Latest Odisha News

BREAKING NEWS

Yearly Archives

2023

ଅନାସ୍ଥା ପ୍ରସ୍ତାବ ମତ ରଖିବା ପୂର୍ବରୁ ରାହୁଲ କହିଲେ, ‘ଏଥର ଯାହା କହିବି ହୃଦୟରୁ କହିବି’

ନୂଆଦିଲ୍ଲୀ: ପାର୍ଲାମେଣ୍ଟରେ ଆଜି ଅନସ୍ଥା ପ୍ରସ୍ତାବ ଉପରେ ଆଲୋଚନାର ୨ୟ ଦିନ । ଲୋକସଭାରେ ଏ ନେଇ ଆଲୋଚନା ଆରମ୍ଭ ହୋଇ ଯାଇଛି । ଆଜି ରାହୁଲ ଅନାସ୍ଥା ପ୍ରସ୍ତାବ ଉପରେ ନିଜର ମତ ରଖିଛନ୍ତି । ରାହୁଲଙ୍କ ବ୍ୟତୀତ କଂଗ୍ରେସ ପକ୍ଷରୁ ରେୱନ୍ତ ରେଡ୍ଡି ଏବଂ ହେଭି ହର୍ଡନଙ୍କ ନାମ ମଧ୍ୟ…

ଶିକାରୀଙ୍କ କବଜାରେ ଶିମିଳିପାଳ;୨୧ ଗିରଫ, ୧୬୫ ବନ୍ଧୁକ ଜବତ

ବାରିପଦା: ଶିମିଳିପାଳ ଏବେ ଶିକାରୀ ମାନଙ୍କର ଆଡ୍ଡା ସ୍ଥଳୀ ପାଲଟିଛି । ମାଳ ମାଳ ଶିକାରୀ ଜଙ୍ଗଲରେ ବୁଲୁଛନ୍ତି । ବନ୍ଧୁକ ମୂନରେ ଅବାଧରେ ପଶୁ ପକ୍ଷୀ ଶିକାର ଚାଲିଛି । ଫଳରେ ଜଙ୍ଗଲରେ ସର୍ଚ୍ଚ  ଅପରେସନକୁ ଜୋରଦାର କରାଯାଇଛି । ସର୍ଚ୍ଚ ଅପରେସନ ବେଳେ ୨୧ ଜଣ ଶିକାରୀଙ୍କୁ ଗିରଫ…

ଚର୍ଚ୍ଚାରେ BSNL ର ଏହି ପ୍ଲାନ, ୫୦୦ରୁ କମ ଟଙ୍କାରେ ରିଚାର୍ଜ କଲେ ମିଳୁଛି ୧୮୦ ଦିନର ଭେଲିଡିଟି

ନୂଆଦିଲ୍ଲୀ: ଟେଲିକମ୍ ବଜାର ଏବେ ଅଧିକ ପ୍ରତିଦ୍ୱନ୍ଦୀତାମୂଳକ ହୋଇଛି। ଟେଲିକମ୍ କମ୍ପାନୀମାନେ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଏବେ ଭଳି କି ଭଳି ଅଫର୍ ଆଣୁଛନ୍ତି। ସରକାରୀ ଟେଲିକମ୍ କମ୍ପାନୀ ବିଏସ୍‌ଏନ୍‌ଏଲ୍ (BSNL) ସବୁବେଳେ ଗ୍ରାହକଙ୍କ ପାଇଁ ସୁଲଭ ଏବଂ ଶସ୍ତା ରିଚାର୍ଜ ଯୋଜନା…

ଆଜି ଶ୍ରୀଜିଉଙ୍କ ବନକଲାଗି: ସନ୍ଧ୍ୟା ୬ରୁ ସାଧାରଣ ଦର୍ଶନ ବନ୍ଦ

ପୁରୀ: ବହୁ ବାଦ ବିବାଦ ପରେ ଶେଷରେ ଆଜି ହେବ ଶ୍ରୀଜିଉଙ୍କର ବନକ ଲାଗି ନୀତି । ଚମକିବେ କାଳିଆ ସାଆନ୍ତ । ମହାପ୍ରଭୂଙ୍କ ଦ୍ବିତୀୟ ଭୋଗ ମଣ୍ଡପ ନୀତି ଶେଷ ହେବା ପରେ ଏହି ନୀତି ସମ୍ପନ୍ନ ହେବ । ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ସନ୍ଧ୍ୟା ୬ଟାରୁ ରାତି ୧୧ଟା ଦୀର୍ଘ ୫ ଘଣ୍ଟା ପର୍ଯ୍ୟନ୍ତ…

ଦ୍ୱିତୀୟ ଥର ପାଇଁ ବିବାହ ବନ୍ଧନରେ ବାନ୍ଧି ହେଲେ ଅଙ୍କିତା ଲୋଖଣ୍ଡେ, ଲିପଲକ୍ ଭିଡିଓ ଭାଇରାଲ

ମୁମ୍ବାଇ: ଛୋଟ ପରଦାର ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍‌। ଅଙ୍କିତା ଲୋଖଣ୍ଡେ-ବିକି ଜୈନ ଆଜିକାଲି ସେମାନଙ୍କ ବିବାହକୁ ନେଇ ଖୁବ ଚର୍ଚ୍ଚିତ। ସେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି। ଯାହାକୁ ନେଇ ଜୋରଦାର ଆଲୋଚନା ଚାଲିଛି। ଅଙ୍କିତା…

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଇଡି ସମନ, ଜମି ଦୁର୍ନୀତି ମାମଲାରେ ୧୪ ରେ ଜେରା

ରାଞ୍ଚି: ଜମି ଦୁର୍ନିତୀ ମାମଲାରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସମନ ଜାରି କରିଛି। ମାମଲା ସଂଖ୍ୟା ୨୫/୨୩ ଆଧାରରେ ଏହି ନୋଟିସ୍ ପଠାଯାଇ ଅଗଷ୍ଟ ୧୪ ରେ ହାଜର ହେବାକୁ ଇଡି କାର୍ଯ୍ୟାଳୟକୁ ଡକାଯାଇଛି। ହେମନ୍ତ ସୋରେନଙ୍କ ବିରୋଧରେ ଜାଲ୍…

ବଦଳିଲା ପୁରୀ-ତାଳଚେର ପାସେଞ୍ଜର ଟ୍ରେନ ମେମୁ ରେକ୍, ୧୭୬୪ ଯାତ୍ରୀ କରିପାରିବେ ଯାତ୍ରା

ଜଟଣୀ: ବଦଳିଲା ପୁରୀ-ତାଳଚେର ପାସେଞ୍ଜର ଟ୍ରେନ ମେମୁ ରେକ୍। ପୂର୍ବରୁ ବ୍ୟବସ୍ଥା ଥିବା ଆଇସିଏଫ୍ ରେକ୍‌କୁ ମେମୁ ରେକ୍‌ରେ ପରିବର୍ତ୍ତନ କରାଯାଇଛି। ଯାତ୍ରୀଙ୍କ ସୁଗମ ଯାତ୍ରା ପାଇଁ ଖୋର୍ଦ୍ଧା ରୋଡ଼ ରେଳ ଡିଭିଜନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ଏହାଦ୍ୱାରା ବସିବା ଓ ଛିଡ଼ା ହୋଇ…

୧୮ ରେ ଜାଗା ମିଶନ ପଟ୍ଟା ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଜାଗା ମିଶନରେ ଉପକୃତ ହେବେ ଭୂମିହୀନ ବସ୍ତିବାସିନ୍ଦା। ସେମାନଙ୍କୁ ଭୂମି ଅଧୀକାର ପ୍ରମାଣପତ୍ର ପ୍ରଦାନ କରିବେ ରାଜ୍ୟ ସରକାର। ମହାନଗର ନିଗମ ଅଞ୍ଚଳରେ ଭୂମିହୀନଙ୍କୁ ନଜସ୍ୱ ଜମିପଟ୍ଟା ମିଳିବ। ସମ୍ଭବତଃ ଆସନ୍ତା ୧୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାଗା ମିଶନ ଜରିଆରେ…

କବିତା : କଳଙ୍କ

ସୁମିତା ବେହେରା  ଏ କବି , ତୁମେ ମୋତେ ଜାଣ, ମୋତେ ବୁଝ, ମୋତେ ଭଲପାଅ ମୋତେ ନେଇ ତୁମର କେତେ କବିତା କେତେ କାହାଣୀ ନିକଟରୁ ଅନୁଭବ କରିବାକୁ , ମୋତେ ଟିକେ ଛୁଇଁବାକୁ, ତୁମେ କାଟିଦିଅ ଦିନ, ମାସ ,ବର୍ଷ ନିଦହରା ରଜନୀ । ଏ କବି , କୋଉଠୁ ଶିଖିଲ ଏମିତି ନିବିଡ଼ ଭାବେ ଭଲପାଇବା ?…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୧୦୦)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ବୀରା ମଧ୍ୟ ଆଶ୍ଚର୍ଯ୍ୟ ହୋଇ କହିଲା, “ବାରବର୍ଷ! ଏତେ ଦିନରେ ଥରେ ଫୁଟେ!” ମାଗାଜିନ୍‌ ଉପରେ ଆଖି ସ୍ଥିର ରଖି ରୋହାନ୍ କହିଲା, “ଆଉ ଏଥିରେ ଏ କଥା ବି ଲେଖାହୋଇଛି ଯେ ସେ ଫୁଲଗୁଡ଼ାକ ଦେଖିବାକୁ ବହୁତ ସୁନ୍ଦର ।”…