Latest Odisha News

BREAKING NEWS

Yearly Archives

2023

ସରିବ ମାର୍ଗଶୀର, ଆସିବ ପୌଷ, ଶେଷ ପାଳି ମାଣବସା ଗୁରୁବାରରେ ଘରେ ଘରେ ମହକୁଛି ପିଠାର ମହକ

ଭୁବନେଶ୍ଵର: ଓଡିଶା ହେଉଛି ଜାଗନ୍ନାଥଙ୍କ ରାଜ୍ୟ । ବାର ମାସରେ ତେର ପର୍ବ ପାଳନ କରିଥାନ୍ତି ଓଡିଶାବାସୀ । ଆଉ ସେଥିରୁ ଅନ୍ୟତମ ହେଉଛି ମାର୍ଗଶୀର ମାସ ମାଣବସା ଗୁରୁବାର । ଆଜି ହେଉଛି ମାଣବସା ଗୁରୁବାରର ଶେଷ ପାଳି । ଧନଦାତ୍ରି ମା ଲକ୍ଷ୍ମୀଙ୍କୁ ମାର୍ଗଶିର ମାସ ଗୁରବାର ଦିନ ସଧବା ନାରୀ…

୪ ଡିଗ୍ରୀରେ ଥରୁଛି ଜି.ଉଦୟଗିରି : ୧୦ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ବର : ରାଜ୍ୟରେ ଜାରି ରହିଛି ଅସହ୍ୟ ଶୀତ  । ପ୍ରବଳ ଶୀତ ପ୍ରକୋପରୁ ରକ୍ଷା ପାଇବା ପାଇଁ କିଏ ସକାଳୁ ବ୍ୟାୟାମ କରୁଛି ତ କିଏ ନିଆଁ ପୁଇଁ ହେଉଛି  । ଚା ଖଟିରେ ମଧ୍ୟ ପ୍ରବଳ ଭିଡ ଦେଖିବାକୁ ମିଳୁଛି ।  ଆଜି ୧୦ ଡିଗ୍ରୀ ତଳେ ରହିଛି ୧୬ ସହର  । ୪ ଡିଗ୍ରୀ ସହ ଜି.ଉଦୟଗିରି ସବୁଠୁ…

ଭିଜିଲାନ୍ସ ଜାଲରେ ଭୁବନେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀ, ଘରୁ ମିଳିଲା ପୁଳା ପୁଳା ସୁନା ଗହଣା

ଭୁବନେଶ୍ଵର: ଭିଜିଲାନ୍ସ ଜାଲରେ ଭୁବନେଶ୍ୱରର ମୁଖ୍ୟ ଯୋଗାଣ ବିଭାଗ ଅଧିକାରୀ । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ କୁମାର ଗନ୍ତାୟତଙ୍କ ଭୁବନେଶ୍ୱର ଓ ଗଞ୍ଜାମ ବାସଭବନ ସମେତ ୮ଟି ସ୍ଥାନରେ ଭିଜିଲାନ୍ସ ରେଡ୍‌ କରୁଛି। ଚଢ଼ାଉ ବେଳେ କିଛି ଗୁରୁତ୍ୱପୂର୍ଣ୍ଣ…

ବଢିଲା କରୋନା , ଫେରିଲା ମାସ୍କ

ନୂଆଦିଲ୍ଲୀ: ବଢିଲା କରୋନା , ଫେରିଲା ମାସ୍କ  । ହଁ ଆଜ୍ଞା ପୁଣି ଥରେ ଡରାଇଲାଣି କରୋନା  । JN.1 ଭୂତାଣୁ  ତାର କାୟା ବିସ୍ତାର କରିବାରେ ଲାଗିଛି  । ଦିନକୁ ଦିନ ଦେଶର ଅନେକ ରାଜ୍ୟରେ ସଂକ୍ରମଣ ବଢିବାରେ ଲାଗିଛି  । ବିଶେଷ କରି ଗୋଆ , କେରଳ , ମହାରାଷ୍ଟ୍ର , ଚଣ୍ଡିଗଡ ଆଦି  ରାଜ୍ୟରେ…

ଗୋବିନ୍ଦା @୬୦ : ୯୦ ଦଶକରେ ନିଜ ଅଭିନୟ ଓ ଡ୍ୟାନ୍ସର ଜାଦୁରେ ୩ ଖାନଙ୍କୁ ପଛରେ ପକାଇଥିଲେ

ମୁମ୍ବାଇ: ହିନ୍ଦୀ ସିନେମା ଜଗତରେ ୯୦ ଦଶକକୁ ସବୁଠାରୁ ସ୍ବତନ୍ତ୍ର ବୋଲି ବିବେଚନା କରାଯାଏ  । ଏହା ଏପରି ଏକ ସମୟ ଥିଲଶ , ଯେତେବେଳେ ଅନେକ ନୂଆ ଚେହେରାଙ୍କୁ ଦେଖିବାକୁ ମିଳିଥିଲା । ସେ ସଙ୍ଗୀତ ହେଉ କିମ୍ବା ଚଳଚିତ୍ର  । ୯୦ ଦଶକର ଖାସିଅତ୍ କିଛି ଅଲଗା ଥିଲା । ଯଦି ଆମେ ୯୦ ଦଶକର ଅଭିନେତା…

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହରେ ସାମିଲ ହେବାପାଇଁ ଖଡଗେ ଏବଂ ସୋନିଆଙ୍କୁ ନିମନ୍ତ୍ରଣ

ନୂଆଦିଲ୍ଲୀ:କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏବଂ ସୋନିଆ ଗାନ୍ଧୀଙ୍କ ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହରେ ସାମିଲ ହେବା ପାଇଁ ନିମନ୍ତ୍ରଣ କରା ଯାଇଛି । ଅଯୋଧ୍ୟାରେ ଏହି କାର୍ଯ୍ୟକ୍ରମ୨୦୨୪  ଜାନୁଆରୀ ୨୨ ତାରିଖରେ ଅନୁଷ୍ଠିତ ହେବ  । ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଭାଷା ଭାଗବତ : ଆଶୁବିଶ୍ବାସୀ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଆଶୁବିଶ୍ବାସୀ ହେଲେ ଜଣେ ଯାହା ଶୁଣେ, ତା ସତ୍ୟ ମଣେ କରେନାହିଁ ବାଛବିଚାର ମଥାକୁ କରେ ମିଛ-ଘର ଟିକେ ଅଧିକ ଖୋଜାଖୋଜି କରିବା ପାଇଁ ନୁହେ ରାଜି ତତ୍କାଳ କରଇ ପ୍ରଚାର ଯାହା ବି ଧାରଣା ତାହାର …

ଆଣବିକ ଯୁଦ୍ଧକୁ ନେଇ ପୁଣି ଧମକ ଦେଲେ କିମ ଜୋନ:କହିଲେ, ଆମକୁ ଉସକାଇଲେ ପରମାଣୁ ଆକ୍ରମଣ କରିବାକୁ ପଛାଇବୁ ନାହିଁ

ନୂଆଦିଲ୍ଲୀ:ଉତ୍ତରକୋରିଫ ତାନାଶାହୀ କିମ ଜୋଙ୍ଗ ପୁଣି ଥରେ ପରମାଣୁ ଆକ୍ରମଣ ନେଇ ଧମକ ଦେଇଛନ୍ତି । କିମ ଜୋନ କହିଛନ୍ତି, ଯଦି କେହି ଶତ୍ରୁ ତାଙ୍କୁ ପରମାଣୁ ଅସ୍ତ୍ର ଧମକ ଦେଇ ଉସକାଏ ତେବେ ସେ ପରମାଣୁ ଆକ୍ରମଣ କରିବାକୁ ପଛାଇବେ ନାହିଁ । କେସିଏନଏ ନିଉଜ ଏଜେନ୍ସି ଅନୁସାରେ, କିମ ଜୋନ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଶ୍ରୀଜଗନ୍ନାଥଙ୍କ ଅଷ୍ଟମ ଅବତାର

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ଲୀଳା ମୟ ଶ୍ରୀଜଗନ୍ନାଥଙ୍କ ଅଷ୍ଟମ ଅବତାର ଭାବରେ ଭଗବାନ ଶ୍ରୀକୃଷ୍ଣଙ୍କୁ କିଛି ଶାସ୍ତ୍ର ବର୍ଣ୍ଣିତ କରିଛି । କିନ୍ତୁ ବିଶେଷ ଭାବରେ ଶ୍ରୀକୃଷ୍ଣ ଙ୍କୁ ସ୍ୱୟଂ ଭଗବାନ ବୋଲି ସ୍ୱୀକାର କରାଯାଇଛି ।…

ଏମିତି ଦେଶ: ଯେଉଁଠି ପ୍ରତି ୬ ମାସରେ ବଦଳେ ନାଗରିକତା

ଦୁନିଆର ପ୍ରତ୍ୟେକ ଦେଶ ନିଜ ଲୋକଙ୍କୁ ନାଗରିକତ୍ୱ ପ୍ରଦାନ କରିଥାଏ । କେବଳ ଗୋଟିଏ ଦେଶର ଆଇନଗତ ନାଗରିକ ସେହି ଦେଶର ସମସ୍ତ ସୁବିଧା ପାଇ ପାରିବେ । ଯେକୌଣସି ଦେଶର ନାଗରିକତ୍ୱ ପାଇଁ ଅନେକ ମାନଦଣ୍ଡ ପୂରଣ କରିବାକୁ ପଡ଼ିବ । କିନ୍ତୁ ଏମିତି ଏକ ଦେଶ ଅଛି, ଯେଉଁଠି ବାସ କରୁଥିବା ଲୋକଙ୍କ…