Latest Odisha News

BREAKING NEWS

Yearly Archives

2024

ମାଟି ତଳୁ ଉଦ୍ଧାର ମହିଳାଙ୍କ ମର ଶରୀର, ସ୍ବାମୀ ଏବଂ ପଡ଼ୋଶୀ ଅଟକ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ସହରରେ ୪ ଦିନ ତଳେ ସ୍ୱାମୀଙ୍କ ଦ୍ବାରା ହତ୍ୟାର ଶିକାର ପରେ ପୋତି ଦିଆଯାଇଥିବା ଜଣେ ମହିଳାଙ୍କ ମୃତଦେହକୁ ପୁଲିସ ଉଦ୍ଧାର କରିଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବେଦବ୍ୟାସ ନାଡିଟୋଲାର ଫୁଲମଣି କେରକେଟା ନାମକ ଏହି ମହିଳାଙ୍କ ବିବାହ…

ଟି୨୦ ବିଶ୍ୱକପ: ଭାରତ-କାନାଡା ମ୍ୟାଚ ବର୍ଷା ଯୋଗୁ ବାତିଲ

ଫ୍ଲୋରିଡା: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ଶନିବାର ଅନୁଷ୍ଠିତ ଭାରତ-କାନାଡା ମ୍ୟାଚ ବର୍ଷା ଯୋଗୁ ବାତିଲ ହୋଇଯାଇଛି । ଭାରତ ଏହି ମ୍ୟାଚ ପୂର୍ବରୁ ପ୍ରଭାବୀ ପ୍ରଦର୍ଶନ କରି ସୁପର ଏଇଟରେ ପ୍ରବେଶ କରିସାରିଛି । କାନାଡା ଏହି ଦୌଡରୁ ପୂର୍ବରୁ ବାଦ ପଡି ସାରିଛି । ଫ୍ଲୋରିଡାରେ ଏକ କ୍ରମାଗତ…

ବିଶ୍ୱର ସବୁଠାରୁ କ୍ଷୁଦ୍ରତମ ବ୍ରେନ ସେନ୍ସର ପ୍ରସ୍ତୁତ କଲା ଚୀନ

ବେଜିଂ: ଚୀନର ବୈଜ୍ଞାନିକମାନେ ବିଶ୍ୱକୁ ଚକିତ କଲା ଭଳି ଆଉ ଏକ କାର୍ଯ୍ୟ କରିଛନ୍ତି । ସେମାନେ ବିଶ୍ୱର କ୍ଷୁଦ୍ରତମ ବ୍ରେନ ସେନ୍ସର ପ୍ରସ୍ତୁତ କରିଛନ୍ତି । ଯାହାକି ଏକ ସୋରିଷ ଠାରୁ ମଧ୍ୟ କ୍ଷୁଦ୍ର । ମସ୍ତିଷ୍କ ଆଘାତ ଓ କ୍ୟାନ୍ସରରେ ପୀଡିତ ରୋଗୀଙ୍କ ଉପଚାରରେ ଏହା ଉପକାରୀ ସାବ୍ୟସ୍ତ ହେବ ।…

ଲିମକା ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲା ଭାରତୀୟ ରେଳବାଇ

ନୂଆଦିଲ୍ଲୀ: ଲିମକା ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲା ଭାରତୀୟ ରେଳବାଇ । ଏକାଧିକ ସ୍ଥାନରେ ଆୟୋଜିତ ଜନସେବା କାର୍ଯ୍ୟକ୍ରମରେ ସବୁଠୁ ଅଧିକ ଲୋକଙ୍କୁ ଏକତ୍ରିତ କରିବା ଲାଗି ଭାରତୀୟ ରେଳବାଇ ଲିମକା ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛି। ଗତ ୨୬ ଫେବୃଆରୀ ୨୦୨୪ରେ ରେଳ ମନ୍ତ୍ରଣାଳୟ ଏକ…

ଜଗନ୍ନାଥ ସଂସ୍କୃତି, ଐତିହ୍ୟକୁ ଧ୍ଵଂସ କରି ପୂର୍ବ ସରକାର କରିଥିବା ମହାପାପର ଦଣ୍ଡ ତାଙ୍କୁ ମିଳିଛି: ହରିଚନ୍ଦନ

ପୁରୀ: ପୁରୀ ଶ୍ରୀମନ୍ଦିର ଗସ୍ତରେ ଯାଇ ମହାପ୍ରଭୁଙ୍କ ଦର୍ଶନ କରି ସାନିଧ୍ୟ ଲାଭ କଲେ ଛତିଶଗଡ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ। ଚାରିଦ୍ୱାର ଖୋଲିବା ନେଇ ଖୁବ୍ ଖୁସି ବ୍ୟକ୍ତ କରିବା ସହ ଜଗନ୍ନାଥ ସଂସ୍କୃତିକୁ ଧ୍ଵଂସ କରିବାର ଦଣ୍ଡ ପୂର୍ବ ସରକାର ପାଇଛନ୍ତି ବୋଲି କହିଛନ୍ତି ବିଶ୍ବଭୂଷଣ…

ଆସନ୍ତାକାଲି ଅନୁଷ୍ଠିତ ହେବ ସର୍ବ ଭାରତୀୟ ଚୟନ ପରୀକ୍ଷା ସିଇଇ-୨୦୨୪

ଭୁବନେଶ୍ଵର: ଆସନ୍ତାକାଲି ଅନୁଷ୍ଠିତ ହେବ ସର୍ବ ଭାରତୀୟ ଚୟନ ପରୀକ୍ଷା ସିଇଇ-୨୦୨୪। ବି.ଇଡି, ଏମ.ଇଡି, ବିଏ.ବି.ଇଡି, ବି.ଏସ୍.ସି.ବି.ଇଡି, ଏମ୍.ଏସସି.ଇଡି ଆଦି ଉନ୍ନତମାନର ଶିକ୍ଷାଭିତ୍ତିକ ପାଠପଢ଼ାପାଇଁ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ଅନ୍ତର୍ଗତ ଏନ.ସି.ଇ.ଆର୍.ଟି.ର ପରୀକ୍ଷା…

ଏହା ମୋର ଶେଷ ବିଶ୍ୱକପ ବୋଲି କହିଲେ ନ୍ୟୁଜିଲାଣ୍ଡର ଏହି ଷ୍ଟାର ବୋଲର

ତାରୋବା: ନ୍ୟୁଜିଲାଣ୍ଡର ଅଭିଜ୍ଞ ପେସ ବୋଲର ଟ୍ରେଂଟ ବୋଲ୍ଟ ଚଳିତ ଟି୨୦ ବିଶ୍ୱକପ ତାଙ୍କର ଶେଷ ବଡ ଟୁର୍ଣ୍ଣାମେଂଟ ବୋଲି କହିଛନ୍ତି । ଏଥିସହ ସେ ପରୋକ୍ଷରେ ତାଙ୍କ ଅବସର ନେଇ ମଧ୍ୟ ସୂଚନା ଦେଇଛନ୍ତି । ନ୍ୟୁଜିଲାଣ୍ଡ ପକ୍ଷରୁ ସେ ଟି୨୦ ବିଶ୍ୱକପ, ଦିନିକିଆ ବିଶ୍ୱକପ ଓ ଟେଷ୍ଟ ଚାମ୍ପିୟନଶିପର…

ଟି୨୦ ବିଶ୍ୱକପରେ ପାକିସ୍ତାନର ପ୍ରଦର୍ଶନ ନେଇ ଆକ୍ସନ ମୁଡରେ ପିସିବି

କରାଚୀ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ପାକିସ୍ତାନ ନୈରାଶ୍ୟଜନକ ଢ଼ଙ୍ଗରେ ବିଦାୟ ନେଇଛି । ଏପରିକି ଦଳ ସୁପର ୮କୁ ମଧ୍ୟ ଉନ୍ନୀତ ହୋଇ ପାରିନି । ରିପୋର୍ଟ ମୁତାବକ ପାକିସ୍ତାନ କ୍ରିକେଟ ବୋର୍ଡ ଏବେ ସମ୍ପୂର୍ଣ୍ଣ ଭାବେ ଆକ୍ସନ ମୋଡରେ ରହିଛି । ଆମେରିକାଠାରୁ ହାରିବା ଫଳରେ ପାକିସ୍ତାନକୁ କଡା…

ମନ୍ତ୍ରୀଙ୍କୁ ହେଲା ବିଭାଗ ବଣ୍ଟନ, ମୁଖ୍ୟମନ୍ତ୍ରୀଙ୍କ ପାଖରେ ରହିବ ଗୃହ ଓ ଅର୍ଥ ସହ ଏକାଧିକ ବିଭାଗ

ଭୁବନେଶ୍ଵର: ରାଜ୍ୟରେ ନୂଆ ସରକାର ମନ୍ତ୍ରୀଙ୍କୁ ହେଲା ବିଭାଗ ବଣ୍ଟନ । ମୁଖ୍ୟମନ୍ତ୍ରୀଙ୍କ ପାଖରେ ରହିବ ଗୃହ, ଅର୍ଥ, ସାଧାରଣ ପ୍ରଶାସନ, ସୂଚନା ଓ ଲୋକସମ୍ପର୍କ, ଜଳ ସମ୍ପଦ, ଯୋଜନା ଓ ସଂଯୋଜନ ବିଭାଗ । ସେହିପରି ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହ ଦେଓ- କୃଷି ଓ କୃଷକ ସଶକ୍ତୀକରଣ, ଶକ୍ତି…

ଭାରତରେ ନିର୍ମାଣ ହେବ କମ୍ପାଉଣ୍ଡ ସେମିକଣ୍ଡକ୍ଟର ଇକୋସିଷ୍ଟମ, ସହଯୋଗ କରିବ ସିକ୍ସେମ ପ୍ରାଇଭେଟ ଲିମିଟେଡ୍

ଭୁବନେଶ୍ଵର: କମ୍ପାଉଣ୍ଡ୍ ସେମିକଣ୍ଡକ୍ଟର କ୍ଷେତ୍ରରେ ଅନୁସନ୍ଧାନରେ ସହଯୋଗ କରିବାକୁ ସିକ୍ସେମ ପ୍ରାଇଭେଟ ଲିମିଟେଡ୍ ଏବଂ ଆଇଆଇଟି ଭୁବନେଶ୍ୱର ମଧ୍ୟରେ ଏକ ଏମଓୟୁ ସ୍ୱାକ୍ଷରିତ କରାଯାଇଛି । ଏହି ଚୁକ୍ତିନାମାର ଅଂଶ ଭାବରେ କାର୍ଯ୍ୟକାରୀ ହେବାକୁ ଥିବା ପ୍ରଥମ ପ୍ରକଳ୍ପ ଆଇଆଇଟି ଭୁବନେଶ୍ୱରରେ…