Latest Odisha News

BREAKING NEWS

Yearly Archives

2023

ଚନ୍ଦ୍ରରେ ପାହିଲା ରାତି, ନିଦରୁ ଉଠିବେ ବିକ୍ରମ ଓ ପ୍ରଜ୍ଞାନ

ନୂଆଦିଲ୍ଲୀ: ଚନ୍ଦ୍ରରେ ହୋଇଛି ସକାଳ । ନିଦରୁ ଉଠିବେ ବିକ୍ରମ ଓ ପ୍ରଜ୍ଞାନ । ଏନେଇ ଆଶା ପ୍ରକାଶ କରିଛି ଇସ୍ରୋ । ଚନ୍ଦ୍ରରେ ୧୪ ଦିନ ରାତି ପରେ ଏବେ ସକାଳ ହୋଇଛି । ଏହାର ଦକ୍ଷିଣ ପାଶ୍ୱର୍ରେ ଆଲୋକ ପହଞ୍ଚିବା ପରେ ସ୍ଲିପ ମୋଡରେ ଥିବା ବିକ୍ରମ ଓ ପ୍ରଜ୍ଞାନ ଆକ୍ଟିଭ ହେବେ ବୋଲି ବୈଜ୍ଞାନୀକ…

ଭାରତ ସରକାରଙ୍କ ବଡ଼ ପଦକ୍ଷେପ, କାନାଡା ନାଗରିକଙ୍କ ପାଇଁ ଭାରତ ଭିସା ରଦ୍ଦ

ନୂଆଦିଲ୍ଲୀ: ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି। କାନାଡା ନାଗରିକଙ୍କ ପାଇଁ ଭାରତ ଭିସା ରଦ୍ଦ। ଭାରତ ଓ କାନାଡା ମଧ୍ୟରେ ବିବାଦ ବଢିବାରେ ଲାଗିଛି। ପ୍ରଥମେ ଉଭୟ ଦେଶର କୂଟନୀତିଜ୍ଞଙ୍କୁ ନିଲମ୍ବିତ କରାଯାଇଥିଲା। ବର୍ତ୍ତମାନ ଭାରତ କାନାଡା ନାଗରିକଙ୍କ ପାଇଁ ଭିସା ସେବାକୁ ଅର୍ନିଦ୍ଦିଷ୍ଟ କାଳ…

ଦଳରୁ ବିଦା ହେଲେ ସୌମ୍ୟ ଓ ସୁଧାଂଶୁ: ଜନ-ବିରୋଧି କାର୍ଯ୍ୟ ପାଇଁ ଦଳରୁ ବହିଷ୍କାର

ଭୁବନେଶ୍ଵର: ଦଳରୁ ବିଦା ହେଲେ ୨ ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ସୁଧାଂଶୁ ପରିଡା । ଖଣ୍ଡପଡା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡାଙ୍କୁ ଦଳରୁ ବହିଷ୍କୃତ କଲେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ଗଣମାଧ୍ୟମ ସମ୍ମୁଖରେ ବହିଷ୍କାର ନେଇ ସୂଚନା ଦେଇଥିଲେ…

ଏସିଆନ ଗେମ୍ସ: ମହିଳା କ୍ରିକେଟ ସେମିରେ ଭାରତ

ନୂଆଦିଲ୍ଲୀ: ଚୀନର ହାଙ୍ଗଝୋଉରେ ଚାଲିଥିବା ଏସିଆନ ଗେମ୍ସରେ ଭାରତୀୟ ମହିଳା କ୍ରିକେଟ ଟିମ ସେମିଫାଇନାଲରେ ପ୍ରବେଶ କରି ପଦକ ସମ୍ଭାବନା ସୃଷ୍ଟି କରିଛନ୍ତି । ଶୀର୍ଷ ର‌୍ୟାଙ୍କିଙ୍ଗ ଭାରତକୁ ସିଧାସଳଖ କ୍ୱାର୍ଟର ଫାଇନାଲରେ ଖେଳିବା ପାଇଁ ସୁଯୋଗ ମିଳିଥିଲା । ମାଲେସିଆ ବିପକ୍ଷ ମ୍ୟାଚ ବର୍ଷା…

କାନାଡାରେ ଖଲିସ୍ତାନୀ ଗ୍ୟାଙ୍ଗଷ୍ଟାର ସୁଖଦୁଲଙ୍କ ହତ୍ୟା

ନୂଆଦିଲ୍ଲୀ: ଖଲିସ୍ତାନ ଟାଇଗର ଫୋର୍ସର ଆତଙ୍କବାଦୀ ହରଦୀପ ନିଜ୍ଜରଙ୍କ ହତ୍ୟାକୁ ନେଇ ଭାରତ-କାନାଡା ମଧ୍ୟରେ ଉତେଜନା ପରିସ୍ଥିତି ସୃଷ୍ଟି ହୋଇଛି । ଗୁରୁବାର ଭାରତର ଏ କ୍ୟାଟାଗୋରୀ ଗ୍ୟାଙ୍ଗଷ୍ଟାର ସୁଖଦୁଲ ସିଂ ଗିଲ ଓରଫ ସୁଖା ଦୁନ୍ନକେଙ୍କୁ ହତ୍ୟା କରାଯାଇଛି । ପ୍ରାରମ୍ଭିକ ସୂଚନା ଅନୁସାରେ…

ସେପ୍ଟେମ୍ବର ୨୩ରେ ବାରଣାସୀ କ୍ରିକେଟ୍ ଷ୍ଟାଡିୟମର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

ମୁମ୍ବାଇ: ଆସନ୍ତା ସେପ୍ଟେମ୍ବର ୨୩ ତାରିଖରେ ଉଦଘାଟନ ହେବାକୁ ଯାଉଛି ବାରଣାସୀ କ୍ରିକେଟ୍ ଷ୍ଟାଡିୟମ  । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି  ।  ୪୫୦କୋଟି ଟଙ୍କା ବ୍ୟୟରେ ଏହି ଷ୍ଟାଡିୟମଟି ନିର୍ମାଣ ହୋଇଛି । ଏହି ଅବସରରେ ବହୁ ବଡ ବଡ…

ପାରାଦୀପରେ ‘ସାଗର କବଚ-୨’, ଦୁଇ ରାଜ୍ୟ ମଧ୍ୟରେ ମିଳିତ ସମରାଭ୍ୟାସ ଆରମ୍ଭ

ପାରାଦୀପ: ସମୁଦ୍ରରେ କିପରି ଶତ୍ରୁଙ୍କୁ ଦିଆଯିବ ଜବାବ । ସବୁ ବିଭାଗ ମଧ୍ୟରେ ସମନ୍ଵୟ ରଖି କିପରି କରାଯିବ ଅପରେସନ । ଏନେଇ ଆଜିଠୁ ପାରାଦ୍ୱୀପରେ ଆରମ୍ଭ ହୋଇଛି ଦୁଇଦିନିଆ ମିଳିତ ସମରାଭ୍ୟାସ `ସାଗର କବଚ-୨’ । ଆଜିଠାରୁ ପଶ୍ଚିମବଙ୍ଗ ଓ ଓଡ଼ିଶା ମିଳିତ ଭାବେ ଏହି ସମରାଭ୍ୟାସ ୪୮୨ କିମି…

ଆସନ୍ତାକାଲିଠୁ ବିଧାନସଭାର ମୌସୁମୀ ଅଧିବେଶନ: ସ୍ଥିତି ଯାଞ୍ଚ କଲେ ଡ଼ିଜି, ସିପି, ଡିସିପି ଏବଂ ବରିଷ୍ଠ ଅଧିକାରୀ

ଭୁବନେଶ୍ବର: ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ମୌସୁମୀ ଅଧିବେଶନ । ତେଣୁ ସୁରକ୍ଷା ବଳୟ ମଧ୍ୟରେ ରହିଛି  ବିଧାନସଭା । ଏହାପୂର୍ବରୁ ଆଜି ବିଧାନସଭା ପରିସରରେ ଡ଼ିଜି, ସିପି, ଡିସିପି ଏବଂ ବରିଷ୍ଠ ଅଧିକାରୀ ମାନେ ସ୍ଥିତି ଯାଞ୍ଚ କରିଛନ୍ତି । କମିଶନରେଟ ପୋଲିସ ପକ୍ଷରୁ…

ଚିହ୍ନଟ ହେଲା ବିରଳ ସାମୁଦ୍ରିକ ମାଛ ଫ୍ଲାଇଙ୍ଗ ଗୁର୍ନାର୍ଡ, ଦୀଘା ମୁହାଁଣରୁ ମିଳିଥିବା ସୂଚନା

ବ୍ରହ୍ମପୁର: ଦୀଘା ମୁହାଁଣରୁ ମିଳିଥିବା ଏକ ନୂତନ ପ୍ରଜାତିର ମାଛକୁ ଚିହ୍ନଟ କରିଛନ୍ତି ଭାରତୀୟ ପ୍ରାଣୀ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକମାନେ । ଏ ନୂତନ ପ୍ରଜାତିର କମଳା ରଙ୍ଗ ସହ କଳା ଛିଟ ଥିବା ମାଛଟିକୁ ଫ୍ଲାଇଙ୍ଗ ଗୁର୍ନାର୍ଡ ବୋଲି ବୈଜ୍ଞାନିକ କହିଛନ୍ତି । ଯେଉଁଥିରେ ସୂକ୍ଷ୍ମ…