ଜଟିଆବାବାଜି ଛକରେ ହତ୍ୟାକାଣ୍ଡ ଘଟଣା: ୨ଜଣଙ୍କୁ ଗିରଫ କଲା କୁମ୍ଭାରପଡା ଥାନା ପୋଲିସ
ପୁରୀ: ଗତକାଲି ଅପରାହ୍ନରେ ପୁରୀ ଜଟିଆବାବାଜୀ ଛକ ନିକଟରେ ଘଟିଥିବା ଲଡ଼ୁ ନାୟକ ହତ୍ୟା ଘଟଣାରେ ୨ଜଣକୁ ଗିରଫ କରିଛି କୁମ୍ଭାରପଡା ଥାନା ପୋଲିସ l ମୃତକ ଲଡ଼ୁ ନାୟକଙ୍କ ସମ୍ପର୍କୀୟ ମାମୁ ଗଙ୍ଗା ନାୟକ ଓ ତାଙ୍କ ପୁଅ ସୁନ୍ଦନ ନାୟକକୁ ଗିରଫ କରିଛି ପୋଲିସ l ତେବେ ହତ୍ୟା ଘଟଣା ରେ ୩ଜଣ…