Latest Odisha News

BREAKING NEWS

Yearly Archives

2024

ସରପଞ୍ଚରୁ ମୁଖ୍ୟମନ୍ତ୍ରୀ: ଜାଣନ୍ତୁ ମୋହନ ମାଝୀଙ୍କ ରାଜନୈତିକ ଯାତ୍ରା

ଭୁବନେଶ୍ଵର: ଦୀର୍ଘ ୨୪ ବର୍ଷ ପରେ ଓଡିଶାକୁ ମିଳିଛି ନୂତନ ମୁଖ୍ୟମନ୍ତ୍ରୀ । ରାଜ୍ୟରେ ବିଜେଡିର ଗଡ ଭାଙ୍ଗି ନୂତନ ସରକାର ଗଠନ କରିବାକୁ ଯାଉଥିବା ବିଜେପି ମୋହନ ଚରଣ ମାଝୀଙ୍କୁ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଘୋଷଣା କରିଛି । ୟୁପି-ମଧ୍ୟପ୍ରଦେଶ-ଛତିଶଗଡ ଭଳି ଓଡିଶାରେ ମଧ୍ୟ ବିଜେପି…

ଆନ୍ଧ୍ରପ୍ରଦେଶର ରାଜଧାନୀ ହେବ ‘ଅମରାବତୀ’, ସ୍ପଷ୍ଟ କଲେ ଚନ୍ଦ୍ରବାବୁ

ଅମରାବତୀ: ତେଲୁଗୁ ଦେଶମ ପାର୍ଟି (ଟିଡିପି) ସୁପ୍ରିମୋ ଏନ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ଘୋଷଣା। ଆନ୍ଧ୍ରପ୍ରଦେଶର ରାଜଧାନୀ ହେବ ଅମରାବତୀ । ଆସନ୍ତାକାଲି ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାର ଗୋଟିଏ ଦିନ ପୂର୍ବରୁ ସେ ଏହା ଘୋଷଣା କରିଛନ୍ତି। ଅମରାବତୀ ରାଜ୍ୟର ଏକମାତ୍ର ରାଜଧାନୀ…

ସବୁ ଚର୍ଚ୍ଚା ଉପରେ ବିରାମ, ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ବର: ସବୁ କଲ୍ପନା ଜଲ୍ପନା ଉପରେ ଲାଗିଲା ବିରାମ  । ଇତିହାସ ରଚିଲା ବିଜେପି । ୨୪ ବର୍ଷ ପରେ ଓଡିଶାକୁ ଦେଲା ନୂଆ ମୁଖ୍ୟମନ୍ତ୍ରୀ । ମୋହନ ମାଝୀଙ୍କୁ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଘୋଷଣା କଲା ବିଜେପି । ଆସନ୍ତା କାଲି ଶପଥ ଗ୍ରହଣ ପରେ ଓଡିଶା ଶାସନଭାର ସମ୍ଭାଳିବେ ମୋହନ…

ଏହା ମନ୍ତ୍ରୀମଣ୍ଡଳ ନୁହେଁ ବରଂ ‘ଏନଡିଏ’ର ପରିବାର ମଣ୍ଡଳ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀ ମୋଦୀ ୩.୦ର ନୂତନ ମନ୍ତ୍ରୀମଣ୍ଡଳକୁ ଏନଡିଏର ପାରିବାର ମଣ୍ଡଳ ବୋଲି କହିଛନ୍ତି। ରାହୁଲ ଗାନ୍ଧୀ ସୋସିଆଲ ମିଡିଆରେ ଏକ ପୋଷ୍ଟର ସେୟାର କରିଛନ୍ତି ଯେଉଁଥିରେ ମନ୍ତ୍ରୀଙ୍କ ନାମ ରହିଛି, ଯେଉଁମାନଙ୍କର ପିତା କିମ୍ବା ପରିବାରର ଅନ୍ୟ ସଦସ୍ୟମାନେ ପୂର୍ବରୁ ରାଜନୀତିରେ…

ସରକାରୀ ଚାକିରିଆଙ୍କୁ ଜୁନ୍ ୩୦ ଯାଏଁ ଛୁଟି ମନା

ଭୁବନେଶ୍ବର: ଜୁନ୍ ୩୦ ଯାଏଁ ସରକାରୀ କର୍ମଚାରୀଙ୍କ ଛୁଟି ମନା । ଆସନ୍ତାକାଲି ଶପଥ ଗ୍ରହଣ ପୂର୍ବରୁ ଆସିଲା କିଛି ବଡ ନିର୍ଦ୍ଦେଶ । ଜୁନ୍ ୩୦ ଯାଏଁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରି ବିଭାଗୀୟ ସଚିବ ଓ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଲେ ସାଧାରଣ ପ୍ରଶାସନ ବିଭାଗ ଏସିଏସ୍‌ ।…

ଘରୋଇ ଉପଚାର ମାଧ୍ୟମରେ ମହିଳାଙ୍କ ପଲିସିଷ୍ଟିକ୍ ଓଭାରି ସିଣ୍ଡ୍ରୋମ୍ ସମସ୍ୟା ସମାଧାନ

ମାଆ ହେବା ଜଣେ ମହିଳା ପାଇଁ ପ୍ରକୃତିର ସର୍ବଶ୍ରେଷ୍ଠ ଉପହାର । ହେଲେ ଯେଉଁ ମହିଳାମାନେ ପଲିସିଷ୍ଟିକ୍ ଓଭାରି ସିଣ୍ଡ୍ରୋମ୍ ସମସ୍ୟା ଦେଇ ଯାଉଥାନ୍ତି ସେମାନଙ୍କ ପାଇଁ ମାଆ ହେବା କଷ୍ଟକର ହୋଇପଡେ। ଏହାକୁ ଏପରି ପରିସ୍ଥିତିରେ, ହରମୋନାଲ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ନିହାତି ଆବଶ୍ୟକ।…

ହତ୍ୟା ଅଭିଯୋଗରେ ପୋଲିସ ହେପାଜତରେ କନ୍ନଡ ସିନେଷ୍ଟାର ଦର୍ଶନ ଓ ପବିତ୍ରା

ବେଙ୍ଗଲୁରୁ: ହତ୍ୟା ମାମଲାରେ ଫସିଲେ କର୍ଣ୍ଣାଟକର  ଜଣାଶୁଣା ସିନେଷ୍ଟାର ଦର୍ଶନ ଥୋଗୁଦୀପା । ଜଣେ ଫାର୍ମାସୀ ସହକାରୀଙ୍କ ହତ୍ୟା ମାମଲାରେ ସଂପୃକ୍ତ ଥିବା ନେଇ ଅଭିଯୋଗ ଆଧାରରେ ଦର୍ଶନଙ୍କୁ ଗିରଫ କରିଛି ବେଙ୍ଗାଲୁରୁ ପୋଲିସ । ଏହାସହିତ ତାଙ୍କ ମହିଳା ବାନ୍ଧବୀ ଅଭିନେତ୍ରୀ ପବିତ୍ରା…

ଘଡଘଡି, ବିଜୁଳି ସହ ବର୍ଷା ସମ୍ଭାବନା ନେଇ ୧୯ଟି ଜିଲ୍ଲାରେ କାଳବୈଶାଖୀ ସତର୍କତା

ଭୁବନେଶ୍ଵର: ରାଜ୍ୟରେ କାଳବୈଶାଖୀ ହେବା ନେଇ ସତର୍କ କରାଇଲା ଆଞ୍ଚଳିକ ପାଣିପାଗ ବିଭାଗ। କାଳବୈଶାଖୀ ପ୍ରଭାବରେ ଘଡଘଡି, ବିଜୁଳି ସହ ବର୍ଷା ହେବ ସମ୍ଭାବନା ରହିଛି। ତେଣୁ ଏନେଇ ୧୯ଟି ଜିଲ୍ଲାକୁ ସତର୍କ କରାଇଲା ପାଣିପାଗ ବିଭାଗ। ଏହି ସମୟରେ ୩୦-୪୦ କିମି ବେଗରେ ପବନ ବୋଲି ଅନୁମାନ କରାଯାଉଛି।…

ନବୀନ ହେବେ କି ବିରୋଧୀ ଦଳ ନେତା ?

ଭୁବନେଶ୍ବର: ୨୪ବର୍ଷ ଧରି ଓଡିଶାର ମୁଖ୍ୟମନ୍ତ୍ରୀ ରହିଥିଲେ ନବୀନ ପଟ୍ଟନାୟକ। ଏଥର ବିଜେଡି ନିର୍ବାଚନ ହାରିବା ପରେ ବିରୋଧୀ ଦଳ ନେତା ହେବେ କି ନବୀନ ? ଅନେକ ବର୍ଷ ପରେ ଏଥର ବିଧାନସଭାରେ ଶକ୍ତିଶାଳୀ ବିରୋଧୀ ଦଳକୁ ସାମନା କରିବେ ବିଜେପି ସରକାର । ବିଜେଡିର ୫୧ଜଣ ବିଧାୟକ ନୂଆ ସରକାରଙ୍କୁ…

ଚନ୍ଦ୍ରବାବୁ ନାଇଡୁ ‘ଏନଡିଏ’ ବିଧାୟକ ଦଳ ନେତା ନିର୍ବାଚିତ, ଆସନ୍ତାକାଲି ଶପଥ

ହାଇଦ୍ରାବାଦ: ତେଲଗୁ ଦେଶମ ପାର୍ଟି (ଟିଡିପି) ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ‘ଏନଡିଏ’ ନବନିର୍ବାଚିତ ବିଧାୟକ ଦଳ ନେତା ନିର୍ବାଚିତ କରିଛନ୍ତି। ଆସନ୍ତାକାଲି ଅର୍ଥାତ ଜୁନ ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ପଦ ଓ ଗୋପନୀୟତାର ଶପଥ ନେବେ ଚନ୍ଦ୍ରବାବୁ ନାଇଡୁ। ଆଜି…