ଓଡ଼ିଶାରେ ଶାହ କଲେ ନବୀନଙ୍କ ପ୍ରଶଂସା, ଦିଲ୍ଲୀରେ ପିନାକୀ କଲେ ମୋଦୀଙ୍କ ପ୍ରଶଂସା
ଭୁବନେଶ୍ୱର: ପଲ୍ଲୀରେ ବିଜେଡି-ବିଜେପି କର୍ମୀ ଓ ନେତା ପରସ୍ପରକୁ ଟାର୍ଗେଟ କରିବାକୁ ଯାଇ ମାରପିଟ ହେଉଥିବାର ନଜିର ରହିଛି। ଏବେ କିନ୍ତୁ ଦୁଇ ଦଳର ନେତା ପ୍ରତିପକ୍ଷ ଦଳର ନେତାଙ୍କୁ ପ୍ରଶଂସା କରିବା ଜାତୀୟ ରାଜନୀତିରେ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି। ନିକଟରେ ଅମିତ ଶାହ ଭୁବନେଶ୍ବର ଗସ୍ତରେ…