କବିତା : ତଥାପି ଜୀବନ
ସାଗରିକା ଦାସ
ମୋର
ଏକାନ୍ତ ମୂହୁର୍ତ୍ତ ସବୁ
ଆଉ ମୋର୍ ହୋଇନାହିଁ
ସେଥିରେ ଅତିଥି ଯେ ତୁମେ !
ସମୟର ଅଦ୍ଭୁତ ଟାଣଟୁଣ
କର୍ତ୍ତବ୍ୟ ତା ଛଳନାରେ ବାହିନିଏ ଜୀବନ ,
ତା’ରି ଫାଙ୍କରେ ଅଳ୍ପଗଳ୍ପ୍ ନିଜସହ
ନୀରବ ,ପ୍ରତିକ୍ରିୟାବିହୀନ ,ସ୍ବଛ….
ସେତିକି ସମୟବି ଛଡ଼େଇନେଲ ତୁମେ ?
ଇସ୍ କି…