Latest Odisha News

BREAKING NEWS

Yearly Archives

2023

ମୌଳିକ ସୁବିଧା ଯୋଗାଇବାରେ ପ୍ରଶାସନ ଫେଲ୍; ପର୍ଯ୍ୟଟକଙ୍କ ତୁଳନାରେ ଶୌଚାଳୟ ଓ ସ୍ନାନାଗାର କମ୍

ପୁରୀ: ଅତିଥି ଦେବୋ ଭବଃର ଉଡିଲା ଧଜିଆ। ପର୍ଯ୍ୟଟନ କ୍ଷେତ୍ରରେ ପର୍ଯ୍ୟଟକଙ୍କୁ ଅଣଦେଖା। ବିଶ୍ୱଐତିହ୍ୟ ନଗରୀ ପୁରୀରେ ପର୍ଯ୍ୟଟକଙ୍କୁ ମୌଳିକ ସୁବିଧା ଯୋଗାଇବାରେ ଫେଲ୍ ମାରିଛି ପୁରୀ ପ୍ରଶାସନ। ବିସ୍ତ୍ରୀର୍ଣ୍ଣ ବେଳାଭୂମିରେ ପର୍ଯ୍ୟଟକଙ୍କ ପାଇଁ ରହିଛି ମାତ୍ର ଗୋଟିଏ ସୁଲଭ ଶୌଚାଳୟ।…

ରିଲିଜ ହେଲା ଆଇସିସି କ୍ରିକେଟ ବିଶ୍ୱକପ ଆନ୍ଥେମ

ନୂଆଦିଲ୍ଲୀ: ଆଉ ମାତ୍ର ଦୁଇ ସପ୍ତାହ ପରେ ଆରମ୍ଭ ହେବାକୁ ଯାଉଛି ଆଇସିସି ଦିନିକିଆ ବିଶ୍ୱକପ୍ ୨୦୨୩ । ୧୨ ବର୍ଷ ପରେ ଭାରତକୁ ଫେରିଛି ଦିନିକିଆ ବିଶ୍ୱକପ୍ । ୫ ଅକ୍ଟୋବରରୁ ଆରମ୍ଭ ହେବାକୁ ଯାଉଥିବା ଏହି ଇଭେଣ୍ଟର ପ୍ରଥମ ଦିନରେ ଇଂଲଣ୍ଡକୁ ଭେଟିବ ନ୍ୟୁଜିଲ୍ୟାଣ୍ଡ | ଏନେଇ ପ୍ରସ୍ତୁତି ମଧ୍ୟ…

ବହିଷ୍କାର ପରେ ମତ ରଖିଲେ ବିଧାୟକ ସୁଧାଂଶୁ ପରିଡା, କହିଲେ ମୁଁ କୌଣସି ସ୍କାମ ସହ ଜଡିତ ନୁହେଁ

ଭୁବନେଶ୍ଵର: ଜନ-ବିରୋଧି କାର୍ଯ୍ୟ ପାଇଁ ଦଳରୁ ବହିଷ୍କାର ପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ରେମୁଣା ବିଧାୟକ ସୁଧାଂଶୁ ପରିଡାଙ୍କ । ମୁଁ କିଛି ଜାଣିନି କି ମୁଁ କୌଣସି ସ୍କାମରେ ନାହିଁ ବୋଲି କହିଲେ ସୁଧାଂଶୁ । ମୋତେ ବହିଷ୍କାର କାରଣ ଜଣାନାହିଁ, ମୁଁ ମୋ ଦାୟିତ୍ୱ ତୁଲାଉଛି । ମୋ କାର୍ଯ୍ୟ…

ପାର୍ବଣକୁ ନେଇ ଆକ୍ସନ ମୁଡରେ ପୁରୀ ପୋଲିସ, ବେପରୁଆ ଗାଡି ଚାଳକଙ୍କଠାରୁ ୯ଟି ଗାଡି ଜବତ

ପୁରୀ: ପାର୍ବଣକୁ ନେଇ ଆକ୍ସନ ମୁଡରେ ପୁରୀ ପୋଲିସ। ପୁରୀ ସହରରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ଲାଗି ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ସ୍ପେଶାଲ ଡ୍ରାଇଭ। ସହରରେ ପ୍ରଚଣ୍ଡ ଶବ୍ଦ କରି ବେପରୁଆ ଭାବେ ଗାଡି ଚାଳକଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୁରୀ ପୋଲିସ। ସହରର ବିଭିନ୍ନ…

ରାଜ୍ୟରେ ଗତ ୨୧ ଦିନରେ ୫୩ % ଅଧିକ ବର୍ଷା ରେକର୍ଡ; ଆସନ୍ତା ୨ ଦିନ ପର୍ଯ୍ୟନ୍ତ ମିଳିବନି ନିସ୍ତାର

ଭୁବନେଶ୍ୱର: ରାଜ୍ୟରେ ଲଘୁଚାପ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷିବ। ୨୪ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ୧୨ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଦିଆଯାଇଥିବା ବେଳେ ପ୍ରବଳ ବର୍ଷା ନେଇ ୧୮ ଜିଲ୍ଲାକୁ ସତର୍କତା ଜାରି…

ଦିବଂଗତ ନବ ଦାସଙ୍କ ପରେ ଟାର୍ଗେଟରେ ଆଉ ଜଣେ ନେତା: ବୈଜୟନ୍ତ ପଣ୍ଡାଙ୍କୁ ମିଳିଲା ହତ୍ୟା ଧମକ!

ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କୁ ହତ୍ୟା ଧମକ । ଫୋନ୍ କଲ୍ ମାଧ୍ୟମରେ ମିଳିଛି ହତ୍ୟା ଧମକ । ନବ ଦାସଙ୍କ ଭଳି ବୈଜୟନ୍ତଙ୍କ ଦଶା ହେବ ବୋଲି କଲର୍ ଜଣକ କହିଛନ୍ତି । ଏ ନେଇ ପୋଲିସ ନିକଟରେ ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ବୈଜୟନ୍ତଙ୍କ ବ୍ୟକ୍ତିଗତ ସହାୟକ…

ସରିଲା ଅବଧି,କିନ୍ତୁ ଶେଷ ହୋଇପାରିଲାନି ରାସ୍ତା କାମ, ସମସ୍ୟା ଘେରରେ ୪ ପଞ୍ଚାୟତବାସୀ

ନବରଙ୍ଗପୁର: ଗାଁକୁ ନାହିଁ ରାସ୍ତା । ସରିଛି ଅବଧି କିନ୍ତୁ ସରିପାରିଲାନି ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ରାସ୍ତା । ରାସ୍ତା ନଥିବାରୁ ନାହିଁ ନାଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ୪ ପଞ୍ଚାୟତବାସୀ । ଜମି ହୁଡ଼ା ଦେଇ କରୁଛନ୍ତି ଯାତାୟାତ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର…

କରୀନା କପୁର @ 43: ହାପି ବାର୍ଥ ଡେ ଲାଇଫ୍ ଲାଇନ୍ ଲେଖି ଶୁଭେଚ୍ଛା ଜଣାଇଲେ କରିସ୍ମା

ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନେତ୍ରୀ  କରୀନା କପୁର ଖାନ୍ ଙ୍କର ଆଜି ୪୩ତମ ଜନ୍ମଦିନ  । ପଟଉଦି ପ୍ୟାଲେସରେ ସେ ତାଙ୍କ ଜନ୍ମ ଦିନ ସେଲିବ୍ରେସନ କରୁଛନ୍ତି  । ଜନ୍ମଦିନ ଅବସରରେ କରୀନାଙ୍କ ଭଉଣୀ କରିସ୍ମା କପୁର ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି  ।…

ଆଉ ନଦୀରେ ବୁଡିବେନି କି କୁମ୍ଭୀର ଟାଣିନେବନି, ନଦୀ ଘାଟରେ ଫେନସିଂ କରିବାକୁ ରାଜ୍ୟ ସରକାରଙ୍କ ଯୋଜନା

ଭୁବନେଶ୍ୱର: ନଦୀରେ ବୁଡ଼ି ହେଉ କିମ୍ବା କୁମ୍ଭୀର ଟାଣିନେବା ଘଟଣା, ଏହି ସମସ୍ତ ଘଟଣା ଉପରେ ପଡିବ ପୂର୍ଣ୍ଣଛେଦ। ନଦୀରେ ବୁଡି ମୃତ୍ୟୁ ଘଟିବା ମାମଲାରେ ଲାଗୁନାହିଁ ଅଙ୍କୁଶ। ସେହିପରି ନଦୀ ଘାଟ ପାଖରୁ ହିଁ ମଣିଷକୁ ଟାଣି ନେଇ ଶୀକାର କରୁଛି କୁମ୍ଭୀର ଏବଂ ଘଡ଼ିଆଳ। ଏପରି ଘଟଣା ବଢିବାରେ…

୫୮ ବର୍ଷ ବୟସରେ ୩ ଇଡିଅଟ୍ସ ଫିଲ୍ମ ଅଭିନେତା ଅଖିଲ ମିଶ୍ରାଙ୍କ ପରଲୋକ

ମୁମ୍ବାଇ: ବଲିଉଡ୍ ଅଭିନେତା ଅଖିଲ ମିଶ୍ରାଙ୍କର ପରଲୋକ ଘଟିଛି  । ଅଖିଲ ଆମୀର ଖାନଙ୍କ ଫିଲ୍ମ ୩ ଇଡିଅଟ୍ସରେ ଲାଇବ୍ରେରିଆନ ଡୁବି ଭୂମିକାରେ ଅଭିନୟ କରିଥିଲେ  । କାମ କରୁଥିବା ସମୟରେ ବିଲଡିଂରୁ ଖସିଯିବା ପରେ ଅଭିନେତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଅଖିଲ ମିଶ୍ରଙ୍କ ଆକସ୍ମିକ…