ଗଳାରେ ସଂକ୍ରମଣ: ଭୁଲ୍ ଔଷଧ ଦେଇ ଦୋକାନୀ ଅଟକ, ଝିଅ ଅସୁସ୍ଥ
ଭୁବନେଶ୍ୱର: ଜଣେ ମହିଳାଙ୍କୁ ଭୁଲ୍ ଔଷଧ ଯୋଗାଉଥିବା ଅଭିଯୋଗରେ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ମେଡପ୍ଲସ ଫାର୍ମାସିରେ ନିଯୁକ୍ତି ପାଇଥିବା ଜଣେ ସେଲ୍ସମ୍ୟାନଙ୍କୁ ପୁଲିସ ଅଟକ ରଖିଛି। ସୂଚନା ଅନୁଯାୟୀ, ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳର ଜଣେ ମହିଳା ତାଙ୍କ ଝିଅର ଗଳାରେ ସଂକ୍ରମଣ ପାଇଁ ଔଷଧ…