Latest Odisha News

BREAKING NEWS

Yearly Archives

2023

ମା’ ଶାରଳା’ ମନ୍ଦିର ହୁଣ୍ଡି ଲୁଟ ମାମଲା: ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ତଥା ଝଙ୍କଡ଼ ବାସିନୀ ମା' ଶାରଳା’ଙ୍କ  ମନ୍ଦିର ହୁଣ୍ଡି ଭାଙ୍ଗି ଟଙ୍କା ଚୋରି ହୋଇଥିବା ଘଟଣାରେ ତିର୍ତ୍ତୋଲ ପୋଲିସକୁ ମିଳିଛି ବଡ଼ ସଫଳତା । ଜଣେ ଅଭିଯୁକ୍ତକୁ ଗିରଫ କରିଛି ତିର୍ତ୍ତୋଲ ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଲେ କେନ୍ଦୁଝର…

ଜମ୍ମୁକଶ୍ମୀର ଓ ଲଦାଖରେ ୫.୭ ତୀବ୍ରତା ଭୂକମ୍ପ ଝଟକା ଅନୁଭୂତ

ଶ୍ରୀନଗର: ଗତ କିଛି ବର୍ଷ ମଧ୍ୟରେ ଦେଶର ଅନେକ ସ୍ଥାନରେ ଭୂକମ୍ପ ଝଟକା ଲଗାତାର ଅନୁଭୂତ ହେଉଛି । ଆଜି ପୁଣି ଅପରାହ୍ନରେ ଜମ୍ମୁକଶ୍ମୀର ଏବଂ ଲଦାଖର ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି । ଏହି ଭୂକମ୍ପ ଯୋଗୁଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଏହା ପାହାଡିଆ ଅଞ୍ଚଳ…

ଘରେ କେହି ନଥିବାର ସୁଯୋଗ ଉଠାଇ ଘରେ କଳା କନା ବୁଲାଇଲେ ଦୁର୍ବୃତ୍ତ

ପୁରୀ: ଘରେ କେହି ନଥିବାର ସୁଯୋଗ ଉଠାଇ ଘରେ କଳା କନା ବୁଲାଇଲେ ଦୁର୍ବୃତ । ଗ୍ରିଲ୍ ଭାଙ୍ଗି ଘର ଭିତରେ ପଶିଲେ ଆଉ ନେଇଗଲେ ଲକ୍ଷାଧିକ ଟଙ୍କା ସହ ସୁନା ଗହଣା । ପୁରୀ ତାଳବଣିଆ ଥାନା ଅନ୍ତର୍ଗତ ସିଦ୍ଧମହାବୀର ନିକଟରେ ଥିବା ନୀଳଚକ୍ର ନଗରରେ ଘଟିଛି ଏହି ଲୁଟ୍ । ଲୁଟ ଶିକାର ହୋଇଛନ୍ତି ସନ୍ତୋଷ…

ହଙ୍ଗାମା କରିବା ଅଭିଯୋଗରେ ଲୋକସଭାର ୩୧ ବିରୋଧୀ ସାଂସଦ ନିଲମ୍ବିତ

ନୂଆଦିଲ୍ଲୀ: ସଂସଦରେ ହଙ୍ଗାମା କରିବା ଅଭିଯୋଗରେ ଲୋକସଭାର ୩୧   ବିରୋଧୀ ସାଂସଦଙ୍କୁ ପୁର ଅଧିବେଶନରୁ ନିଲମ୍ବିତ କରାଯାଇଛି । ନିଲମ୍ବିତ ନେତାଙ୍କ ମଧ୍ୟରେ କଂଗ୍ରେସର ସଂସଦୀୟ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ ବି ସାମିଲ ଅଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଦୟାନିଧି ମାରାନ, ଏ. ରାଜା, ସୌଗତ…

ବିଶ୍ୱର ସର୍ବବୃହତ ଯୋଗ କେନ୍ଦ୍ର ‘ସ୍ୱର୍ବେଦ ମହାମନ୍ଦିର’ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ ଏହାର…

ବାରଣାସୀ: ଦୁଇ ଦିନିଆ ବାରାଣାସୀ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ସକାଳ ୧୧.୩୦ ରେ ବିଶ୍ୱର ସର୍ବବୃହତ ଯୋଗ କେନ୍ଦ୍ର 'ସ୍ୱର୍ବେଦ ମହାମନ୍ଦିର'ର ଉଦଘାଟନ କରିଛନ୍ତି । ଏହି ସ୍ୱର୍ବେଦ ମନ୍ଦିର ହେଉଛି ବିଶ୍ୱର ବୃହତ୍ତମ ଯୋଗ ଏବଂ ମେଡିଟେସନ କେନ୍ଦ୍ର । ପ୍ରାୟ ଏକ ହଜାର କୋଟି…

ଭୁବନେଶ୍ଵରରୁ ଜବତ ହେଲା ୬୦ଲକ୍ଷରୁ ଊର୍ଦ୍ଧ୍ଵ ବ୍ରାଉନସୁଗାର

ଭୁବନେଶ୍ଵର; ଧଳାଜହର କାରବାରରେ ବୁଡିଛି ଓଡିଶା । ସବୁଦିନ କେଉଁଠୁ ନା କେଉଁଠୁ ଜବତ କରାଯାଉଛି ବ୍ରାଉନସୁଗାର । ଅନେକ ଚେଷ୍ଟା ଫଳରେ ବି ପୋଲିସକୁ ଦିନରେ ତାରା ଦେଖାଉଛନ୍ତି ବେପାରୀ ।  ଆଜି ଭୁବନେଶ୍ଵର ଫ୍ଲାଏ ଓଭର ବ୍ରଜ୍ ନିକଟରୁ ୬୬୦ ଗ୍ରାମର ବ୍ରାଉନସୁଗର ଜବତ କରିଛି କମିଶନରେଟ ପୋଲିସ ।…

ଦୁଇ ମହାବଳଙ୍କ ଲଢେଇରେ ଜିତିଲା କିଏ, ଜାଣନ୍ତୁ କାହିଁକି ଲାଗିଥିଲା ଲଢେଇ

ବାରିପଦା: ଲାଗିଛି ଦୁଇ ମହାବଳଙ୍କ ମଧ୍ୟରେ ଲଢେଇ । ଛକାପଞ୍ଝାରେ ରହିଛନ୍ତି ଦୁହେଁ । କିଏ ଜିତିବ ବାଜି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳରେ । ଶିମିଳିପାଳରେ ଦୁଇ ମହାବଳ ବାଘଙ୍କ ମଧ୍ୟରେ ହୋଇଛି ଏହି ଲଢେଇ । ଲଢେଇର ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ…

ସନ୍ଦେହ ଘେରରେ ପୋଲିସ ଏଫଓଙ୍କ ମୃତ୍ୟୁ

ରାୟଗଡା: ରାୟଗଡା ଏସପି ଙ୍କ ବାସଭବନରେ କାର୍ଯ୍ୟରତ କୁକ୍ ବା ଏଫ୍ଓ ବି. ହରିଶଙ୍କର ରାଓ ଙ୍କ ସନ୍ଦେହ ଜନକ ଭାବେ ଷ୍ଟେସନ ନିକଟରୁ ମୃତଦେହ ଉଦ୍ଧାର କରାଯାଇଛି । ତେବେ ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କିଏ ହତ୍ୟା କରିଛି ତାହା ଏଯାଏଁ ସ୍ପଷ୍ଟ ହୋଇନି । ବର୍ତ୍ତମାନ ତାଙ୍କ ମୃତ ଶରୀର…

ଗୋଟିଏ ରାତିରେ ଦୁଇ ଦୁଇଟି ମନ୍ଦିରରୁ ଚୋରୀ, ଲୁଟିନେଲେ ଅଳଙ୍କାର ସମେତ ହୁଣ୍ଡୀ ବାକ୍ସ

ଭଦ୍ରକ: ଗୋଟିଏ ରାତିରେ ଦୁଇ ଦୁଇଟି ମନ୍ଦିରରେ କଳାକନା ବୁଲାଇଲେ ଲୁଟେରା । ଠାକୁରଙ୍କ ଅଳଙ୍କାର ସମେତ ହୁଣ୍ଡୀ ବାକ୍ସକୁ ନେଇ ଚାଲିଗଲେ ଦୁର୍ବୃତ । ଘଟଣା ଘଟିଛି ଭଦ୍ରକ ପୁରୁଣା ବଜ଼ାର ଥାନା ନିକଟ ସନ୍ଥିଆରେ ଥିବା ସର୍ବ ପୂରାତନ ମଦନ ମୋହନ ଓ ଗୋବିନ୍ଦ ଜୀଉ ମନ୍ଦିରରେ । ସକାଳୁ ପୂଜାରୀ ଆସି…

ଶରୀରରେ ପ୍ରୋଟିନର ମାତ୍ରା କମ୍ ଅଛି ଯଦି ଖାଆନ୍ତୁ ଏହି ପାଉଡର୍, ଏଥିରେ ରହିଛି ଅଣ୍ଡା ଠାରୁ ୫ଗୁଣା ଅଧିକ ପ୍ରୋଟିନ

ଭୁବନେଶ୍ଵର: ସ୍ପିରୁଲିନା ହେଉଛି ଏକ ପ୍ରକାର ନୀଳ ଶୈବାଳ । ଏଥିରେ ୧୩ ପ୍ରକାର ଭିଟାମିନ୍, ୧୩ ପ୍ରକାର ମିନେରାଲ୍ସ, ୪ ପ୍ରକାର ପ୍ରାକୃତିକ ଫାଇଟୋନ୍ୟୁଟ୍ରିଏଣ୍ଟସ୍, ୮ ପ୍ରକାର ନାଚୁରାଲ କାରୋଟିନଏଡ୍, ୮ ପ୍ରକାର  ଆମିନୋ ଏସିଡ୍ ଭରି ରହିଛି । ଅନ୍ୟ ଖାଦ୍ୟ ତୁଳନାରେ ସ୍ପିରୁଲିନା ଅଧିକ ପୋଷଣ…