ସାଇବର ଠକେଇର ମୁକାବିଲା ପାଇଁ ଓଡ଼ିଶା ପୋଲିସ ଆରମ୍ଭ କଲା ସାଇବର ସୁରକ୍ଷା ଅଭିଯାନ
ଭୁବନେଶ୍ୱର: ଲୋକଙ୍କୁ ସାଇବର ଠକଙ୍କ କବଳରୁ ରକ୍ଷା କରିବା ପାଇଁ ଓଡ଼ିଶା ପୁଲିସ ପକ୍ଷରୁ ଗୁରୁବାରଠାରୁ ସାଇବର ସୁରକ୍ଷା ଅଭିଯାନ ଆରମ୍ଭ ହୋଇଛି। ଲୋକଙ୍କୁ ସାଇବର ଠକଙ୍କ ଶୋଷଣ ଓ ପ୍ରତାରଣାରୁ ବଞ୍ଚାଇବା ପାଇଁ ଡିଜିପି ସୁନୀଲ ବଂଶଲ ଏହି ଅଭିଯାନ ଆରମ୍ଭ କରିଛନ୍ତି।
ଏକ କାର୍ଯ୍ୟକ୍ରମରେ ବଂଶଲ…