Latest Odisha News

BREAKING NEWS

Yearly Archives

2023

ଭାଷା ଭାଗବତ : ସଦ୍ୟତମ ଜ୍ଞାନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ ଭାଷାର ବିସ୍ତୃତ ସଂସାର ' ସାହିତ୍ୟ ' କ୍ଷୁଦ୍ରାଂଶ ତହିଁର ବହିରେ ତତ୍କାଳୀନ ଜ୍ଞାନ କରେ ସର୍ବଦା ଅବସ୍ଥାନ ଅନେକ ଗ୍ରଂଥାଶ୍ରିତ ଜନ ସଂଗ୍ରହ କରି ବାସି ଜ୍ଞାନ କରଂତି ସଜ ବୋଲି ଦାବି ଏଯାଏଁ ନୁହଂତି ପ୍ରଭାବୀ ଲୋକଂକ…

ପରଲୋକରେ ଗୀତା ମେହେଟ୍ଟା: ଶେଷ ଦର୍ଶନ ପାଇଁ ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ପରଲୋକରେ ପ୍ରଖ୍ୟାତ ଲେଖିକା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଭଉଣୀ ଗୀତା ମେହେଟ୍ଟାଙ୍କ ପରଲୋକ ଘଟିଛି  । ଗତକାଲି ଦିଲ୍ଲୀସ୍ଥିତ ବାସଭବନରେ ୮୦ ବର୍ଷ ବୟସରେ ତାଙ୍କର ଦେହାନ୍ତ ଘଟିଛି  । ୧୯୪୩ ମସିହାରେ ନୂଆଦିଲ୍ଲୀରେ ସେ ଜନ୍ମଗ୍ରହଣ କରିଥିଲେ  । ସେ ହେଉଛନ୍ତି…

ଓଡ଼ିଶାର ୪ ଜଣ ସଙ୍ଗୀତ ନାଟକ ଏକାଡେମୀ ଅମୃତ ପୁରସ୍କାରରେ ସମ୍ମାନିତ

ଭୁବନେଶ୍ୱର: ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ୮୪ ଜଣ କଳାକାରଙ୍କ ମଧ୍ୟରୁ ଓଡ଼ିଶାର ୪ ଜଣ ବରିଷ୍ଠ କଳାକାରଙ୍କୁ ମର୍ଯ୍ୟାଦାଜନକ ସଙ୍ଗୀତ ନାଟକ ଏକାଡେମୀ ଅମୃତ ପୁରସ୍କାରରେ ସମ୍ମାନିତ କରାଯାଇଛି। ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ୭୫ ବର୍ଷରୁ ଅଧିକ ବୟସର ୮୪ ଜଣ କଳାକାରଙ୍କୁ 'ଆଜାଦୀ କା ଅମୃତ…

ସ୍କ୍ରବ୍ ଟାଇଫସରେ ଆଉ ଜଣଙ୍କର ମୃତ୍ୟୁ ସନ୍ଦେହ, ଘଟଣାସ୍ଥଳକୁ ଗଲା ଡାକ୍ତରୀ ଟିମ୍

ବରଗଡ଼: ଶନିବାର ସ୍କ୍ରବ୍ ଟାଇଫସ୍ ଯୋଗୁଁ ଆଉ ଜଣଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଏକ ଘରୋଇ ନର୍ସିଂହୋମରେ ରୋଗୀଙ୍କୁ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିଲା। ସେ ଏହି ରୋଗରେ ଆକ୍ରାନ୍ତ ହୋଇଥିଲେ। କିନ୍ତୁ ସ୍କ୍ରବ ଟାଇଫସ୍ ଯୋଗୁଁ ମୃତ୍ୟୁ ହୋଇଥିବା ନେଇ ଏଯାବତ୍ କୌଣସି ସ୍ପଷ୍ଟ…

ପ୍ରଣବ ହେଲେ ବିଜୁ ଶ୍ରମିକ ସାମ୍ମୁଖ୍ୟର ମୁଖ୍ୟ ଉପଦେଷ୍ଟା

ଭୁବନେଶ୍ୱର: ବିଜୁ ଶ୍ରମିକ ସାମ୍ମୁଖ୍ୟ (ବିଏସ୍ଏସ୍)ର କର୍ମକର୍ତ୍ତାମାନଙ୍କୁ ଶନିବାର ବିଜୁ ଜନତା ଦଳ ପକ୍ଷରୁ ନିଯୁକ୍ତି ଦିଆଯାଇଛି।ବିଜେଡି ସଭାପତି ନବୀନ ପଟ୍ଟନାୟକ ୧୫ ଜଣ ନେତାଙ୍କୁ ବିଭିନ୍ନ ପଦପଦବୀରେ ନିଯୁକ୍ତି ଦେଇଛନ୍ତି। ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସଙ୍କୁ ବିଏସ୍ଏସର ମୁଖ୍ୟ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ : ବିମ୍ବ ସ୍ନାନ ବିଧି

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ।  ଓଁ ନମୋ ଭାଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ବିମ୍ବ ସ୍ନାନ ବିଧି ଆଲୋଚନା କରିବା ଅବସରରେ ଆମେ ଜାଣିଲେ କେତେକ ପରିସ୍ଥିତିରେ କେବଳ ସୁବାସିତ ଜଳ ନୁହେଁ ବରଂ ପଞ୍ଚଅମୃତର ବିଭିନ୍ନ ଉପାଦାନରେ ଅଲଗା ଅଲଗା…

ଜଳାନ୍ତକକୁ ସୂଚୀତ ରୋଗ ଭାବେ ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଜୀବଜନ୍ତୁଙ୍କ କାମୁ଼ଡିବା ଦ୍ୱାରା ମଣିଷ ମାନେ ଯେଉଁ ରୋଗରେ ସଂକ୍ରମିତ ହୁଅନ୍ତି ବା ଆକ୍ରାନ୍ତ ହୁଅନ୍ତି ତାଙ୍କୁ ଜଳାନ୍ତକ ରୋଗ କୁହାଯାଏ। ଏବେ ଏହାକୁ ଏକ ସୂଚୀତ ରୋଗ ବୋଲି ସରକାର ଘୋଷଣା କରିଛନ୍ତି। ସୂଚୀତ ରୋଗ ଘୋଷଣା କରିବାର ଅର୍ଥ ଏହି ଜଳାନ୍ତକରେ କେହି ଆକ୍ରାନ୍ତ…

ନ୍ୟୁଜ ଆଙ୍କରଙ୍କୁ ବଏକଟ ନିଷ୍ପତ୍ତି, ଇଣ୍ଡିଆ ମେଣ୍ଟର ପ୍ରଥମ ନେତା ନୀତିଶ କଲେ ବିରୋଧ

ପାଟଣା: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଶନିବାର ଦିନ ୧୪ ଜଣ ସାମ୍ବାଦିକ ଏବଂ ନ୍ୟୁଜ୍ ଆଙ୍କରଙ୍କ କାର୍ଯ୍ୟକ୍ରମକୁ ବୟକଟ୍ କରିବା ନିଷ୍ପତ୍ତିକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ ମୁଁ କୌଣସି ସାମ୍ବାଦିକଙ୍କ ବିରୋଧରେ ନୁହେଁ ଏବଂ ବୟକଟ୍ କରିବା ଭୁଲ୍। ଇଣ୍ଡିଆ ମେଣ୍ଟ ପକ୍ଷରୁ ୧୪ ଜଣ…

ବିଭାଜନକାରୀ ରାଜନୀତି ବିରୋଧରେ ସଫଳ ରଣନୀତି ତିଆରି କରିବାକୁ ସିଡବ୍ଲୁସିର ନିଷ୍ପତ୍ତି

ହାଇଦ୍ରାବାଦ: ଦେଶକୁ 'ବିଭାଜନକାରୀ ରାଜନୀତି'ରୁ ମୁକ୍ତ କରିବା ଏବଂ ଲୋକଙ୍କୁ ସମ୍ବେଦନଶୀଳ ଓ ଉତ୍ତରଦାୟୀ ସରକାର ମିଳିବା ଦିଗରେ ସୁନିଶ୍ଚିତ କରିବା ପାଇଁ ଦେଶକୁ ଏକ 'ବୈଚାରିକ ଓ ନିର୍ବାଚନୀ ସଫଳତା'ରେ ପରିଣତ କରିବା ପାଇଁ କଂଗ୍ରେସ ଶନିବାର ସଙ୍କଳ୍ପ ନେଇଛି। ପୁନର୍ଗଠିତ ହେବା ପରେ ପ୍ରଥମ…

ଆଜି ପବିତ୍ର ବିଶ୍ୱକର୍ମା ପୂଜା, ଚଳ ଚଞ୍ଚଳ ଗାଁରୁ ସହର

ଭୁବନେଶ୍ଵର: ଆଜି ହେଉଛି ପବିତ୍ର ବିଶ୍ୱକର୍ମା ପୂଜା । ଶିଳ୍ପ ଓ କାରଖାନା ଜଗତର ମୁଖ୍ୟ ବିନ୍ଧାଣି ତଥା ଭଗବାନ ବିଶ୍ୱକର୍ମାଙ୍କ ଜୟନ୍ତୀ । ପୂରା ଦେଶରେ ବେଶ ଉତ୍ସବର ସହ ପାଳନ ହେଉଛି ବିଶ୍ୱକର୍ମା ପୂଜା । ଆଜିର ଦିନରେ ବିଭିନ୍ନ ଶିଳ୍ପାନୁଷ୍ଠାନ ଓ କଳାକାରଖାନାରେ ଭଗବାନ ବିଶ୍ୱକର୍ମାଙ୍କୁ…