ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ବି କହିଲେ ୪୦୦ ପାର ସ୍ଲୋଗାନ ମହଙ୍ଗା ସାବ୍ୟସ୍ତ ହେଲା
ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମଧ୍ୟ ୪୦୦ ପାର ସ୍ଲୋଗାନ ଏନଡିଏ ପାଇଁ ମହଙ୍ଗା ସାବ୍ୟସ୍ତ ହେଲା ବୋଲି କହିଛନ୍ତି । ଏହି ସ୍ଲୋଗାନ ଯୋଗୁ ଲୋକଙ୍କ ମନରେ ଅନେକ ପ୍ରକାରର ଭୟ ଜାଗ୍ରତ ହେଲା । ସମ୍ବିଧାନ ବଦଳିବା ଓ ଆରକ୍ଷଣ ହଟିବା ଆଶଙ୍କା ମଧ୍ୟ ସେମାନଙ୍କୁ ଘାରିଲା ।…