Latest Odisha News

ଓଡିଶା ପାଇଁ କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକା ଘୋଷଣା

ଭୁବନେଶ୍ବର: ଓଡିଶା ପାଇଁ ୪୦ ଷ୍ଟାର ପ୍ରଚାରକ ତାଲିକା ଦେଲା କଂଗ୍ରେସ  । ୨୦୨୪ ନିର୍ବାଚନ ପାଇଁ କଂଗ୍ରେସ ୪୦ ଜଣିଆ ହେବିଓ୍ବେଟ୍ ପ୍ରଚାରକ ତାଲିକା ପ୍ରକାଶ କରିଛି । ଷ୍ଟାର ପ୍ରଚାରକ ତାଲିକାରେ ସୋନିଆ, ପ୍ରିୟଙ୍କା, ରାହୁଲ,ଖଡଗେ, ରେବନ୍ତ ରେଡ୍ଡୀ, ରୂପେଶ ବାଘେଲ, ସଚିନ ପାଇଲଟ୍ ପ୍ରମୁଖ  ନେତାମାନେ ସାମିଲ ଅଛନ୍ତି ।

BjdElectrycity

ସେହିପରି ଅଳକା ଲାମ୍ବା, କହ୍ନେୟା କୁମାର, ମୀନାକ୍ଷୀ ନଟ୍ଟରାଜନ, ଅଜୟ କୁମାର, ଶରତ ପଟ୍ଟନାୟକ, ନରସିଂହ ମିଶ୍ର,ମାଲୁ ଭାଟି ବିକ୍ରର୍ମକା, ହର୍ଷବର୍ଦ୍ଧନ ସପକାଲ, ଗିରିଧର ଗମାଙ୍ଗ, କିଶୋର ପଟେଲ, ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ଆର.ସି. ଖୁଣ୍ଟିଆ, ଭକ୍ତଚରଣ ଦାସ, ସୁଶୀଲା ତିରିଆ, ଶ୍ରୀକାନ୍ତ ଜେନା, ପଞ୍ଚାନନ କାନୁନଗୋ, ଜଗନ୍ନାଥ ପଟ୍ଟନାୟକ, ଶରତ ରାଉତ, ବିଜୟ କୁମାର ପଟ୍ଟନାୟକ, କଓ୍ବାସୀ ଲଖ୍ମା, ମୋହନ ମାର୍କମ, ଲକ୍ଷେଶ୍ବର ବାଘେଲ, ସନ୍ଦୀପ ସାହୁ, ଦାନସାରୀ ଅନସୂୟା, ଶିବାନନ୍ଦ ରାୟ, ବିଶ୍ବରଞ୍ଜନ ମହାନ୍ତି, ମୀନାକ୍ଷୀ ବାହିନୀପତି, ରଞ୍ଜିତ ପାତ୍ର, ଜୟରାମ ପାଙ୍ଗୀ, ଖ୍ରୀଷ୍ଟୋଫର ତିଲକ, ମହମ୍ମଦ ଶହନଓ୍ବାଜ ଚୌଧୁରୀ ରହିଛନ୍ତି ।

 

Leave A Reply

Your email address will not be published.