ମହିଳା ସଂରକ୍ଷଣ ବିଲ୍: ଏବେ ଦୁର୍ବଳ ମହିଳାଙ୍କୁ ପ୍ରାର୍ଥୀ କରିବେ କହିଲେ ବିରୋଧୀ ଦଳ ନେତା, ବିଜେପି ଦେଲା ଜବାବ
ନୂଆଦିଲ୍ଲୀ: ଲୋକସଭାରେ କେନ୍ଦ୍ରଆଇନ୍ ମନ୍ତ୍ରୀ ମହିଳା ସଂରକ୍ଷଣ ବିଲ୍ ଆଗତ କରିବା ପରେ ରାଜ୍ୟସଭାରେ ମହିଳା ସଂରକ୍ଷଣ ବିଲ୍ ଆଲୋଚନା ହୋଇଛି। ଏହି ସମୟରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ବୟାନ ସଂସଦରେ ବିତର୍କ ସୃଷ୍ଟି କରିଛି।
ରାଜ୍ୟସଭାରେ ବିରୋଧୀ ଦଳ…