୍ତାକଡକୁ ଖସିପଡିଛି  । ଫଳରେ ଏକ ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ୩୦ରୁ ଉର୍ଦ୍ଧ୍ବ ଯାତ୍ରୀ । ଗତକାଲି ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି । ଆର.ବି. କୋଚ୍ ନାମକ ଘରୋଇ…

ଆଜିଠୁ ପିତୃପକ୍ଷ: ପୁରୀର ବିଭିନ୍ନ ତୀର୍ଥ ପୁଷ୍କରଣୀ ସମେତ ମହୋଦଧିରେ ଭିଡ଼

ପୁରୀ: ଆଜିଠୁ ଆରମ୍ଭ ହୋଇଛି ପିତୃପକ୍ଷ । ଆଶ୍ୱିନ ମାସର ପ୍ରଥମ ପକ୍ଷ "ପିତୃ ପକ୍ଷ" ନାମରେ ଜଣା । ପିତୃଗଣଙ୍କ ଉଦ୍ଦେଶ୍ୟରେ ଦାନ ଓ ଉତ୍ସର୍ଗ ଆଦି ପାଳନ କରାଯାଉଥିବାରୁ ଏହାକୁ "ପିତୃପର୍ବ" ମଧ୍ୟ କୁହାଯାଏ । ଆଶ୍ୱିନ ମାସ କୃଷ୍ଣ ପକ୍ଷ ପ୍ରତିପଦାଠାରୁ ଅମାବସ୍ୟା ପର୍ଯ୍ୟନ୍ତ ପନ୍ଦର ଦିନକୁ…

ଭୟ ବଢାଉଛି ସ୍କ୍ରବ୍ ଟାଇଫସ: ସୁନ୍ଦରଗଡ଼ରୁ ପୁଣି ୨୦ ପଜିଟିଭ୍ ଚିହ୍ନଟ

ସୁନ୍ଦରଗଡ: ଅଟକିବାର ନାଁ ଧରୁନି ରାଜ୍ୟରେ ସ୍କ୍ରବ୍ ଟାଇଫସ ଆକ୍ରାନ୍ତଙ୍କ ସଂଖ୍ୟା । ଦିନକୁ ଦିନ ବଢିବାରେ ଲାଗିଛି ସ୍କ୍ରବ୍ ଟାଇଫସ । ରାଜ୍ୟର ସୁନ୍ଦରଗଡ଼ ଜିଲ୍ଲା ସ୍କ୍ରବ୍‌ ଟାଇଫସ୍‌ ଆକ୍ରାନ୍ତଙ୍କର ହଟସ୍ପଟ ପାଲଟିଛି । ସବୁଦିନ ଚିହ୍ନଟ ହେଇଛନ୍ତି ଆକ୍ରାନ୍ତ । ଗତକାଲି ପରୀକ୍ଷା…

ପୂର୍ବତନ ମେୟରଙ୍କ କାରକୁ ବୋମାମାଡ଼, ପୋଲିସର ତଦନ୍ତ ଜାରି

ବ୍ରହ୍ମପୁର: ପୂର୍ବତନ ମେୟରଙ୍କ କାରକୁ ବୋମାମାଡ଼ । ଅଳ୍ପକେ ବର୍ତ୍ତିଲେ ମେୟର । ଗତକାଲି ଗୋଷାଣି ନୂଆଁଗାଁ ବଡ଼ ସାହିଠାରେ ବ୍ରହ୍ମପୁରର ପୂର୍ବତନ ମେୟର ଶିବଶଙ୍କର ଦାସଙ୍କ ଗାଡ଼ି ଉପରକୁ ବୋମାମାଡ଼ ହୋଇଛି । ଏଥିରେ କେହି ଆହତ ହୋଇନଥିବା ବେଳେ ଗାଡିର ଆଗ ଭାଗ ଭାଙ୍ଗିରୁଜି ଯାଇଛି ।…

କବିତା : ତୁମେ ଆସିଲ ବୋଲି

ସ୍ମୃତି ରଞ୍ଜନ ତ୍ରିପାଠୀ  ଯମୁନାରୁ ଯେବେ ସରି ସରି ଆସୁଥିଲା ବିରହ ମୋ ଆଖିରୁ କିଛି ରାତି ଫିଟେଇ ଜୁଳୁଜୁଳିଆ ସ୍ବପ୍ନରେ ଦେଖେଇଦେଲ ବାସ୍ତବ ହଁ ଏମିତି ବି ହୁଏ ସକାଳ… ମୁଁ ନାଉରୀ ନୁହେଁ ବର° ଅଥଳ ସାଗରେ ଜଗିଛି ଗୋଟେ ସଂକଳ୍ପକୁ ବୁଡ଼ି ଗଲାବେଳେ ଧୀକାରକୁ ସାଇତି ରଖିଲ ତମେ…

ଓଡ଼ିଶା ହାଇକୋର୍ଟକୁ ମିଳିବ ନୁଆ ମୁଖ୍ୟ ବିଚାରପତି, ଏହି ତାରିଖରେ କରିବେ ଶପଥ ପାଠ

କଟକ: ଓଡ଼ିଶା ହାଇକୋର୍ଟକୁ ମିଳିବ ନୁଆ ମୁଖ୍ୟ ବିଚାରପତି । ନୁଆ ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିବେ ଜଷ୍ଟିସ ଡକ୍ଟର ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀ । ଆସନ୍ତା ଅକ୍ଟୋବାର ୪ ତାରିଖରେ ସେ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିବେ । ଏନେଇ ବିଜ୍ଞପ୍ତି ପ୍ରକାଶ କରିଛି…

ଭାଷା ଭାଗବତ : ସାହିତ୍ୟେତର ବିଷୟ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଗବେଷଣାରୁ ପ୍ରାପ୍ତ ଫଳ ଭାଷାକୁ କରେନି ସବଳ ଗବେଷକଂକୁ ମିଳେ ଖ୍ୟାତି ଭାଷା କରେନି ଅଗ୍ରଗତି ସାହିତ୍ୟ ଛଡ଼ା କିଛି ଭିନ୍ନ ନ କଲେ ଏବେ ଅଧ୍ୟୟନ ଭାଷାର ମାନ ହେବ ମ୍ଳାନ କରିହେଉଛି ଅନୁମାନ କଥିତ ଭାଷାକୁ ଉପେକ୍ଷା…