Latest Odisha News

BREAKING NEWS

Yearly Archives

2024

ବିଜୟୀନି ଆସମା

ଶେଖ୍ ଅହମ୍ମଦ, ରାସ୍ତା କଡ଼ରେ ଠିଆ ହୋଇ ଲେମ୍ବୁ ପାଣିର ଠେଲା ଲଗାଏ। ତା’ ନିଜର ଭିଟାମାଟି ଛାଡି କାହିଁ କେଉଁ କାଳରୁ ଆସି ଏଇ ମୁମ୍ବାଇର ଆଜାଦନଗର ରେ ଆଶ୍ରୟ ନେଇଛି ସେ। ମହାନଗରୀ ମୁମ୍ବାଇ, ଇଏ ସମସ୍ତଙ୍କ ସ୍ୱପ୍ନର ମହାନଗର , ଏଠି କାହାର ପେଟ ଅପୋଷା ରହେନା । ସେଇଥିପାଇଁ କିଏ…

ମୋଦୀ ସରକାର ୩.୦’ ପ୍ରସ୍ତୁତି: ଜୁନ୍ ୪ରେ ଦିଲ୍ଲୀରେ ମେଗା ରୋଡ୍ ସୋ’ ପାଇଁ ଯୋଜନା

ନୂଆଦିଲ୍ଲୀ: ଗଣତନ୍ତ୍ରର ମହାପର୍ବରେ ସପ୍ତମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ଏକଜିଟ ପୋଲ ମଧ୍ୟ ଆସି ସାରିଛି। ବଡ଼ ବଡ଼ ଗଣମାଧ୍ୟମ ଅଧିକାଂଶ ଏକଜିଟ ପୋଲରେ ବିଜେପିର ବିଜୟ ପ୍ରଦର୍ଶନ କରାଯାଉଛି। ନରେନ୍ଦ୍ର ମୋଦୀ ପୁଣି ଥରେ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛନ୍ତି। ଯଦି…

ଏକଜିଟ ପୋଲର ପ୍ରଭାବ, ରେକର୍ଡ ଭାଙ୍ଗିଲା ଷ୍ଟକ ମାର୍କେଟ

ନୂଆଦିଲ୍ଲୀ: ଗୋଟେ ପଟେ ଏକଜିଟ ପୋଲ ପାଇଁ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ଅନ୍ୟପଟେ ଏହାକୁ ନେଇ ଏବେ ରେକର୍ଡ ପାର କରିଛି ଷ୍ଟକ ମାର୍କେଟ । ଏକଜିଟ ପୋଲରେ ମୋଦି ୩.୦ ଆସିବ ପରେ ଏବେ ସର୍ବକାଳୀନ ରେକର୍ଡ ଛୁଇଁଛି ଷ୍ଟକ ବଜାର । ସେନସେକ୍ସ ଏବଂ ନିଫ୍ଟି ସବୁ ରେକର୍ଡ ପାର…

ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ ଘଟଣାରେ ଆଉ ୫ ଗିରଫ, ଗିରଫଦାରୀ ସଂଖ୍ୟା ୧୦କୁ ବୃଦ୍ଧି

ଭଦ୍ରକ: ଯୁବ ବିଜେପି ରାଜ୍ୟ ସଭାପତି ଅଭିଳାଷ ପଣ୍ଡା ଏବଂ ସମ୍ପାଦକ ସୁବ୍ରତ ବିଶ୍ୱାଳଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଆଉ ୫ ଜଣଙ୍କୁ ଗିରଫ କଲା ପୋଲିସ। ପୂର୍ବରୁ ପୋଲିସ ୫ ଜଣଙ୍କୁ ଗିରଫ କରିଥିଲା। ଏବେ ଯାଏଁ ମୋଟ ଗିରଫଦାରୀ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି। ସୂଚନା ଅନୁସାରେ ଗତ ୩୦ ତାରିଖ…

୧୦୦ରୁ ୧୧୫ ଆସନ ଜିତିବ ବିଜେଡି, ବିଜେପିର ଗ୍ରାଫ ବି ଉପରମୁହାଁ

ଭୁବନେଶ୍ବର: ଏକ୍ସିଟ ପୋଲ ଆକଳନକୁ ନେଇ ଏବେ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି । ଦୁଇ ପ୍ରମୁଖ ଦଳ ବିଜେଡି ଓ ବିଜେପିର ପୂରାପୂରି କଡା ଟକ୍କର ଚାଲିଛି । ତେବେ ବିଧାନସଭା ଆସନରେ ବିଜେପିର ଗ୍ରାଫ ଏଥର ଉପର ମୁହାଁ ରହିଛି । ଯେଉଁଠି ଶାସକ ଦଳ ବିଜେଡି ୧୦୦ ରୁ ୧୧୫ ଆସନ ହାତେଇବ ସେଠି…

ବଲାଙ୍ଗୀରରେ ଚାଞ୍ଚଲ୍ୟ; ନଦୀ ପଠାରୁ ମିଳିଲା ମହିଳାଙ୍କ ମୃତ ଦେହ

ପାଟଣାଗଡ: ନଦୀ ପଠାରୁ ମିଳିଲା ମହିଳାଙ୍କ ମୃତ ଦେହ । କେହି କାରି ପୋତି ଦେଇଥିବା ସନ୍ଦେହ । ଏଭଳି କିଛି ଚାଞ୍ଚଲ୍ୟ ଘଟିଛି ବଲାଙ୍ଗୀରରେ । ବାଲାଙ୍ଗୀର ପାଟଣାଗଡା ବ୍ଲକ, ବେଲପଡା ଥାନା କେନକେବା ବ୍ରିଜ୍ ନିକଟ ଥିବା ଲହାନ୍ତା ନଦୀ ପଠାରୁ ଏକ ଅଜଣା ମହିଳାଙ୍କ ମୃତ ଦେହ ଠାବ କରାଯାଇଛି ।…

ବଙ୍ଗଳାର ଏହି ସବୁ ସ୍ଥାନରେ ଚାଲିଛି ସାନି ମତଦାନ, ଶାନ୍ତିଶୃଙ୍ଖଳାର ସହ ଚାଲିଛି ଭୋଟିଂ

କୋଲକାତା: ଆଜି (ଜୁନ୍ ୩) ପଶ୍ଚିମବଙ୍ଗର ବାରାସାତ ଏବଂ ମଥୁରାପୁର ଲୋକସଭା ଆସନରେ ଥିବା ପ୍ରତ୍ୟେକ ବୁଥରେ ପୁଣିଥରେ ମତଦାନ ଅନୁଷ୍ଠିତ ହୋଇଛି। ଏଠାରେ ସାନି ମତଦାନ ପାଇଁ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି। ଏହି ଆସନଗୁଡିକରେ ଶେଷ ପର୍ଯ୍ୟାୟ ଅର୍ଥାତ ଜୁନ୍ ୧ ରେ ଭୋଟ୍ ଅନୁଷ୍ଠିତ…

ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ, ଘାଟିରେ ୨ରୁ ୩ ଆତଙ୍କବାଦୀ ଲୁଚି ରହିଥିବା ସୂଚନା

ଶ୍ରୀନଗର: ସୋମବାର ଜମ୍ମୁ-କଶ୍ମୀର ପୁଲୱାମା ଜିଲ୍ଲାର ନିହାମା ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। କୁହାଯାଉଛି ଯେ ପୁଲୱାମାର ନିହାମା ଅଞ୍ଚଳରେ ସୁରକ୍ଷା ବାହିନୀ ୨ରୁ ୩ ଆତଙ୍କବାଦୀଙ୍କୁ ଘେରି ରହିଛନ୍ତି। ଆତଙ୍କବାଦୀଙ୍କୁ ଧରିବା ପାଇଁ ସମ୍ପୂର୍ଣ୍ଣ ଅଞ୍ଚଳରେ…

ପିଲାଙ୍କୁ ପାଣି ଟାଙ୍କିକୁ ଠେଲି ଦେଇ ନିଜେ ଡେଇଁଲା ମାଆ, ୪ ଛୁଆ ମୃତ

ଜୟପୁର: ମରିଗଲା ମା’ର ମମତା। ୪ ଛୁଆଙ୍କ ସହ ପାଣି ଟାଙ୍କିକୁ ଡେଇଁଲା ମାଆ। ରାଜସ୍ଥାନ ବାଡମେରରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଏଠାରେ ଜଣେ ମହିଳା ନିଜର ୪ ପିଲାଙ୍କୁ ପାଣି ଟାଙ୍କିରେ ବୁଡାଇ ମାରିବା ପରେ ନିଜେ ଆତ୍ମହତ୍ୟା ଉଦ୍ୟମ କରିଥିବା କଥା ଜଣାପଡିଛି । ପାରିବାରିକ କଳହକୁ ନେଇ ଏହି…

ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର: ୧୩ ମୃତ, ୧୫ ଗୁରୁତର

ଭୋପାଳ: ମଧ୍ୟପ୍ରଦେଶ ରାଜଗଡ଼ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର। ଘଟଣାସ୍ଥଳରେ ୧୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ମୃତକମାନେ ଏକ ଗାଁର ହୋଇଥିବା ବେଳେ ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଉଥିବା ବେଳେ ଏହି…