ମୋଦୀ ୩.୦; ଏନଡିଏ ନେତା ଭାବେ ନିର୍ବାଚିତ ହେଲେ ମୋଦି
ନୂଆଦିଲ୍ଲୀ: ଏନଡିଏ ନେତା ଭାବେ ନିର୍ବାଚିତ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ସଂସଦୀୟ ଦଳ ବୈଠକରେ ମୋଦିଙ୍କ ନାମ ପ୍ରସ୍ତାବ କରିଛନ୍ତି ରାଜନାଥ ସିଂହ । ଯାହାକୁ ସମର୍ଥନ ଜଣାଇଛନ୍ତି ଅମିତ ଶାହ ଓ ନୀତିନ ଗଡ଼କରୀ । ଏହାପରେ ନରେନ୍ଦ୍ର ମୋଦି ଏନ୍ଡିଏ ସଂସଦୀୟ ଦଳ ନେତା ଭାବେ…