ଅମୂଲ ପରେ ବଢ଼ିଲା ମଦର୍ ଡେରି ଦୁଗ୍ଧ ଦର
ନୂଆଦିଲ୍ଲୀ: ଅମୂଲ ପରେ ପରେ ବର୍ତ୍ତମାନ ମଦର୍ ଡେରିର ଦର ବୃଦ୍ଧି ପାଇଛି। ନିର୍ବାଚନ ଫଳ ଘୋଷଣା ହେବ ପୂର୍ବରୁ କ୍ଷୀରର ଦର ବୃଦ୍ଧି ପାଇଛି। ଲିଟରକୁ ୨ଟଙ୍କା ବଢ଼ିଛି କ୍ଷୀରର ଦର। ତେବେ ଗତ ୧୫ ମାସ ମଧ୍ୟରେ ସମସ୍ତ ଜିନିଷର ଦର ଦାମ ବୃଦ୍ଧି ପାଇଛି। ସେସବୁକୁ ଦେଖିଲେ ଦୁଗ୍ଧ ଉତ୍ପାଦନର ଖର୍ଚ୍ଚ…