Latest Odisha News

BREAKING NEWS

Yearly Archives

2023

ସ୍ବାମୀର ମୃତ୍ୟୁ ପରେ ଚକ୍ଷୁଦାନ କଲେ ସ୍ତ୍ରୀ, କହିଲେ ପୂରଣ ହୋଇଛି ତାଙ୍କ ସ୍ୱାମୀଙ୍କ ସ୍ୱପ୍ନ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଅନ୍ତର୍ଗତ ନୂଆସାହି ଗାଁର ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ଚକ୍ଷୁଦାନ କରିଛନ୍ତି।ମାଳତୀ ମାଧେଇଙ୍କ ସ୍ୱାମୀ କମଳାକାନ୍ତ ମାଧେଇ ଏକ ଚିଙ୍ଗୁଡି ପ୍ରୋସେସିଂ ପ୍ଲାଣ୍ଟରେ କାମ କରୁଥିଲେ। ତେବେ ଡ୍ୟୁଟିରେ ଥିବା ବେଳେ ବିଦ୍ୟୁତ୍ ଆଘାତରେ…

ରାଜଧାନୀରେ ଡରାଇ ଚାଲିଛି ଡେଙ୍ଗୁ ମଶା, ହଜାରେ ଟପିଲା ଆକ୍ରାନ୍ତଙ୍କ ସଂଖ୍ଯା

ଭୁବନେଶ୍ୱର: ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ଏକ ହଜାର ଟପିଥିବା ବେଳେ କ୍ୟାପିଟାଲ ହସ୍ପିଟାଲର ସୁପରିଟେଣ୍ଡେଣ୍ଟ ଦିଲ୍ଲୀପ କୁମାର ପଣ୍ଡା ରବିବାର କହିଛନ୍ତି ଯେ, ରାଜଧାନୀରେ ପ୍ରତିଦିନ ୩୦୦-୪୦୦ ନମୁନା ପରୀକ୍ଷା କରାଯାଉଛି। ଏଥିମଧ୍ୟରୁ ପ୍ରାୟ ୫୦-୬୦ଟି ନମୁନାରେ ଡେଙ୍ଗୁରେ…

ପୁଣି ଚର୍ଚ୍ଚାରେ ବିଧାନ ପରିଷଦ ପ୍ରସଙ୍ଗ, ଶାସକ ଦଳର ରାଜନୈତିକ ଚାଲ କହି ଘେରିଲେ ବିରୋଧୀ

ଭୁବନେଶ୍ୱର: ବିଜୁ ଜନତା ଦଳର ସାଂସଦ ମୁନ୍ନା ଖାଁ ଓଡ଼ିଶାରେ ବିଧାନ ପରିଷଦ ଗଠନ ନେଇ ଆଶାବ୍ୟକ୍ତ କରିବା ପରେ ଏହାକୁ ନେଇ ରାଜନୀତି ଜୋର ଧରିଛି। ବିଜେଡ଼ିର ବିଧାନ ପରିଷଦ ଆବେଦନକୁ ଅସନ୍ତୁଷ୍ଟ ଦଳୀୟ ନେତାଙ୍କୁ ଥଇଥାନ କରିବା ପାଇଁ ଏକ କସରତ ବୋଲି ବିଜେପି ଓ କଂଗ୍ରେସ କହିଛି। ରାଜ୍ୟରେ ବିଧାନ…

ରୋନାଲ୍ଡୋଙ୍କ ବିପକ୍ଷ ଟିମରେ ଖେଳିବା ପାଇଁ ନେମାରଙ୍କୁ ଅଫର ହେଲା ୧୪୫୫ କୋଟି

ଦୁବାଇ: ବ୍ରାଜିଲର ଷ୍ଟାର ଫୁଟବଲ ଖେଳାଳି ନେମାର ଜୁନିୟରଙ୍କୁ ସାଉଦି ଆରବ କ୍ଲବ ପକ୍ଷରୁ ଖେଳିବା ପାଇଁ ଲୋଭନୀୟ ଅଫର ଆସିଛି । ଦୁବାଇ ଫୁଟବଲ ଲିଗରେ ଅଲ ନସ୍ର ଟିମ ପକ୍ଷରୁ କ୍ରିଷ୍ଟିଆନ ରୋନାଲ୍ଡୋ ଖେଳି ପ୍ରଥମ ଥର ପାଇଁ ଦଳକୁ ଚାମ୍ପିୟନର ସ୍ୱାଦ ଚଖାଇଛନ୍ତି । ଅଲ ନସ୍ର ତୀବ୍ର…

ନର୍ସିଂ ହୋମର ନର୍ସଙ୍କୁ ଦୁଷ୍କର୍ମ ପରେ ହତ୍ୟା; ଡାକ୍ତର ଓ କମ୍ପାଉଣ୍ଡର ଫେରାର

ପାଟଣା: ବିହାରର ଏକ ଘରୋଇ ନର୍ସିଂ ହୋମରେ ନର୍ସଙ୍କୁ ଗଣ ଦୁଷ୍କର୍ମ ପରେ ହତ୍ୟା। ଅଭିଯୁକ୍ତ ଡାକ୍ତର ଓ କର୍ମଚାରୀ ଫେରାର।ବିହାରର ପୂର୍ବ ଚମ୍ପାରଣ ଜିଲ୍ଲାର ଏକ ଘରୋଇ ନର୍ସିଂ ହୋମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ନର୍ସଙ୍କୁ ଡାକ୍ତର ଓ କମ୍ପାଉଣ୍ଡରମାନେ ଗଣଦୁଷ୍କର୍ମ ପରେ ହତ୍ୟା କରିଥିବା…

ପିଏସଜି କ୍ଲବ ଓ ଏମ୍ବାପ୍ପେଙ୍କ ମଧ୍ୟରେ ହେଲା ବୁଝାମଣା, ପ୍ରଶଂସକ ଆଶ୍ୱସ୍ତି

ନୂଆଦିଲ୍ଲୀ: ବିଶ୍ୱର ଲୋକପ୍ରିୟ ଫୁଟବଲ ଖେଳାଳି କିଲିୟନ ଏମ୍ବାପ୍ପେ ଓ ପ୍ୟାରିସ ସେଂଟ ଜର୍ମନ କ୍ଲବ ମଧ୍ୟରେ ଉପୁଜିଥିବା ବିବାଦ ପ୍ରଶଂସକଙ୍କୁ ବ୍ୟଥିତ କରିଥିଲା । ତେବେ ରବିବାର ପ୍ରକାଶିତ ରିପୋର୍ଟ ଅନୁସାରେ ଏମ୍ବାପ୍ପେ ଓ ପିଏସଜି ମଧ୍ୟରେ ବୁଝାମଣା ହୋଇଯାଇଛି । ଏପରିକି ତାଙ୍କ ମୂଖ୍ୟ…

ଏମ୍ସ ସିଜିଏଚଏସ୍ ହିତାଧିକାରୀଙ୍କ ପାଇଁ ସ୍ୱତନ୍ତ୍ର ପଞ୍ଜୀକରଣ କେନ୍ଦ୍ରର ଉଦଘାଟନ

ଭୁବନେଶ୍ବର: ଏମ୍ସ ଭୁବନେଶ୍ୱରରେ ସମସ୍ତ ସିଜିଏଚଏସ୍ ହିତାଧିକାରୀଙ୍କ ପାଇଁ ଏକ ସ୍ୱତନ୍ତ୍ର ପଞ୍ଜୀକରଣ କେନ୍ଦ୍ରକୁ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ଵାସ ଉଦଘାଟନ କରିଛନ୍ତି। ଓପିଡି ଫୋୟରରେ ଆରମ୍ଭ ହୋଇଥିବା ଏହି ସ୍ୱତନ୍ତ୍ର ପଞ୍ଜୀକରଣ କେନ୍ଦ୍ର ମାଧ୍ଯମରେ ସିଜିଏଚଏସ୍…

ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି ବିଜେତା ଭାରତର ର‌୍ୟାଙ୍କିଙ୍ଗରେ ସୁଧାର

ନୂଆଦିଲ୍ଲୀ: ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି ଟାଇଟଲ ଜିତିବା ଯୋଗୁ ଭାରତର ଏଫଆଇଏଚ ର‌୍ୟାଙ୍କିଙ୍ଗରେ ଉନ୍ନତି ଘଟିଛି । ତାଜା ର‌୍ୟାଙ୍କିଙ୍ଗରେ ଭାରତ ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛି । ୨୦୨୧ ପରେ ଭାରତ ପୁନର୍ବାର ଏହି ସ୍ଥାନକୁ ଫେରିଛି । ରବିବାର ଜାରୀ କରାଯାଇଥିବା ର‌୍ୟାଙ୍କିଙ୍ଗରେ…

ଚନ୍ଦ୍ରରେ ଟ୍ରାଫିକ ଜାମ : ଚନ୍ଦ୍ରାୟାନର ୩ ପ୍ରତି ବିପଦ ଅଛି କି ?

ନୂଆଦିଲ୍ଲୀ: ଭାରତର ମିଶନ ଚନ୍ଦ୍ରାୟାନ ୩ର ଲକ୍ଷ୍ୟ ୨୩ ଅଗଷ୍ଟରେ କିପରି ଚନ୍ଦ୍ରରେ ସଫଳତାର ସହ ଲ୍ୟାଣ୍ଡିଂ କରିବ । ସେହି ସମୟରେ ରୁଷର ମିଶନ ଲୁନା ୨୫ ମଧ୍ୟ ଲ୍ୟାଣ୍ଡିଂ କରିବାକୁ ଅଛି । ଅଗଷ୍ଟ ୧୧ରେ ଲୁନା-୨୫କୁ ମହାକାଶକୁ ପଠା ଯାଇଥିଲା । ସେହିପରି ଚନ୍ଦ୍ରାୟାନ ୩କୁ ଭାରତ ୧୩ ଜୁଲାଇରେ ଲଂଚ…

ପେରୁରେ ଏଲିୟନ୍ସ ଭୟ: ସତ ନା ସୁନା ମାଫିଆଙ୍କ ଷଡଯନ୍ତ୍ର

ନୂଆଦିଲ୍ଲୀ: ପାଖାପାଖି ୭ ଦିନ ହେବ ପେରୁରେ ଏଲିୟନ୍ସ ଭୟ ସାଧାରଣ ଜନତାଙ୍କୁ ଘାରିଛି । ଏପରିକି ଲୋକ ୭ଫୁଟର ଏଲିୟନ୍ସ ଦେଖିଥିବା ଦାବୀ କରିଛନ୍ତି । ଏହାର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସ୍ଥାନୀୟ ଗ୍ରାମବାସୀଙ୍କ ଅନୁସାରେ ଏହି ପରଗ୍ରହୀ ମଣିଷର ମୁହଁକୁ ଟାର୍ଗେଟ…